Latest Odisha News

BREAKING NEWS

କେନ୍ଦୁଝରରେ ହାତୀ ଉପଦ୍ରବ

କେନ୍ଦୁଝର : ତେଲକୋଇ ବନାଞ୍ଚଳ ଗୋଳାବନ୍ଧ ଗାଁରେ ହାତୀପଲ ଆତଙ୍କ । ଏହି ହାତୀପଲରେ ୩୫ଟି ହାତୀ ଅଛନ୍ତି । ଏହି ହାତୀପଲ ସ୍ଥାନୀୟ ଅଂଚଳରେ ଧାନଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି । ଏଥି ସହ ଜନବସତି ଆଡକୁ ମାଡି ଆସୁଥିବାରୁ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।…

ପୁରୀ ସହରକୁ ସ୍ୱଚ୍ଛ ରଖିବା ପାଇଁ ବଡ଼ଦାଣ୍ଡ ସଫେଇ ଅଭିଯାନ

ପୁରୀ: ସହରକୁ ସ୍ୱଚ୍ଛ ରଖିବା ପାଇଁ ମୋ ଧାମ ମୋ ଗର୍ବ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି ବଡ଼ଦାଣ୍ଡ ସଫେଇ ଅଭିଯାନ। ଆଜି ନୂଆବର୍ଷକୁ ଭିନ୍ନ ଢଙ୍ଗରେ ପାଳନ କରିବାକୁ ଯାଇ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ବଡଦାଣ୍ଡର ୬ଟି ସ୍ଥାନ ଶ୍ରୀଜଗନ୍ନାଥ…

୨୦୨୧ରେ ବ୍ୟସ୍ତ ରହିବ ଭାରତୀୟ କ୍ରିକେଟ ଦଳ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ୨୦୨୦ର ଅନେକ କ୍ରିକେଟ ପ୍ରତିଯୋଗିତା ଆୟୋଜିତ ହୋଇପାରି ନ ଥିଲା । ଘରେ ବସି ବସି ସମୟ କାଟିଥିବା ଟିମ୍ ଇଣ୍ଡିଆକୁ କିନ୍ତୁ ଅପେକ୍ଷା କରିଛି ୨୦୨୧ର ବ୍ୟସ୍ତବହୂଳ କାର୍ଯ୍ୟସୂଚୀ । ବିିସିସିଆଇ ପକ୍ଷରୁ ଅଫିସିଆଲ ଭାବେ କାର୍ଯ୍ୟସୂଚୀ ଜାରି କରାଯାଇ ନ ଥିଲେ…

ନିଆରା ଢଙ୍ଗରେ ନବବର୍ଷର ଶୁଭେଚ୍ଛା ଜ‌ଣାଇଲେ ଆକ୍ସନ କିଙ୍ଗ୍‌ ଅକ୍ଷୟ କୁମାର

ନୂଆଦିଲ୍ଲୀ: ସବୁଥର ପରି ଏଥର ନବ ବର୍ଷକୁ ଲୋକମାନେ ଅତି ସତର୍କତାର ସହ ପାଳନ କରୁଛନ୍ତି। ଆଗଭଳି ଜିରୋ ନାଇଟ୍‌ ସେଲିବ୍ରେସନ୍‌ ନଥିଲା କି କୌଣସି ବଣଭୋଜିର ଆସର ଜମି ନଥିଲା। ଏଥର ନୂଆ ବର୍ଷର ସବୁଠୁ ବଡ଼ ବାଧକ ସାଜିଛି ମହାମାରୀ କରୋନା। କରୋନାକୁ ଦୃଷ୍ଟିରେ ରଖି ନୂଆ ବର୍ଷକୁ ଉପଭୋଗ…

ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଦୀପ ଜେନା

ଭୁବନେଶ୍ୱର: ରାଜ୍ୟର ନୂଆ ଉନ୍ନୟନ କମିଶନର ହୋଇଛନ୍ତି ପ୍ରଦୀପ ଜେନା । ନୂଆବର୍ଷରେ ନୂଆ ଉନ୍ନୟନ କମିଶନର ଦାୟିତ୍ୱ ଗ୍ରହଣ କରିଛନ୍ତି । ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ହେବା ପରେ ତାଙ୍କ ସ୍ଥାନ ନେଇଛନ୍ତି ପ୍ରଦୀପ ଜେନା । ନିକଟରେ ତାଙ୍କୁ ଉନ୍ନୟନ କମିଶନର ଭାବରେ ନୂଆ ନିଯୁକ୍ତି…

ନୂଆ ବର୍ଷରେ ନୂଆ ଅବତାର ପାଇଁ ପ୍ରସ୍ତୁତ ରଣବୀର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର କପୁର ନୂଆ ବର୍ଷର ପ୍ରଥମ ଦିନରେ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ୧ ଜାନୁୟାରୀ ୨୦୨୧ରେ ରଣବୀର କପୁର୍‌ଙ୍କ ଆଗାମୀ ଚଳଚ୍ଚିତ୍ର ଘୋଷଣା କରାଯାଇଛି। ଏହି ଚଳଚ୍ଚିତ୍ରର ନାମ 'ଆନିମଲ୍‌'। ଏଥିରେ ରଣବୀର କପୁରଙ୍କ ସହ ଅନିଲ କପୁର୍, ପରିନୀତି…

ନୂଆବର୍ଷରେ ଦାୟିତ୍ୱ ଗ୍ରହଣ କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

ଭୁବନେଶ୍ୱର: ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ସୁରେଶ ମହାପାତ୍ର । ନୂଆବର୍ଷରେ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜିଠାରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବରେ କାର୍ୟ୍ୟଭାର ସମ୍ଭାଳିଛନ୍ତି ୧୯୮୬ ବ୍ୟାଚ୍ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର । ଅସିତ ତ୍ରିପାଠୀଙ୍କ ଅବସର ପରେ ସେ…

ସିଆଚୀନକୁ ବଂଚାଇଥିବା ଅଦମ୍ୟ ସାହାସୀ କର୍ଣ୍ଣେଲ ନରେନ୍ଦ୍ର ବୁଲଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ବିଶ୍ୱର ସବୁଠାରୁ ଉଚ୍ଚତମ ଶିଖରରେ ତ୍ରିରଙ୍ଗା ଉଡାଇଥିବା ଅଦମ୍ୟ ସାହାସୀ କର୍ଣ୍ଣେଲ ନରେନ୍ଦ୍ର ବୁଲ କୁମାରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ୧୩ ଏପ୍ରିଲ ୧୯୮୪ରେ ତାଙ୍କ ରିପୋର୍ଟ ବଳରେ ଭାରତୀୟ ସେନା ଅପରେଶନ ମେଘଦୂତକୁ ସଫଳ କରିବା ସହ…

ଫାଇଜର ଟିକାର ଜରୁରିକାଳୀନ ବ୍ୟବହାରକୁ ଅନୁମତି ଦେଲେ WHO

ନୂଆଦିଲ୍ଲୀ: ଫାଇଜ୍ ଟିକାକୁ ମିଳିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗ୍ରୀନ ସିଗନାଲ୍ । ଫାଇଜର-ବାୟୋଏନଟେକ୍‌ ଦ୍ୱାରା ବିକଶିତ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ପ୍ରଥମ ଟିକା ଭାବେ WHO ପକ୍ଷରୁ ଏହି ଟିକାକୁ ଅନୁମୋଦନ ମିଳିଛି । ଫାଇଜର…

ନୂଆ ବର୍ଷରେ ଖାଲି ହେଲା ଦୀପିକାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ବର୍ତ୍ତମାନ ତାଙ୍କ ସ୍ୱାମୀ ତଥା ବଲିଉଡ ଅଭିନେତା ରଣଭୀର ସିଂଙ୍କ ସହ ରାଜସ୍ଥାନ ଜୟପୁରରେ 'ନୂଆ ବର୍ଷ' ପାଳନ କରୁଛନ୍ତି। ଏହି ସମୟରେ ଅଭିନେତ୍ରୀଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଦୀପିକା ପାଦୁକୋନଙ୍କ…