Latest Odisha News

BREAKING NEWS

ରିଲିଜ ହେଲା ପ୍ରାମାଣିକ ଚଳଚ୍ଚିତ୍ର, ‘ଐତିହ୍ୟର ଅନ୍ତରାଳେ ବାଳକାଟୀ’

ଭୁବନେଶ୍ୱର: ନିଜର ଜନ୍ମ ମାଟିର ଐତିହ୍ୟ, ସଂସ୍କୃତି, ପରମ୍ପରା, ଗର୍ବ, ଗୌରବ ଓ ସ୍ୱାଭିମାନ ଉପରେ  ନିର୍ମିତ 'ଐତିହ୍ୟର ଅନ୍ତରାଳେ ବାଳକାଟୀ' ଚଳଚ୍ଚିତ୍ର ଲୋକ ଲୋଚନକୁ ଆସିବା ଏକ ଯୁଗାନ୍ତକାରୀ ପଦକ୍ଷେପ । ସମଗ୍ର ବାଳକାଟୀ ଅଞ୍ଚଳ ପାଇଁ ଏହା ଏକ ଖୁସି ଖବର ଓ ଗର୍ବ ଏବଂ ଗୌରବର ବିଷୟ  । ଏହି…

କରୋନାକୁ ସାଙ୍ଗରେ ନେଇ ଚାଲିବାକୁ ପଡିବ : ମୋଦି

ନୂଆଦିଲ୍ଲୀ : ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ କରୋନା ସଂକ୍ରମଣର ଭୟାବହତା ଏବଂ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଏହି ମାରାତ୍ମକ କରୋନା ଭୂତାଣୁ ଦୀର୍ଘ ସମୟ ପାଇଁ ଆମ ସାଙ୍ଗରେ ରହିବ…

ପରିବେଶ ପାଇଁ ବରଦାନ ସାବ୍ୟସ୍ତ ହେଉଛି କରୋନା: ୪୦ ବର୍ଷର ସର୍ବ ନିମ୍ନସ୍ତରରେ କାର୍ବନ ଡାଇଅକ୍ସାଇଡ

ନୂଆଦିଲ୍ଲୀ : ପରିବେଶ ପାଇଁ ବରଦାନ ସାବ୍ୟସ୍ତ ହେଉଛି କରୋନା ମହାମାରୀ । ଲୋକମାନେ ଘରେ ରହିବା ଫଳରେ କାର୍ବନ ଡାଇଓକ୍ସାଇଡର ମାତ୍ରା ୪୦ ବର୍ଷରେ ସର୍ବ ନିମ୍ନ ସ୍ତରକୁ ଆସିଛି । ଏହା ସହ ଜୀବାଶ୍ମ ଇନ୍ଧନର ସୀମିତ ବ୍ୟବହାରରୁ ମଧ୍ୟ ପ୍ରତିଯୋଗିତା ଭା​‌​‌ବେ ହ୍ରାସ ପାଇଛି । ମାର୍ଚ୍ଚ ଶେଷ…

ମୋଦିଙ୍କ ମନ୍ତ୍ର ‘ସ୍ଥାନୀୟ ହିଁ ଗୁରୁତ୍ୱପୂର୍ଣ୍ଣ’, ଲୋକାଲ ବ୍ରାଣ୍ଡ୍‌କୁ ଗ୍ଲୋବାଲ କରିବା ପାଇଁ ଦେଲେ ଆହ୍ୱାନ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଓ ଲକ୍ ଡାଉନ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆଜି ସ୍ଥାନୀୟ ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । କରୋନା ବିପର୍ଯ୍ୟୟ ସମୟ ଆମକୁ ଏହି ଶିକ୍ଷା ଦେଇଛି ବୋଲି ସେ କହିଛନ୍ତି । ସ୍ଥାନୀୟ ଦୋକାନଠୁ ଆରମ୍ଭ କରି ସ୍ଥାନୀୟ…

