ବସ୍, ଟ୍ରେନ୍ ପରେ ମେ’୨୫ରୁ ଉଡିବ ଘରୋଇ ବିମାନ
ନୂଆଦିଲ୍ଲୀ: ବସ୍, ଟ୍ରେନ୍ ପରେ ଦେଶରେ ଆରମ୍ଭ ହେବ ଘରୋଇ ବିମାନ ସେବା । ଆସନ୍ତା ମେ’ ୨୫ରୁ ଦେଶରେ ଆଂଶିକ ଭାବେ ଘରୋଇ ବିମାନ ସେବା ଆରମ୍ଭ ହେବ । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି ।
ପ୍ରଥମିକ ପର୍ଯ୍ୟାୟରେ ଘରୋଇ ବିମାନ ଉଡାଣ ଭରିବ । ଏନେଇ…