Latest Odisha News

BREAKING NEWS

ଲତା ମଙ୍ଗେସକରଙ୍କ ସମାଲୋଚନା ସହ୍ୟ କରିପାରିଲେନି ଅଦନାନ, ବିବେକ

ମୁମ୍ବାଇ: ଭାରତର ମହାନ ଗାୟିକା ଲତା ମଙ୍ଗେସକରଙ୍କ ସମାଲୋଚନା କରି ସୋସିଆଲ ସାଇଟରେ ଜଣେ ଯୁବକ ଲୋକଙ୍କ ଆକ୍ରୋଶର ଶୀକାର ହୋଇଛି । ଏପରି କି ଅଦନାନ ସାମି ଓ ବିବେକ ଅଗ୍ନିହୋତ୍ରୀ ମଧ୍ୟ ଉକ୍ତ ପ୍ରଶଂସକ ଉପରେ ବିରକ୍ତ ହୋଇଛନ୍ତି । ଘଟଣାଟି ଏହିପରି.. ଗୁରୁବାର ଅଦନାନ ସାମି ସୋସିଆଲ ମିଡିଆରେ…

ସୟେଦ ମୁସ୍ତାକ ଅଲି ଟ୍ରଫିରେ ଖେଳିଲେ ସଚିନଙ୍କ ପୁଅ ଅର୍ଜୁନ

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ଶୁକ୍ରବାର ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ମୁମ୍ବାଇ ସିନିୟର କ୍ରିକେଟ ଟିମ ପକ୍ଷରୁ ପ୍ରଥମ ଥର ପାଇଁ ଖେଳିଛନ୍ତି । ଏହି ମ୍ୟାଚରେ ସେ ଗୋଟିଏ ଉଇକେଟ ହାସଲ କରିଥିଲେ ମଧ୍ୟ ପ୍ରଦର୍ଶନ ସେତେଟା ପ୍ରଭାବୀ ନ ଥିଲା । ସେ ୩ ଓଭର…

ଅପମାନ: ମାଲେସିଆ ଜବତ କଲା ପାକିସ୍ତାନର ବିମାନ

କୁଆଲାଲମ୍ପୁର: ପାକିସ୍ତାନ ଶୁକ୍ରବାର ଘୋର ଅପମାନର ସମ୍ମୁଖୀନ ହୋଇଛି । ବନ୍ଧୁ ଦେଶ ଭାବେ ପରିଚିତ ମାଲେସିଆ ପାକିସ୍ତାନ ଆନ୍ତର୍ଜାତୀୟ ଏୟାରଲାଇନ୍ସର ଏକ ବିମାନକୁ ଜବତ କରିଛି । ସ୍ଥାନୀୟ କୋର୍ଟଙ୍କ ଆଦେଶ ପରେ କର୍ତୃପକ୍ଷ ଏହି ପଦକ୍ଷେପ ଗ୍ରହଣ କରିଛି । ୨୦୧୫ରେ ଭିଏତନାମ କମ୍ପାନୀରୁ ଲିଜ୍…

ଦିଆସିଲି କାଠିରେ ଯୁଦ୍ଧ ଟ୍ୟାଙ୍କ, ଯବାନଙ୍କୁ ଶାସ୍ୱତଙ୍କ ନିଆରା ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସେନା ଦିବସ ଅବସରରେ ଶୁକ୍ରବାର ଦିନ ଓଡିଶା କଳାକାର ଶାସ୍ୱତ ରଂଜନ ସାହୁ ଦିଆସିଲି କାଠିରେ ଏକ ଯୁଦ୍ଧ ଟ୍ୟାଙ୍କରର ମଡେଲ ତିଆରି କରିଛନ୍ତି। ସୂଚନା ଅନୁସାରେ ସେ ଏଥିପାଇଁ ୨,୨୫୬ ଦିଆସିଲି କାଠିର ବ୍ୟବହାର କରିଛନ୍ତି। ଆଉ ଏହି ମଡେଲକୁ ତିଆରି କରିବା ପାଇଁ ତାଙ୍କୁ ୬ ଦିନ ସମୟ…

