ପୂର୍ବତନ ଇଂଜିନିୟର ବିଶ୍ବନାଥ ପାଢ଼ୀଙ୍କ ଦେହାନ୍ତ
ଭୁବନେଶ୍ୱର: ଅବସରପ୍ରାପ୍ତ ଇଂଜିନିୟର ବିଶ୍ୱନାଥ ପାଢ଼ୀଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଗତ ମେ ୧୪ ତାରିଖରେ ବିୟୋଗ ଘଟିଛି।
ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ତାଙ୍କର ମୃତ୍ୟଶଯ୍ୟା ପାଖରେ ତାଙ୍କର ୪ ପୁତ୍ର ମଧ୍ୟରୁ ୩ ପୁତ୍ର, ୩ ପୁତ୍ରବଧୂ, ଝିଅ, ଜ୍ୱାଇଁ,…