Latest Odisha News

BREAKING NEWS

ଇରାନ ସେନାର ଫ୍ରେଣ୍ଡଲି ଫାୟର ପରୀକ୍ଷଣରେ ନିଜ ଦେଶର ୨୦ ସୈନିକଙ୍କ ମୃତ୍ୟୁ

ତେହରାନ: ଇରାନରେ ସୋମବାର ଏକ ଦୁଃଖଦ ଓ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି । ରିପୋର୍ଟ ମୁତାବକ ଯୁଦ୍ଧ ଜାହାଜ ଜମରାନରୁ ମିଶାଇଲ ପରୀକ୍ଷଣ କରାଯାଉଥିଲା । ଏହି ଫ୍ରେଣ୍ଡଲି ଫାୟାରରେ ମିଶାଇଲ ଯାଇ ନିଜ ଦେଶର ଆଉ ଏକ ନୌସୈନିକଙ୍କ ଜାହାଜରେ ଯାଇ ବାଜିଥିଲା । ସେଠାରେ ୨୦ରୁ ଊର୍ଦ୍ଧ୍ୱ ସୈନିକ…

ସର୍ଚ୍ଚ ଅପରେଶନ ବେଳେ ନକ୍ସଲଙ୍କ ଗୁଳିରେ ଶହୀଦ ହେଲେ ସିଆରପିଏଫ କନେଷ୍ଟବଳ

ରାୟପୁର:ନକ୍ସଲଙ୍କୁ ଧରିବା ପାଇଁ କରାଯାଉଥିବା ସର୍ଚ୍ଚ ଅପେରେଶନରେ ସୋମବାର ଜଣେ ସିଆରପିଏଫ କନେଷ୍ଟବଲ ଶହୀଦ ହୋଇଛନ୍ତି । ନକ୍ସଲଙ୍କ ସହ ଗୁଳି ବିନିମୟ ବେଳେ ୩୨ ବର୍ଷୀୟ ମାନ୍ନା କୁମାରଙ୍କ ଦେହରେ ଗୁଳି ବାଜିଥିଲା । ଛତିଶଗଡ ବିଜାପୁର ଜିଲାର ଉରିପାଲି ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଥିଲା ।…

ପୁରୀକୁ ଫେରିଲା କରୋନା ଆତଙ୍କ; ବ୍ୟାପକ ପଦକ୍ଷେପ ଗ୍ରହଣ କଲେ ପ୍ରଶାସନ

ପୁରୀ: ଏବେ ପୁରୀ ସହରରେ ପୁଣି ଦେଖାଦେଇଛି କରୋନା ଆତଙ୍କ । ପୁରୀ ଜିଲ୍ଲାରେ ଦୀର୍ଘ ୩୭ ଦିନ ପରେ ପୁଣି ଥରେ ଫେରିଛି କରୋନା । ପୁରୀସହରରୁ ରବିବାର ସନ୍ଧ୍ୟାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା  ଗ୍ରହଣ କରାଯାଇଛି । ମିଳିଥିବା…

ଯାଜପୁର ଜିଲ୍ଲାର ଏହିସବୁ ଅଞ୍ଚଳରୁ ଉଠିଲା କଣ୍ଟେନମେଣ୍ଟ କଟକଣା

ଯାଜପୁର: ଯାଜପୁର ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ପଜିଟିଭଙ୍କ ସଂଖ୍ୟା । ଦେଖୁ ଦେଖୁ ଯାଜପୁରରେ ପଜିଟିଭଙ୍କ ସଂଖ୍ୟା ୬୧ ଛୁଇଁଲାଣି । ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଧ୍ୟାନ ରେ ରଖି ଯାଜପୁରକୁ ରେଡ଼ ଜୋନ ଭାବରେ ଘୋଷିତ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ…

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେଲେ ଆଉ ୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ଆସିଛି ଏକ ଆଶ୍ୱସ୍ତି ଜନକ ଖବର। ରାଜ୍ୟରେ ଭଲ ହେଲେ ଆଉ ୧୭ କରୋନା ପଜିଟିଭ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ଧୀରେ ଧୀରେ ରାଜ୍ୟରେ କରୋନା…

ରେଡ଼ ଜୋନ ଘୋଷିତ ଭୁବନେଶ୍ୱରରେ ଆଉ ଅଛନ୍ତି ମାତ୍ର ୧୧ ସକ୍ରିୟ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୋମବାର ଦିନ ରେଡ଼ ଜୋନ ଘୋଷିତ ଭୁବନେଶ୍ୱର ଅଞ୍ଚଳରୁ ଆଉ ପାଞ୍ଚ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି। ଓଡିଶାର ରାଜଧାନୀରେ ଏପର୍ଯ୍ୟନ୍ତ ୫୦ ଟି କରୋନା ମାମଲା ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୩୭ ଟି ସମ୍ପୂର୍ଣ୍ଣ…

କରୋନା ଅପଡେଟ: ଓଡିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୪କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୮୫ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ…

ଜିଓ ସହ ଓଡିଶାରୁ ଯୋଡି ହେଲେ ୨.୮ ଲକ୍ଷରୁ ଅଧିକ ଗ୍ରାହକ: ଟ୍ରାଇ

ଭୁବନେଶ୍ୱର: ଓଡିଶାରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଏବଂ ରାଜସ୍ୱରେ ସିଂହଭାଗ ବଜାର ଅଂଶ ଦଖଲ କରିଥିବା ରିଲାଏନ୍ସ ଜିଓ ରାଜ୍ୟରେ ମୋବାଇଲ୍ ବଜାରରେ ଏହାର ନେତୃତ୍ୱ ସ୍ଥିତିକୁ ଆହୁରି ସୂଦୃଢ କରି ଜାନୁଆରୀ ମାସରେ ୨.୮ ଲକ୍ଷରୁ ଅଧିକ ଗ୍ରାହକ ଯୋଡିଥିବା ଭାରତୀୟ ଟେଲିକମ୍ ନିୟାମକ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୩ କରୋନା ପଜିଟିଭ; ୩୯୪ ଛୁଇଁଲା ମୋଟ ସଂଖ୍ୟା

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ଚିହ୍ନଟ ହେଲେ ଆଉ ୩ ପଜିଟିଭ । ଚିହ୍ନଟ ୩ ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ଜଣେ ମୟୁରଭଞ୍ଜ ଜିଲ୍ଲାର ଜଣେ ଓ କଟକ ଜିଲ୍ଲାର ଜଣେ ଲେଖାଏଁ ରହିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ଜାଣନ୍ତୁ; ଆଜି ଏହିସବୁ ଜିଲ୍ଲାରେ ହେବ ବର୍ଷା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ଓଡ଼ିଶାର କେତେକ ଜିଲ୍ଲାର କିଛି ସ୍ଥାନରେ ସୋମବାର ଦିନ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ:୧୩ ସୁରତ ଫେରନ୍ତା କରୋନା ପଜିଟିଭ ରାଜ୍ୟର ଯେଉଁସବୁ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ସହିତ…