ବିଦ୍ୟା ବାଲାନ ଅଭିନୀତ ଶର୍ଟଫିଲ୍ମ ନଟଖଟ ଓସ୍କାର ପୁରସ୍କାର ରେସରେ ସାମିଲ

ମୁମ୍ବାଇ: ବିଦ୍ୟା ବାଲାନ ଅଭିନୀତ ଶର୍ଟଫିଲ୍ମ ନଟଖଟ ୨୦୨୧ ଓସ୍କାର ପୁରସ୍କାର ରେସରେ ସାମିଲ ହୋଇଛି । ରନୀ ସ୍କ୍ରିଉୱାଲ ଭିଡିଓ ପ୍ରଡକ୍ସନ ତାର ଅଫିସିଆଲ ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି । ନଟଖଟ ଶଟଫିଲ୍ମ କ୍ୟାଟାଗୋରୀରେ ସାମିଲ ହୋଇଛି । ବିଦ୍ୟା ବାଲାନ କହିଥିଲେ ଅଶାନ୍ତ ବର୍ଷ…

ପଦାର୍ପଣ ଟେଷ୍ଟରେ ନଟରାଜନଙ୍କ ଚମତ୍କାର ପ୍ରଦର୍ଶନ: ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୭୪/୫

ବ୍ରିସବେନ୍‌:ବ୍ରିସବେନରେ ଆରମ୍ଭ ହୋଇଥିବା ଭାରତ-ଅଷ୍ଟ୍ରେଲିଆ ୪ର୍ଥ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୫ ଉଇକେଟ ବିନିମୟରେ ୨୭୪ ରନ ସଂଗ୍ରହ କରିଛି । ତେବେ ଏହି ମ୍ୟାଚରେ ଭାରତ ପକ୍ଷରୁ ପଦାର୍ପଣ ଟେଷ୍ଟ ଖେଳୁଥିବା ଟି.ନଟରାଜନ ଚମତ୍କାର ବୋଲିଂ ପ୍ରଦର୍ଶନ କରି…

ରାତି ପାହିଲେ ଟିକାକରଣ, ଶୁଭାରମ୍ଭ ନିମନ୍ତେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ପ୍ରସ୍ତୁତ

ଭୁବନେଶ୍ୱର: ବହୁ ପ୍ରତିକ୍ଷିତ କୋଭିଡ୍‌-୧୯ ଟିକାକରଣର ଶୁଭାରମ୍ଭ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି । ଟିକାକରଣ ନିମନ୍ତେ ରାଜଧାନୀରେ ୬ଟି ସ୍ୱାସ୍ଥ୍ୟ…

ଓଡ଼ିଶାରେ ୩ ଲକ୍ଷ ୨୯ ହଜାର ଟପିଲା ଆରୋଗ୍ୟ ମାମଲା

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୫୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୯ ହଜାର ୦୮୮ରେ ପହଞ୍ଚିଛି। https://twitter.com/HFWOdisha/status/1350063267410968576?s=19 ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ପୁଣି ବିଫଳ ହେଲା ଚାଷୀ ଓ ସରକାରଙ୍କ ମଧ୍ୟରେ ଆଲୋଚନା, ୧୯ରେ ଆଗାମୀ ବୈଠକ

ଭୁବନେଶ୍ୱର : କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଆଜି ବି ବାହାରି ପାରିଲାନି ସମାଧାନର ବାଟ । ତେଣୁ ନବମ ପର୍ଯ୍ୟାୟ ବୈଠକରେ ବି ନିଷ୍କର୍ଷ ବାହାରି ପାରିଲାନି । ତେଣୁ ଆଗାମୀ ବୈଠକ ୧୯ ତାରିଖ ରେ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର…

ଟ୍ରାଏଲ୍ ରୁମରେ ଯୁବତୀଙ୍କ ଫଟୋ ଉଠାଇ ଫସିଲେ ଯୁବକ 

କେନ୍ଦୁଝର: କେନ୍ଦୁଝରର ଏକ ସପିଂ ମଲରେ ଜଣେ ଯୁବତୀ ଟ୍ରାଏଲ ରୁମରେ ଥିବା ବେଳେ ହଠାତ୍ କ୍ୟାମେରା ଦେଖି ଚକିତ ହୋଇପଡ଼ିଥିଲେ। ପରେ ଆଲାର୍ମ ବାଜିବାରୁ ଦୌଡ଼ି ଆସିଥିଲେ ସିକ୍ୟୁରିଟି ଗାର୍ଡ। ପରେ ମଲ୍‌ର ସୁରକ୍ଷା କର୍ମୀ ଜଣକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଥିଲେ। ଖବର ଅନୁଯାୟୀ, ଜଣେ ଯୁବତୀ…