Latest Odisha News

BREAKING NEWS

ଅକ୍ଷୟ ତୃତୀୟାର ଅର୍ଥ ବୁଝାଇଲେ ମୋଦି

ନୂଆଦିଲ୍ଲୀ: କରୋନା ଲଢେଇ ଭିତରେ ନିଜ ମନ କୀ ବାତ୍ କାର‌୍ୟ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ଅକ୍ଷୟ ତୃତୀୟା ଓ ରମଜାନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ପବିତ୍ର ଅକ୍ଷର ତୃତୀୟାର ଅର୍ଥ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ଷୟର ଅର୍ଥ…

ଯାଜପୁର କଣ୍ଟେନମେଣ୍ଟ ଜୋନ୍‌ରେ ମେ’ ୧୦ ଯାଏଁ କଟକଣା

ଯାଜପୁର: ଯାଜପୁର ଜିଲାରେ ଗତକାଲି ୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନର ଚିନ୍ତା ବଢ଼ିଯାଇଛି । ଦଶରଥପୁର ବ୍ଳକ କଟକଟା ପଂଚାୟତର କଟିକଟା, ବିହିପୁର, ମଲ୍ଲିକାପୁର ପଂଚାୟତର ମହାନ୍ତିପାଟଣା ଏବଂ ମଲ୍ଲିକାପୁର(ଆଶିଂକ) ଗାଁକୁ କଂଟେନମେଂଟ ଅଂଚଳ ଘୋଷଣା କରାଯାଇଛି । ଏଠାରେ…

ନିଜ ଆୟର ୧୮% ଜମା କରିବାକୁ ବାଧ୍ୟ ସମସ୍ତ କରଦାତା: ଗୁଜବ ନା ସତ, ଜାଣନ୍ତୁ

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ଦେଶର ସମସ୍ତ କରଦାତା ନିଜ ଆୟର ୧୮ % ଜମା କରିବାକୁ ବାଧ୍ୟ । ଏନେଇ କିଛି ଦିନ ହେବ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହା କେତେ ସତ ଓ କେତେ ଗୁଜବ ଆସନ୍ତୁ ଜାଣିବା… କରୋନା ମହାମାରୀ ସମୟରେ ଦେଶର ସମସ୍ତ କରଦାତା ନିଜ ଆୟର ୧୮ %…

ବଦଳିଲେ ବନମାଳିପୁର ଦବଙ୍ଗ ଥାନା ବାବୁ

ଖୋର୍ଦ୍ଧା: ବଦଳିଲେ ବନମାଳିପୁରର ଦବଙ୍ଗ ଅଫିସର । ଭୁବନେଶ୍ୱର ରଜର୍ଭ ବାଟାଲିଅନକୁ ଫାଣ୍ଡି ଅଧିକାରୀ ପ୍ରକାଶ ପୃଷ୍ଟିଙ୍କୁ ବଦଳି କରିଛନ୍ତି ଡିସିପି । ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ତଳେ ବିଚ ରାସ୍ତାରେ ଫାଣ୍ଡି ଅଧିକାରୀ ପ୍ରକାଶ ପୃଷ୍ଟି ଶ୍ରମିକଙ୍କୁ ନିଜ ସର୍ଭିସ ବନ୍ଧୁକ ଦେଖାଇ…

କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ରାଉରକେଲାର ଏହିସବୁ ସ୍ଥାନ ସିଲ୍

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଆଉ ତିନି ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ପ୍ରଶାସନ ପକ୍ଷରୁ କିଛି ଅଞ୍ଚଳକୁ ସିଲ୍ କରାଯାଇଛି। ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା କୋଭିଡ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଚତୁର୍ଥ ଓ ପଞ୍ଚମ ଆକ୍ରାନ୍ତଙ୍କ ସୂଚନା…

ସାବଧାନ ନରହିଲେ କରୋନା ଦୁର୍ଘଟଣା ଘଟିବ: ମୋଦି

ନୂଆଦିଲ୍ଲୀ: କରୋନାର ମହାମାରୀ ଭିତରେ ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, କରୋନା ବିପକ୍ଷରେ ସାରା ଦେଶ ଲଢେଇ କରୁଛି । ଆଉ ଏହି ଲଢେଇ ଆମକୁ ଜାରି ରଖିବାକୁ ହେବ । ଯଦି ଏଯାଏ ଆପଣଙ୍କ ଅଂଚଳ, ଅଫିସ ଏବଂ ଗାଁକୁ କରୋନା…

ଆସନ୍ତାକାଲି ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ମହମ୍ମଦ ରଫିକ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ଜଷ୍ଟିସ୍ ମହମ୍ମଦ ରଫିକ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପୂର୍ବରୁ ସେ ମେଘାଳୟ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ରହିଥିଲେ। ସେ ରାଜସ୍ଥାନ ହାଇକୋର୍ଟରେ ମଧ୍ୟ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି। ଅଧିକ…

ଯାଜପୁରରୁ ହଟିଲା ସଟ୍‌ଡାଉନ୍‌ ଅବଧି: ଖୋଲିବ କେଉଁ ସବୁ ଦୋକାନ, ଜାଣନ୍ତୁ

ଯାଜପୁର: ଯାଜପୁର ଜିଲ୍ଲାରୁ ହଟିଛି ୬୦ ଘଣ୍ଟିଆ ସଟଡାଉନ୍‌ । ଏହି ସଟଡାଉନ ହଟିବା ପରେ ଏବେ ସ୍ଥାନୀୟ ଲୋକଙ୍କୁ କିଛି ମାତ୍ରାରେ ଆସ୍ୱସ୍ତି ମିଳିଛି । ଗତ କିଛି ଦିନ ହେବ ଲଗାତର ଭାବେ ନୂଆ କରୋନା ମାମଲା ସାମ୍ନାକୁ ଆସିବା ପରେ ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ୬୦ ଘଣ୍ଟା ପାଇଁ ସଟ୍‌…

ରଙ୍ଗବତୀ ଗୀତ ଗାଇ ଲୋକଙ୍କୁ କରୋନା ନେଇ ସଚେତନ କରୁଛନ୍ତି ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ

ଭୁବନେଶ୍ୱର : ଲୋକପ୍ରିୟ ଗୀତ ରଙ୍ଗବତୀ ତାଳରେ ଲୋକଙ୍କୁ କରୋନା ନେଇ ସଚେତନ କରିବାକୁ ଆଗେଇ ଆସିଛନ୍ତି ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ । ‘ଜବ୍ ହାରେଗା କରୋନା, ତବ୍ ନାଚେଙ୍ଗେ ହମ୍ ଗାକେ ରଙ୍ଗବତୀ ଗାନା....’ ଗୀତର ତାଳେ ତାଳେ ଜିତେନ୍ଦ୍ରିୟ ରଙ୍ଗବତୀ ଗୀତ ଗାଇ ଝୁମୁଥିବା ଏହି ଭିଡିଓରେ…

ଓଡ଼ିଶାର ୧୫ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରବିବାର ଅପରାହ୍ନ ୫ଟା ୩୦ ସମୟରେ ରାଜ୍ୟର ପ୍ରାୟ ୧୫ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଥିବାର ସୂଚନା ପ୍ରଦାନ କରାଯାଇଛି । ଯେଉଁ ସବୁ ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହିତ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ସେହି…