Latest Odisha News

BREAKING NEWS

କୋଭିଡ-୧୯ ମହାମାରୀକୁ ଆଖି ଆଗରେ ରଖି ଆଇସିସି ନୂତନ ନିୟମ ଜାରି

ମୁମ୍ବାଇ : କୋଭିଡ-୧୯ ମହାମାରୀକୁ ଆଖି ଆଗରେ ରଖି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନୂତନ ନିୟମ ମଙ୍ଗଳବାର ଜାରି କରିଛି । ବୋଲରମାନେ ବଲକୁ ଚମକାଇବା ପାଇଁ ଳାଳ କିମ୍ବା ଛେପ ଲଗାଇ ପାରିବେ ନାହିଁ । ଯଦି କେହି ଏପରି କରେ ତାହାହେଲେ ପୂରା ଟିମ୍ ଦଣ୍ଡିତ  ହେବ । ସେହିପରି ଟେଷ୍ଟ…

ଡାଟା ହାସଲ ପାଇଁ ଭାରତର ଆରୋଗ୍ୟ ସେତୁ ଆପ ଉପରେ ପାକିସ୍ତାନର ନଜର

ନୂଆଦିଲ୍ଲୀ: କୋଭିଡ-୧୯ ମୁକାବିଲାରେ ଭାରତର ଆରୋଗ୍ୟସେତୁ ଆପ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଅଧିକାଂଶ ଲୋକ ଏହି ଆପ୍ ଡାଉନଲୋଡ କରିଥିବାରୁ ପାକିସ୍ତାନ ଏହା ଉପରେ ନଜର ରଖିଛି । ଆପକୁ ହ୍ୟାକ କରି ଡାଟା ଚୋରି କରିବା ଲକ୍ଷ୍ୟରେ ଆଇଏସଆଇ ରହିଛି । ଏଥିପାଇଁ ଫେକ୍ ଆରୋଗ୍ୟ ସେତୁ ଆପ୍…

ଭୁବନେଶ୍ୱର ଏମ୍ସର ୪ ଡାକ୍ତର କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ହସ୍ପିଟାଲର ୪ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ନମୂନା ପରୀକ୍ଷା ପରେ ପଜିଟିଭ ଆସିଛି । ସଂକ୍ରମିତ ହୋଇଥିବା ସମ୍ପୃକ୍ତ ଡାକ୍ତରଙ୍କ ମଧ୍ୟରେ ୩ ଜଣ ସିନିୟର ରେସିଡେଂଟ ଡାକ୍ତର ଥିବା ବେଳେ ଜଣେ ଜୁନିଅର ରେସିଡେଂଟ ଡାକ୍ତର ଅଛନ୍ତି। ଏନେଇ ଏମ୍ସର…

କରୋନା ସହ ଲଢେଇ: ସେବାୟତଙ୍କ ଲାଗି ହୋମିଓପ୍ୟାଥି

ପୁରୀ: ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ସଫଳତାର ସହିତ ସମାପନ ହେବାପରେ ଏବେ ଶ୍ରୀଜୀଉମାନଙ୍କର ଅଣସର ପିଣ୍ଡିରେ ଚାଲିଛି ଅଣସର ନୀତି । କରୋନା ମହାମାରୀ ସଂକ୍ରମଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଆଗରେ ରହିଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ।…

ବିନା ଅର୍ଡରରେ ୯ ବର୍ଷ ଧରି ଘରକୁ ଆସୁଛି ପିଜା

ବ୍ରୁସେଲ୍ସ:ବେଲଜିୟମର ଆଂଟେର୍ପରେ ଜଣେ ବ୍ୟକ୍ତିଙ୍କ ଘରୁ ବିନା ଅର୍ଡରରେ ୯ ବର୍ଷ ଧରି ପିଜା ଡେଲିଭର ହେଉଛି । ପୋଲିସରେ ଅଭିଯୋଗ କଲେ ମଧ୍ୟ ଏହା ବନ୍ଦ ହେଉ ନାହିଁ । ଏହାର କାରଣ କଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ୬୫ ବର୍ଷୀୟ ଜିନ ବେନ ଲେଣ୍ଡଗମ ତାଙ୍କ ଜୀବନକାଳରେ କେବେ ହେଲେ ପିଜା ଅର୍ଡର…

