୨୧ ଦିନକୁ ବଢ଼ିପାରେ କ୍ୱାରେଂଟିନ ଅବଧି
ଭୁୁବନେଶ୍ୱର: ବଢ଼ିପାରେ କ୍ୱାରେଂଟିନ ଅବଧି । ରାଜ୍ୟରେ ପ୍ରବାସୀ ଓଡ଼ିଆଙ୍କ କ୍ୱାରେଂଟିନ ଅବଧି ପର୍ବରୁ ୧୪ ଦିନ ଥିବା ବେଳେ ଏହା ଏବେ ୨୧ ଦିନ ପର୍ଯ୍ୟନ୍ତ ବଢ଼ିପାରେ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା କେ.ଶ୍ରୀନାଥ ରେଡ୍ଡି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ପରାମର୍ଶ…