Latest Odisha News

BREAKING NEWS

[ଭିଡିଓ] ବଡ ପରଦାକୁ ଆସୁଛନ୍ତି ଟମ୍ ଆଣ୍ଡ ଜେରି !

ମୁମ୍ବାଇ: ଟମ୍ ଆଣ୍ଡ ଜେରି କଥା କାନରେ ପଡିଲେ, ମନେ ପଡିଯାଏ ପିଲାଦିନ କଥା । ଆଜି ବି ଏହି ଦୁଇଟି ଆଇକନିକ୍ କାର୍ଟୁନ୍ କ୍ୟାରେକ୍ଟରଙ୍କୁ ସୋସିଆଲ୍ ମିଡିଆରେ ଦେଖାଯାଇପାରେ । ବେଶ କିଛି ବର୍ଷ ଧରି ଏହି କାର୍ଟୁନ କ୍ୟାରେକ୍ଟରଙ୍କୁ ନେଇ କୌଣସି ନୂଆ ଭିଡିଓ ସାମ୍ନାକୁ ଆସିନଥିଲା । ହେଲେ ଆସନ୍ତା…

ମହାଲକ୍ଷ୍ମୀଙ୍କର ସ୍ଵତନ୍ତ୍ର ରୋଷଶାଳା କାହିଁକି ?

ଶ୍ରୀଜୀଉଙ୍କ ମହାପ୍ରସାଦ ସମ୍ପର୍କରେ ସ୍ଵତନ୍ତ୍ର ଉପସ୍ଥାପନା ମା' ମହାଲକ୍ଷ୍ମୀ ଜଣେ କୂଳୀନ କୂଳବଧୂର ଭୂମିକା ଓ କର୍ତ୍ତବ୍ୟ ସାରା ସଂସାରକୁ ଦେଖାଇଦିଅନ୍ତି । କୈ।ଣସି ଘରେ ଜଣେ ଗୃହିଣୀ ନିଜ ପତି ଏବଂ ଅନ୍ୟ ପରିବାର ସଦସ୍ୟଙ୍କର ଖାଦ୍ୟପେୟ କଥା ନଵୁଝି, ନିଜ ପାଇଁ କୈ।ଣସି ଖାଦ୍ୟର ବ୍ୟବସ୍ଥା…

ଜାନୁଆରୀ ପହିଲାରୁ ସମସ୍ତ ଯାନ ଉପରେ ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ରାଜପଥରେ ଗାଡ଼ିଗୁଡ଼ିକର ଲାଗି ରହିଥିବା ଲମ୍ବା ଲାଇନରୁ ଏବେ ମୁକ୍ତି ମିଳିବ। ଜାନୁଆରୀ ୧ରୁ ସମସ୍ତ ଯାନଗୁଡ଼ିକରେ FASTag ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ବର୍ତ୍ତମାନ କେବଳ FASTag ଜରିଆରେ ହିଁ ଟୋଲ୍ ସଂଗ୍ରହ କରାଯାଇପାରିବ। ଏହା ପରେ ଟୋଲରେ କାହାଠାରୁ କୌଣସି ନଗଦ ଟଙ୍କା…

ବାଜୁଥିଲା ପିୟାନୋ, ଚାଲିଥିଲା ସର୍ଜରୀ !

ଭୁବନେଶ୍ୱର: ସାଧାରଣତଃ ଅପରେଶନ ଥିଏଟରରେ ସର୍ଜରୀ ସମୟରେ ଅନେକ ବୈଜ୍ଞାନିକ ଉପକରଣର ଶବ୍ଦ ଶୁଣିବାକୁ ମିଳିଥାଏ । ହେଲେ ଜଣେ ନାବାଳକର ସର୍ଜରୀ ସମୟରେ କିନ୍ତୁ ବ୍ୟତିକ୍ରିମ ଘଟିଥିଲା । ବୈଜ୍ଞାନିକ ଉପକରଣର ଶବ୍ଦ ବଦଳରେ ଶୁଭିଥିଲା ପିୟାନୋର ସୁମଧୁର ସଙ୍ଗୀତ । ଫଳରେ ସର୍ଜରୀ ସଫଳ ହେବା ସହ…

ଏଣିକି ମେଟ୍ରୋ ଟ୍ରେନ୍‌ରେ ବି ଯାଇପାରିବ ସାଇକେଲ୍‌

ନୂଆଦିଲ୍ଲୀ: କୋଚି ମେଟ୍ରୋ ସହରର ଯାତ୍ରୀମାନଙ୍କୁ ମେଟ୍ରୋ ଭିତରେ ସାଇକେଲ ନେବାକୁ ଅନୁମତି ଦେଇଛି। ସାଇକେଲ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର ଦିନ ଏହି ସୂଚନା ପ୍ରଦାନ କରି ଅଧିକାରୀ କହିଛନ୍ତି ଯେ କୋଚି ମେଟ୍ରୋ ପ୍ରାରମ୍ଭରେ ଚାଙ୍ଗମ୍‌ମୁଜା…

