Latest Odisha News

BREAKING NEWS

ବାତ୍ୟା ପୂର୍ବରୁ ଉପକୂଳ ଓଡ଼ିଶାରେ ପ୍ରଭାବ: ମେ’ ୧୯, ୨୦ରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବାତ୍ୟା ଅମ୍ଫାନର ଗତିପଥ ଓ ଦିଗ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିବେ, ମାତ୍ର ଏହା ପୂର୍ବରୁ ପାଣିପାଗ ବିଶେଷଜ୍ଞମାନଙ୍କ ପୂର୍ବାନୁମାନ ଅନୁଯାୟୀ ଏହି ବାତ୍ୟା ବାଂଲାଦେଶର ସ୍ଥଳପଥ ଛୁଇଁବାର ସମ୍ଭାବନା ରହିଛି । ଅନ୍ୟ କେତେକ ପାଣିପାଗ ବିଶେଷଜ୍ଞଙ୍କ…

ମ୍ୟାଟ୍ରିକ ଖାତା ଦେଖା ପ୍ରସଙ୍ଗ: ଶିକ୍ଷକଙ୍କ ପାଇଁ ୫୦ଲକ୍ଷ ବୀମା ରାଶି ଦାବି କଲା ଶିକ୍ଷକ ସଂଘ ଓଷ୍ଟା

କଟକ: ମ୍ୟାଟ୍ରିକ ଖାତା ଦେଖୁଥିବା ପ୍ରତ୍ୟକ ଶିକ୍ଷକ ମାନଙ୍କୁ ୫୦ଲକ୍ଷ ରାଶି ବିଶିଷ୍ଟ ବୀମା ଭୁକ୍ତ କରିବାକୁ ଦାବି ରଖିଛି ରାଜ୍ୟ ମାଧ୍ୟମିକ ଶିକ୍ଷକ ସଂଘ ଓଷ୍ଟା । କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ମ୍ୟାଟ୍ରିକ ଖାତା ମୂଲ୍ୟାୟନରେ ନିଜକୁ ନିୟୋଜିତ କରିଥିବା ଶିକ୍ଷକଙ୍କ…

ଲକଡ଼ାଉନରେ ହେବ ଅନଲାଇନ ପ୍ଲେସମେଣ୍ଟ: ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡ଼ାଉନ ମଧ୍ୟରେ ପୂର୍ବ ସ୍ନାତକ, ସ୍ନାତକ ତଥା ଡିପ୍ଲୋମା କୋର୍ସ ଛାତ୍ରଛାତ୍ରୀଙ୍କ ଅନଲାଇନ ପ୍ଲେସମେଣ୍ଟ ଡ୍ରାଇଭ କାର‌୍ୟ୍ୟକ୍ରମ ପାଇଁ ଯୋଜନା କରୁଥିବା ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ ପ୍ଲେସମେଣ୍ଟ ସେଲ୍ ପକ୍ଷରୁ ସୂଚନା ମିଳିଅଛି । ବିଶ୍ୱବିଦ୍ୟାଳୟ…

‘ରୁଚି’ ପକ୍ଷରୁ ହଜାରେ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର: କରୋନା ବିପର୍ଯ୍ୟୟରେ ପ୍ରଭାବିତ ପୁରୀ ଓ ଭୁବନେଶ୍ୱରର ଅନେକ ସହରତଳି ବସ୍ତିରେ ବସବାସ କରୁଥିବା ଅସହାୟ ଓ ବିପନ୍ନ ଲୋକମାନଙ୍କୁ ରୁଚି ମସଲା ଉଦ୍ୟୋଗ ପକ୍ଷରୁ ଶୁଖିଲା ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଛି । ଭୁବନେଶ୍ୱରର ହାଇଟେକ୍ ବସ୍ତି, କିନ୍ଦିରିଆ ବସ୍ତି, ପାଣ୍ଡରା, ଭୋଇ…

ଆସନ୍ତୁ ଜାଣିବା କିପରି ଶହ ଶହ ବାଦୁଡିଙ୍କ ସହ ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି ନେତ୍ରହୀନ ମହିଳା

ଅହମ୍ମଦାବାଦ:କରୋନା ଭାଇରସ ବାଦୁଡିଠାରୁ ବ୍ୟାପିଥିବା ଅନୁମାନ କରାଯାଉଛି । ଫଳରେ ବାଦୁଡିକୁ ଦେଖିଲେ ମନ ଭିତରେ ଭୟ ସଂଚାର ହେଉଛି । ଆସନ୍ତୁ ଜାଣିବା କିପରି ଏହି ଭୟର ବାତାବରଣ ଭିତରେ ଜଣେ ଦୃଷ୍ଟିହୀନ ୭୫ ବର୍ଷୀୟା ମହିଳା ଶହ ଶହ ବାଦୁଡିଙ୍କ ମେଳରେ ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି ।…

