ନାବାଳିକା ଝିଅକୁ ନିର୍ଯ୍ୟାତନା ଅଭିଯୋଗରେ ଗିରଫ ହେଲା ମା’
କଟକ: କଟକ କାଠଯୋଡ଼ି ବିହାର ଅଞ୍ଚଳର ଜଣେ ମହିଳା ନିଜ ଝିଅକୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଗିରଫ ମହିଳାଙ୍କ ନାମ ମନୁ ଓଝା।
ସୂଚନାନୁସାରେ, ମନୁ ଓଝା ତାଙ୍କ ସ୍ୱାମୀଙ୍କୁ ଛାଡି ନିଜ ୬ ବର୍ଷର ଝିଅ ସହିତ କାଠଯୋଡ଼ି ବିହାରରେ ରହୁଥିଲେ। ୨୫ ବର୍ଷୀୟ ଏହି ମହିଳା ଜଣଙ୍କ…