Latest Odisha News

BREAKING NEWS

ଦେଶଠୁ ରାଜ୍ୟରେ ମୃତ୍ୟୁ ହାର କମ୍‌, ରାତି ସୁଦ୍ଧା ପୂରା ହେବ ଲକ୍ଷେ ଟେଷ୍ଟ: ଅସିତ ତ୍ରିପାଠୀ

ଭୁବନେଶ୍ୱର: ଦେଶ ତୁଳନାରେ ରାଜ୍ୟରେ କମ୍ ରହିଛି ମୃତ୍ୟୁ ହାର । ଦେଶରେ ସଂକ୍ରମିତଙ୍କ ମୃତ୍ୟୁ ହାର ୩.୧୫ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଏହା ୦.୪୬ ପ୍ରତିଶତ ରହିଛି । ଏହି ମୃତ୍ୟୁହାର ଦେଶରେ ସର୍ବନିମ୍ନ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସେ ଆହୁରି କହିଛନ୍ତି…

ବାଲେଶ୍ୱରରେ ବାତ୍ୟା ମୁକାବିଲାର ସମୀକ୍ଷା କଲେ ଡିଜିପି

ବାଲେଶ୍ୱର: ବାତ୍ୟା ଅମ୍ଫାନ ମୁକାବିଲା ଲାଗି ବାଲେଶ୍ୱର ଜିଲ୍ଲା ପ୍ରଶାସନର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଅମ୍ଫାନରେ ବାଲେଶ୍ୱର ଅଧିକ ପ୍ରଭାବିତ ହେବାକୁ ଥିବାରୁ ଜିଲ୍ଲା ପାଇଁ ୩ଟି ଓଡ୍ରାଫ ଓ ୨ଟି ଏନଡିଆରଏଫ ଟିମକୁ ପ୍ରାଥମିକ ପର୍ଯ୍ୟାୟରେ ମୁତୟନ…

୪ ଆଇଏଏସଙ୍କୁ ୪ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର: ବାତ୍ୟା ଅମ୍ଫାନର ମୁକାବିଲା ଲାଗି ୪ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ୪ ଜିଲ୍ଲାର ଦାୟିତ୍ୱ ପ୍ରଦାନ କରାଯାଇଛି  । ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀଙ୍କୁ ବାଲେଶ୍ୱର ଜିଲ୍ଲାର ଦାୟିତ୍ୱ ଦିଆଯାଇଥିବାବେଳେ ଭଦ୍ରକ ଦାୟିତ୍ୱ ମିଳିଛି ମୁଖ୍ୟ ନିର୍ବାଚନ ଅଧିକାରୀ…

ଗ୍ରୀନ୍‌ରୁ ପୁଣି ରେଡ୍ ହେଲା ଜଗତସିଂହପୁର, ୨୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗ୍ରୀନ୍‌ରୁ ପୁଣି ରେଡ୍ ହେଲା ଜଗତସିଂହପୁର ଜିଲ୍ଲା । କିଛି ସମୟ ପୂର୍ବରୁ କରୋନା ମୁକ୍ତ ହୋଇଥିବା ଜଗତସିଂହପୁର ଜିଲ୍ଲା ପୁଣି ଥରେ ରେଡ୍‌ଜୋନ୍‌କୁ ଆସିଛି । ଏଠାରୁ ପୁଣି ଥରେ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।…

‘ଅମ୍ଫାନ’ପ୍ରଭାବ, ୬ ଜିଲ୍ଲାରେ ପ୍ରବଳ ବର୍ଷିବ: ଆଇଏମ୍‌ଡି

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ଅମ୍ଫାନ’ ପ୍ରଭାବରେ ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କୋରାପୁଟ‌, ରାୟଗଡ଼ା ସମେତ ରାଜ୍ୟର ଅନ୍ୟ ବହୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର…