ଆମେରିକା: ବାଇଡେନ୍‌ କ୍ୟାବିନେଟ୍‌ରେ ସାମିଲ୍‌ ହୋଇପାରନ୍ତି ଭାରତୀୟ-ଆମେରିକୀୟ

ୱାଶିଂଟନ୍: ଆମେରିକାର ପୂର୍ବତନ ସର୍ଜନ ଜେନେରାଲ୍ ବିବେକ ମୁର୍ତ୍ତୀଙ୍କ ସମେତ ଦୁଇଜଣ ବିଶିଷ୍ଟ ଭାରତୀୟ-ଆମେରିକୀୟ ପରବର୍ତ୍ତୀ ବିଡେନ-ହାରିସ୍ ପ୍ରଶାସନର କ୍ୟାବିନେଟରେ ଅନ୍ତର୍ଭୁକ୍ତ ହୋଇପାରନ୍ତି। ମଙ୍ଗଳବାର ଦିନ 'ୱାଶିଂଟନ୍ ପୋଷ୍ଟ' ଏବଂ 'ପଲିଟିକୋ' କହିଛି ଯେ କୋଭିଡ -୧୯ ମୁକାବିଲା କରିବା…

ବିବାହ କରିବେ କି ଅଭିନେତ୍ରୀ ତାପସୀ ପନ୍ନୁ ?

ମୁମ୍ବାଇ: ରୋକଠୋକ୍ କଥାବାର୍ତ୍ତା ଓ ଭିନ୍ନ ସ୍ୱାଦର ଫିଲ୍ମ ଚୟନ ପାଇଁ ବେଶ ଜମାଶୁଣା ଅଭିନେତ୍ରୀ ତାପସୀ ପନ୍ନୁ । ବେଶ କିଛିଦନ ଧରି ମାଲ୍‌ଡିଭସ୍‌ରେ ଛୁଟି ମନାଇବା ପରେ ଏବେ ରଶ୍ମୀ ରକେଟ ସହ ଏକାଧିକ ଫିଲ୍ମର ସୁଟିଂରେ ବିଜି ଅଛନ୍ତି । ହେଲେ ଏବେ ଗୁଜବ ଉଠିଛି ତାପସୀ କୁଆଡେ ଖୁବଶୀଘ୍ର ବିବାହ…

କୁପୱାରାରେ ହିମସ୍ଖଳନ: ଜଣେ ଯବାନ ଶହୀଦ, ୨ ଆହତ

ଶ୍ରୀନଗର:ଜମ୍ମୁ-କଶ୍ମୀରର କୁପୱାରା ଜିଲାରେ ଏବେ ହିମସ୍ଖଳନ ଜାରି ରହିଛି । ଏଥିଯୋଗୁ ସୀମାରେ ମୁତୟନ ଯବାନ ମଧ୍ୟ ବିପଦର ସମ୍ମୁଖୀନ ହେଉଛନ୍ତି । ଜଣେ ଯବାନ ମୃତ୍ୟୁବରଣ କରିଥିବା ବେଳେ ୨ଜଣ ଗୁରୁତର ଅହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ବେସ୍ ଡାକ୍ତରଖାନାରେ ଭର୍ତି କରାଯାଇଛି । ରାଜ୍ୟ…

ଲକ୍ଷ୍ମଣ ହୋନାଗା: ଯକ୍ଷ୍ମା ବିରୋଧି ଲଢେଇର ଜାଗ୍ରତ ସିପାହୀ

ଭାରତବର୍ଷ ଏକ ଯୁବରାଷ୍ଟ୍ର । କାରଣ ଭାରତ ଦେଶର ୫୦ ପ୍ରତିଶତରୁ ଅଧିକ ଜନସଂଖ୍ୟା ଯୁବ ବର୍ଗ। ତେଣୁ ସାରା ଦୁନିଆରେ ଭାରତର ସ୍ୱତନ୍ତ୍ର ପରିଚୟ ରହିଛି । ଏହି ଯୁବଶକ୍ତିର ସଂପୂର୍ଣ୍ଣ ସହଯୋଗରେ ଦେଶରେ ବ୍ରିଟିଶ ଶାସନ ପତନ ଏବଂ ସ୍ୱରାଜ ସ୍ଥାପନ ହୋଇପାରିଛି । ଆଜିବି ଦେଶରେ ଉପୁଜିଥିବା ସମସ୍ୟାର…

ଦିଲ୍ଲୀ-ନୋଏଡା ସୀମାରେ ପୁଣି ଥରେ ଆରମ୍ଭ ହୋଇଛି କରୋନା ପରୀକ୍ଷଣ

ନୂଆଦିଲ୍ଲୀ: ଦିଲ୍ଲୀ-ନୋଏଡା ସୀମାରେ ଅନିୟମିତ କରୋନା ପରୀକ୍ଷଣ ପୁଣି ଥରେ ଆରମ୍ଭ ହୋଇଛି। ଡିଏନ୍‌ଡି ଏବଂ ଚିଲା ଅଞ୍ଚଳର ପରିଦର୍ଶକମାନଙ୍କର କରୋନା ପରୀକ୍ଷା କରାଯାଉଛି। ଏଥିପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଦଳ ନିୟୋଜିତ ହୋଇଛନ୍ତି। ପିପିଏ କିଟ୍ ପିନ୍ଧିଥିବା ସ୍ୱାସ୍ଥ୍ୟ କର୍ମୀମାନେ…