ବର୍ଣ୍ଣ ବୈଷମ୍ୟ ସଂଘର୍ଷ, ସାମାଜିକ ନ୍ୟାୟ ପାଇଁ ୭୫କୋଟି ଟଙ୍କା ଦେଲେ ମାଇକେଲ ଜୋର୍ଡାନ
ୱାଶିଂଟନ: ଆମେରିକାରେ ଜର୍ଜ ଫ୍ଲେଏଡଙ୍କ ହତ୍ୟା ପରେ ସାରା ଦେଶରେ ଅଶାନ୍ତି ବ୍ୟାପିଛି । ଏହି ଅବସରରେ ବର୍ଣ୍ଣ ବୈଷମ୍ୟ ସଂଘର୍ଷକୁ ରୋକିବା ଏବଂ ସାମଜିକ ନ୍ୟାୟ ପାଇଁ ବାସ୍କେଟବଲର ମହାନ ଖେଳାଳି ମାଇକେଲ ଜୋର୍ଡାନ ୭୫ କୋଟି ଟଙ୍କା ଦାନ କରିଛନ୍ତି । କୃଷ୍ଣକାୟ ବ୍ୟକ୍ତିଙ୍କ ଜୀବନ ମଧ୍ୟ…