Latest Odisha News

BREAKING NEWS

‘ମୋ ବସ୍‌’ରେ କ୍ୟାସ୍‌ଲେସ୍ ଟିକେଟ ସେବା ଆରମ୍ଭ

ଭୁବନେଶ୍ୱର: ମୋ ବସରେ ଆରମ୍ଭ ହୋଇଛି କ୍ୟାସ୍‌ଲେସ୍ ଟିକେଟ ସେବା । କ୍ରୁଟ ପକ୍ଷରୁ କ୍ୟୁଆର କୋଡ଼୍ ମାଧ୍ୟମରେ ଟିକେଟ ସେବା ଆରମ୍ଭ ହୋଇଛି । ବର୍ତ୍ତମାନ ୧୬ ଓ ୨୦ ନମ୍ବର ରୁଟରେ ଏହି ସୁବିଧା ଉପଲବ୍ଧ ରହିଛି । ପରେ ସବୁ ରୁଟ୍‌ରେ କ୍ୟୁଆର କୋଡ଼ ମାଧ୍ୟମରେ ଟିକେଟ କରିହେବ । ଯାତ୍ରୀମାନେ…

ଫେଡେରର ଆଘାତପ୍ରାପ୍ତ: ୨୦୨୧ ଆରମ୍ଭରେ ଟେନିସକୁ ଫେରିବେ

ଲଣ୍ଡନ: ସୁଇଜରଲାଣ୍ଡର ଷ୍ଟାର ଖେଳାଳି ରୋଜର ଫେଡେରର ୨୦୨୦ରେ ଟେନିସଠାରୁ ଦୂରେଇ ରହିବେ । ଆଣ୍ଠୁ ସମସ୍ୟା ଯୋଗୁ ତାଙ୍କର ପୁନର୍ବାର ଅସ୍ତ୍ରୋପଚାର କରାଯାଇଛି । ୨୦ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ଫେଡେରର ବୁଧବାର ଟୁଇଟରରେ ଏ ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ପୂର୍ଣ୍ଣ ଫିଟ ହେବା ପରେ…

କାଶ୍ମୀର ପଣ୍ଡିତଙ୍କ ହତ୍ୟାକୁ ନେଇ ରାଗିଗଲେ ଅନୁପମ୍‌

ମୁମ୍ବାଇ: କାଶ୍ମୀର ପଣ୍ଡିତ ଘଟଣାକୁ ନେଇ ପୁଣି ଥରେ ସାମ୍ନାକୁ ଆସିଛନ୍ତି ବଲିଉଡ ଅଭିନେତା ଅନୁପମ ଖେର୍ । ସୋମବବାର ଦିନ(୮ଜୁନ୍) ଅନନ୍ତନାଗରେ ଜଣେ ହିନ୍ଦୁ ସରପଂଚଙ୍କୁ ଆତାଙ୍କବାଦୀ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ଅନୁପମ ଶୋକ ପ୍ରକଟ କରିବା ସହ ରାଗି ଯାଇଛନ୍ତି । ଏହାର ଏକ…

ପାରାଦୀପରେ ଉତ୍ତେଜନା; ଜମିର ଉଚିତ୍ ମୂଲ୍ୟ ପାଇବା ନେଇ କ୍ଷତିଗ୍ରସ୍ତ ଚାଷୀଙ୍କ ଧାରଣା

ପାରାଦୀପ:  ପୁଲିସ୍ ଦ୍ୱାରା ଦମନ କରି ପାରାଦ୍ୱୀପ -ହାଇଦ୍ରାବାଦ ତୈଳ ପାଇପ ଲାଇନ୍ କାର୍ଯ୍ୟ କରାଇ ନେବାକୁ ଆଇଓସିଏଲ ର ମସୁଧା କରୁଥିବା ନେଇ ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ନିଜର ହକ୍ , ଜମିର ଉଚିତ ମୂଲ୍ୟ ପାଇବା ପାଇଁ ଶାନ୍ତି ପୂର୍ଣ୍ଣ ଧାରଣା ଦେଇଥିବା…

ଦିଲ୍ଲୀ ଓ ମହାରାଷ୍ଟ୍ରରେ ହୋଇନି ଗୋଷ୍ଠୀ ସଂକ୍ରମଣ!