କରୋନା ମୁକାବିଲା ବେଳେ ବଦଳିଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର : ଆଇଏଏସ୍ ସ୍ତରରେ ବୁଧବାର ଏକ ଛୋଟ ଧରଣର ଅଦଳବଦଳ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ନିକୁଂଜ ବିହାରୀ ଧଳଙ୍କର ବଦଳି ହୋଇଛି । ତାଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଛି । ସେହିପରି ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଅଫିସର…

ତାମିଲନାଡୁରୁ ଆସୁଛି ସ୍ୱତନ୍ତ୍ର ଟ୍ରେନ୍‌; ଆସନ୍ତାକାଲିଠୁ ବଲାଙ୍ଗୀର ସହରରେ କର୍ଫ୍ୟୁ ଘୋଷଣା

ବଲାଙ୍ଗୀର: ବଲାଙ୍ଗୀର ସହରରେ ଆସନ୍ତାକାଲି କର୍ଫ୍ୟୁ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଗୁରୁବାର ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ସ୍ଥିତି ନେଇ ଆଜି ଘୋଷଣା କରିଛନ୍ତି ବଲାଙ୍ଗୀର ଉପଜିଲ୍ଲାପାଳ । ଗୁରୁବାର ଦିନ ୧୦ଟା ୪୦ରେ ବଲାଙ୍ଗୀର ରେଳ ଷ୍ଟେସନରେ ତାମିଲନାଡୁରୁ…

କିଲର କରୋନା ନେଲା ଜାପାନର ସୁମୋ ପହିଲମାନଙ୍କ ଜୀବନ

ଟୋକିଓ: କିଲର କରୋନା୨୮ ବର୍ଷ ବୟସ୍କ ଜାପାନର ସୁମୋ ପହିଲମାନ ସୋବୁଶିଙ୍କଙ୍କ ଜୀବନ ନେଇଛି । କରୋନା ଭୂତାଣୁ ସଂକ୍ରମିତ ହେବା ପରେ ଏବଂ ଏକାଧିକ ଅଙ୍ଗ କାର‌୍ୟ୍ୟକ୍ଷମ ନହେବାରୁ ବୁଧବାର ତାଙ୍କର ମୃତ୍ୟୁ ଘଟିଛି । ଟୋକିଓର ଟାକାଦାଗାୱା ଦଳର ସମ୍ପୃକ୍ତ ପହିଲମାନ ଏକ ମାସ ଧରି ଏହି ରୋଗ ସହ ଲଢିବା…

କରୋନା ଭାଇରସ ନେଇ ଚୀନ ଡବ୍ଲ୍ୟୁଏଚଓ ଉପରେ ଚାପ ପକାଇଥିଲା : ସିଆଇଏ

ଓ୍ବାଶିଂଟନ: ଆମେରିକାର ସେଣ୍ଟ୍ରାଲ ଇନଭେଷ୍ଟିଗେଟିଂ ଏଜେନ୍ସି(ସିଆଇଏ) ମଙ୍ଗଳବାର ଚାଂଚଲ୍ୟକର ତଥ୍ୟ ପ୍ରଦାନ କରିଛି । କରୋନା ଭାଇରସ ସମ୍ପର୍କୀତ ତଥ୍ୟ ଲୁଚାଇବା ପାଇଁ ଚୀନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଉପରେ ଚାପ ପକାଇଥିଲା ବୋଲି ସିଆଇଏ କହିଛି । ପୃଥିବୀରେ କରୋନା ସଂକ୍ରମଣ…

କରୋନାକୁ ହରାଇଲେ ଯାଜପୁରର ୮୫ ବର୍ଷର ବୃଦ୍ଧା

ଭୁବନେଶ୍ୱର : ରାଜ୍ୟର ସବୁଠୁ ବୟସ୍କ କୋଭିଡ୍ ଆକ୍ରାନ୍ତ ସୁସ୍ଥ ହେଲେ । ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯାଜପୁରର ୮୫ ବର୍ଷୀୟ ବୃଦ୍ଧା ସୁସ୍ଥ ହେବା ପରେ ଡିସ୍‌ଚାର୍ଜ ହୋଇଛନ୍ତି । ବୃଦ୍ଧାଙ୍କର ଓଜନ ଥିଲା ମାତ୍ର ୨୨ କିଲୋଗ୍ରାମ । ତାଙ୍କୁ ନେଇ ଡାକ୍ତରଙ୍କର ଅନେକ ଆଶଙ୍କା…