କୋଭିଡ ପରୀକ୍ଷା ନିମନ୍ତେ ସମ ରାଜ୍ୟର ପ୍ରଥମ ଘରୋଇ ମେଡିକାଲ କଲେଜ ଭାବେ ମନୋନୀତ

ଭୁବନେଶ୍ୱର: ଆଇଏମଏସ ଓ ସମ ହସ୍ପିଟାଲ ସହ ଯୋଡି ହୋଇଯାଇଛି ଆଉ ଏକ ବଡ ସଫଳତା । ଓଡ଼ିଶାରେ କୋଭିଡ  ପରୀକ୍ଷା ନିମନ୍ତେ ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ ରିସର୍ଚ୍ଚ ସମ୍ କୁ ମନୋନୀତ କରିଛି। ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ୧୦୦୦ ଶଯ୍ୟା ବିଶିଷ୍ଟ ଏହି…

ଆଇସିସି ମହିଳା ବିଶ୍ୱକପ,ପୁରୁଷ ୧୯ ବର୍ଷରୁ କମ୍ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାକୁ ସ୍ଥଗିତ

ଦୁବାଇ: ଆଇସିସି ମହିଳା ବିଶ୍ୱକପ ଓ ପୁରୁଷ ୧୯ ବର୍ଷରୁ କମ୍ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାକୁ ସ୍ଥଗିତ ରଖାଯାଇଛି  । କୋଭିଡ-୧୯ ମହାମାରୀ ପାଇଁ  ୨୦୨୧ ମହିଳା ବିଶ୍ୱକପ୍ ଓ ୨୦୨୨ ପୁରୁଷ ୧୯ ବର୍ଷରୁ କମ୍ ବିଶ୍ୱକପ୍‌ର ଯୋଗ୍ୟାତା ପର୍ଯ୍ୟାୟ ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି । ଆସନ୍ତା…

ୟୁକ୍ରେନର ନରଭକ୍ଷୀ ବାପା-ପୁଅ ଗିରଫ

କିଭ୍‌: ୟୁକ୍ରେନର ଏକ ନରଭକ୍ଷୀ ବାପା-ପୁଅଙ୍କୁ ସ୍ଥାନୀୟ କୋର୍ଟ ୧୫ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛି । ସେମାନଙ୍କ ନାମ ହେଲା ୪୨ ବର୍ଷୀୟ ମାକ୍ସିମ କୋଜୁଁତ୍ସୋଭ ଓ ୨୧ ବର୍ଷୀୟ ୟାରାସ୍ଲୋଭା । ୪୫ ବର୍ଷୀୟ ଝେନ୍ୟା ପେତ୍ରୋଭାଙ୍କ ସହ ଉପରୋକ୍ତ ବାପା-ପୁଅ ଏକତ୍ର ମଦ୍ୟପାନ କରୁଥିଲେ । କୌଣସି…

ଲକ୍‌ଡାଉନ -୪ ନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ ନୂଆ ରୂପରେ ଏବଂ ନୂଆ ଧାରାରେ ଆସିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରି ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଲକ୍‌ଡାଉନ -୪ ସମ୍ପର୍କରେ ସବିଶେଷ ତଥ୍ୟ ଓ…

ଆତ୍ମନିର୍ଭର ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ୨୦ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପ୍ୟାକେଜ ଘୋଷଣା । ଆତ୍ମନିର୍ଭର ଭାରତ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚାଷୀ, ଶ୍ରମିକ, କୁଟୀର ଶିଳ୍ପ, ଏମଏସଏମଇ, ମଧ୍ୟମ ବର୍ଗଙ୍କ ପାଇଁ ଏଥିରେ ସ୍ୱତନ୍ତ୍ର ପ୍ୟାକେଜ…

ଗଞ୍ଜାମ: କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା ଦାବି

ପୋଲସରା: ଘରର ଏକମାତ୍ର ରୋଜଗାରିଆ ପୁଅର କରୋନାରେ ମୃତ୍ୟୁ ପରେ ତାଙ୍କ ପରିବାର ପୁନଃ ଥଇଥାନ ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ। ଗଞ୍ଜାମ ଜିଲ୍ଲାର ମଧୂପଲ୍ଲୀ ପଞ୍ଚାୟତର ମାଟିଆସାହି ଗ୍ରାମର ଜଣେ ଗରିବ ପ୍ରବାସୀ ଓଡ଼ିଆ ଶ୍ରମିକ ପ୍ରଫୁଲ ବେହାରଙ୍କର ଢୁଙ୍କାପଡା ହାଇ…