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନକୁ ବୃଦ୍ଧି ପାଉଛି କରୋନା ସଂକ୍ରମିତ ସଂଖ୍ୟା । ବିଶେଷ କରି ଦୁଇ ପ୍ରମୁଖ ସହର ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ପାଖାପଖି ହୋଇଥିବା ବେଳେ ଦିଲ୍ଲୀରେ ୩୫…

ଆସାମ ତୈଳ କୂଅରୁ ବାହାରୁଛି ନିଆଁ, ୨ ଅଗ୍ନିଶମ କର୍ମଚାରୀ ମୃତ

ଗୁଆହାଟୀ: ଆସାମ ତିନସୁକିୟା ଜିଲ୍ଲାରେ ଗତ ୧୫ ଦିନ ହେଲା ତୈଳ କୂଅରୁ ଗ୍ୟାସ ନିର୍ଗତ ହେଉଛି । ମଙ୍ଗଳବାର ଦିନ ଅଏଲ ଇଣ୍ଡିଆ ତୈଳ କୂଅରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ ନିୟୋଜିତ ହୋଇଥିଲେ । ତେବେ ଏହି ନିଆଁ ଲିଭା କାର‌୍ୟ୍ୟରେ…

କରୋନା ସଙ୍କଟ ବେଳେ କଳାକାରମାନଙ୍କ ମନୋବଳ ଦୃଢ କରୁଛି ଅନଲାଇନ ଡ୍ୟାନ୍ସ ଫେଷ୍ଟିଭାଲ ‘ହାପି ଫର୍ ହୋପ୍‌’

ଭୁବନେଶ୍ୱର: ନୃତ୍ୟାନୁଷ୍ଠାନ ଲାସ୍ୟକଳା ପକ୍ଷରୁ ପ୍ରତି ରବିବାର ଆୟୋଜିତ ହେଉଛି ଅନଲାଇନ ଡ୍ୟାନ୍ସ ଫେଷ୍ଟିଭାଲ ‘ହାପି ଫର୍ ହୋପ୍‌’ । ଲକ୍ ଡାଉନ ଯୋଗୁଁ ଘରେ ରହୁଥିବା ନୃତ୍ୟଶିଳ୍ପୀମାନଙ୍କର ଯେପରି ମନୋବଳ ଦୁର୍ବଳ ନ ହୁଏ ସେଥି ପାଇଁ ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଏପରି ଉଦ୍ୟମ…

ଭୁବନେଶ୍ୱରରେ ଆପୋଲ ହସ୍ପିଟାଲ କର୍ମଚାରୀଙ୍କ ସମେତ ୬ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଆପୋଲ ହସ୍ପିଟାଲର ଜଣେ କର୍ମଚାରୀ ଅଛନ୍ତି । ତାଙ୍କ ବୟସ ୩୮ ବର୍ଷ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ସୂଚନା ଦେଇଛି । ସେହିପରି ଭୁବନେଶ୍ୱର…

ପ୍ରବଳ ବର୍ଷିବ: ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୪ ଜିଲ୍ଲାରେ ଝଡ଼ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଆଗାମୀ ୪୮ ଘଂଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ମୁହାଁଇ ୱେଲମାର୍କରେ ପରିଣତ ହେବ । ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ…

ନଦୀ ଆଉ ନାରୀ…

ନଦୀ ଆଉ ନାରୀ... ଶ୍ରୀକାନ୍ତ ଜେନା ଯେଉଁ ନଦୀ କଳ କଳ ଛଳ ଛଳ ହୋଇ ବହୁଥିଲା ପାଣିମୁନ୍ଦେ ଦୁଶେନାହିଁ ତପ୍ତ ବାଲୁକାରେ ଭରାଶଯ୍ୟା, ନଦୀବି ମଣିଷ ପରି ସଂଖୋଳିଛି ସୁଖ ସାଥେ ଦୁଃଖ ନିରୋଳା ସୁଖରେକା’ର ଦିନବିତେ ନପାଇକି ସଜ୍ଜା ? ପରବତେ ପିତ୍ରାଳୟ ଭୁଲିଯାଇ ଅଛିଏ ତଟିନୀ…