ବାତ୍ୟା ପାଇଁ ବାଲେଶ୍ୱରରେ ପ୍ରବେଶ ନିଷେଧ

ବାଲେଶ୍ୱର: ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା ଅମ୍ଫାନ । ଏହାଦ୍ୱାରା ଉପକୂଳ ଓଡ଼ିଶାର ପ୍ରମୁଖ ୪ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ବେଶେଷଭାବେ ପ୍ରଭାବିତ ହେବାକୁଥିବାବେଳେ ସବୁଠୁ ଅଧିକ ପ୍ରଭାବିତ ହେବ ବାଲେଶ୍ୱର । ଗୋଟିଏ ପଟେ କରୋନା ଜିଲ୍ଲାରେ ତାର କାୟା…

ଗୋଟେ ଚେଇଁ ଉଠୁଥିବା ରାତି…

ବିଡାଏ ଦରଶୁଖିଲା ଘାସ ନେଇ ବଉଳ ଗଛ ମୂଳେ ପକେଇଦେଲା ମକୁ, ଯେଉଁଠି ଦିନସାରା ଝୁମୁରି ବନ୍ଧା ହୁଏ । ଶୁଖିଲା ହୋଇଥାଏ ବୋଲି ଘାସ ଉପରେ ବ୍ରାହ୍ମଣ ମନ୍ତ୍ରପାଣି ଛିଞ୍ଚିଲା ପରି ପାଣି ଅଞ୍ଜୁଳେ ବୁଣିଦେଲା । ଗୁହାଳରୁ ଝୁମୁରିକୁ ଆଉ ତା ସହିତ କିଛିଦିନ ତଳେ ଜନ୍ମିଥିବା କଅଁଳା ଅଣ୍ଡିରା…

କାଲିଠୁ ସ୍ଥାନାନ୍ତର ହେବେ ଉପକୂଳ ଅଂଚଳର ଲୋକ: ଏସ୍‌ଆର୍‌ସି

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ଅମ୍ଫାନକୁ ନେଇ ସତର୍କ ରହିଛନ୍ତି ରାଜ୍ୟ ସରକାର । ମୁକାବିଲା ପାଇଁ ସରକାର ଉପକୂଳ ଓଡିଶାର ସମସ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି । ଆସନ୍ତାକାଲି ଠାରୁ ସମୁଦ୍ର ଉପକୂଳରୁ ୫ କିଲୋମିଟର ମଧ୍ୟରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ…

ରାଜ୍ୟରେ ବଳବତ୍ତର ରହିବ ୧୨ ଘଂଟିଆ କର୍ଫ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିବ ୧୨ ଘଂଟିଆ କର୍ଫ୍ୟୁ । ଲକଡାଉନ୍‌-୪ରେ ମଧ୍ୟ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ୧୪୪ ଧାରା ଜାରି ରହିବ । ଆସନ୍ତା ମେ’ ୩୧ ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହି ସମୟରେ ଘରୁ…

ପ୍ରକାଶ ପାଇଲା ସୂଚୀ, ଜୁଲାଇ ୧ରୁ ୧୫ରେ ହେବ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: ପ୍ରକାଶ ପାଇଛି ସିବିଏସ୍‌ଇ ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୂଚୀ । ଦ୍ୱାଦଶ ପରୀକ୍ଷା ୧ ଜୁଲାଇରୁ ୧୫ ଜୁଲାଇ ମଧ୍ୟରେ ହେବ । ଏହାସହ ଜୁଲାଇ୧, ୨, ୧୦ ଏବଂ ୧୫ ତାରିଖରେ ଉତ୍ତର ପୂର୍ବ ଦିଲ୍ଲୀର ଦଶମ ଶ୍ରେଣୀ ଛାତ୍ରଙ୍କ ପାଇଁ ଦଶମ ଶ୍ରେଣୀ ପରୀକ୍ଷା ଆୟୋଜିତ ହେବ । କରୋନା…