କେଜ୍ରିୱାଲଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଆଶ୍ୱସ୍ତି । ତାଙ୍କ ସ୍ୱାବ ନମୁନା ପରୀକ୍ଷା ରିପୋର୍ଟ ଆସିଲା ନେଗେଟିଭ । କେଜ୍ରିୱାଲଙ୍କ ଶରୀରରେ ରବିବାର କରୋନା ଲକ୍ଷଣ ଦେଖା ଦେଇଥିବା ନେଇ ସୂଚନା ମିଳିଥିଲା । ଗତକାଲି ତାଙ୍କର ସ୍ୱାବ ନମୁନା ପରୀକ୍ଷା ଲାଗି ନିଆ…

ସିବିଆଇ ଡିଆଇଜି ଅଖିଲେଶ ସିଂହ ଓ ତାଙ୍କ ପତ୍ନୀଙ୍କୁ କରୋନା

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇରେ ପଶିଲା କରୋନା । ସିବିଆଇ ଡିଆଇଜି ଅଖିଲେଶ ସିଂହ ଓ ତାଙ୍କ ଗର୍ଭବତୀ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଉଭୟଙ୍କ କୌଣସି କରୋନା ଲକ୍ଷଣ ନଥିଲା । ତଥାପି ଦୁହିଁଙ୍କ କରୋନା ଟେଷ୍ଟ…

ଆସାମର ତୈଳ ଉତ୍ପାଦନ କୂଅରେ ଭୟଙ୍କର ଅଗ୍ନିକାଣ୍ଡ

ଗୁଆହାଟୀ: ଆସାମର ତିନସୁକିୟା ଜିଲ୍ଲାରେ ଅଏଲ ଇଣ୍ଡିଆ ଲିମିଟେଡ଼ର ପ୍ରାକୃତିକ ଗ୍ୟାସ କୂଅରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି ଜ୍ଝ ଏହି କୂପରୁ ଗତ ୧୪ ଦିନ ହେଲା ଗ୍ୟାସ ନିର୍ଗତ ହେଉଥିଲା ଜ୍ଝ ତେବେ ଏହାକୁ କେହି ଗୁରୁତର ସହ ନେଇନଥିଲେ । ଫଲରେ ଆଜି ମଧ୍ୟାହ୍ଣରେ ଏଠି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।…

ଗଞ୍ଜାମରେ ‘ଓଏସ୍‌ଏସ୍‌ଏଫ୍‌’ର ଯବାନଙ୍କୁ କରୋନା

ଗଞ୍ଜାମ: ଓଏସ୍ଏସ୍ଏଫ୍ ଯବାନଙ୍କୁ କରୋନା । ଗଂଜାମ ଜିଲ୍ଲାର ଖଲ୍ଲିକୋଟ ଓ ହୁମା ଅଂଚଳରେ ଥବବା ସଂଗରୋଧ କେନ୍ଦ୍ରର ପେଟ୍ରୋଲିଂ ଦାୟିତ୍ୱରେ ଥିବା ଓଏସ୍ଏସ୍ଏଫ୍ର ଜଣେ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ତାଙ୍କୁ ଶୀତଳାପଲ୍ଲୀସ୍ଥିତ ପାରଳା…

ଅଗଷ୍ଟରୁ ଚୀନରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି : ହାୱାର୍ଡ ମେଡିକାଲ ସ୍କୁଲ ଗବେଷଣା ରିପୋର୍ଟ

ଲଣ୍ଡନ: କୋଭିଡ-୧୯ ମହାମାରୀ ନେଇ ସମ୍ପୂର୍ଣ୍ଣ ବିଶ୍ୱ ଚୀନକୁ ଦାୟୀ କରୁଛି । ମଙ୍ଗଳବାର ଲଣ୍ଡନର ହାୱାର୍ଡ ମେଡିକାଲ ସ୍କୁଲ ପକ୍ଷରୁ ଏ ନେଇ ଏକ ଗବେଷଣା କରାଯାଇଥିଲା । ରିପୋର୍ଟରେ ୨୦୧୯ ଅଗଷ୍ଟରୁ ଚୀନର ଉହାନରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି । ଚୀନ ଏହାକୁ ଲୁଚାଇ ରଖି ଡିସେମ୍ବରରେ ଜଣାଇଥିଲା…