Latest Odisha News

BREAKING NEWS

ଦିଲ୍ଲୀର କରୋନା ସଂକ୍ରମିତଙ୍କ ଭିଡିଓ ଭାଇରାଲ୍ !

ନୂଆଦିଲ୍ଲୀ: ସାରା ଦେଶରେ କରୋନାକୁ ରୋକିବା ଲାଗି ଚାଲିଛି ଅହରହ ଉଦ୍ୟମ । ହେଲେ ଏତିକିବେଳେ କ୍ୱାରେନ୍‌ଣ୍ଟାଇନ୍ ଅବ୍ୟବସ୍ଥା ନେଇ ଏକ ଭିଡିଓ ଜରିଆରେ ଅଭିଯୋଗ ଆଣିଛନ୍ତି ଜଣେ କରୋନା ସଂକ୍ରମିତ ପୋଲିସ କର୍ମଚାରୀ । #WATCH A Delhi Police constable, who had tested positive for…

ଯୁଦ୍ଧର ନାଁ କରୋନା; ଯୋଦ୍ଧାର ନାଁ ଲବ ଅଗ୍ରୱାଲ୍‌ !

ନୂଆଦିଲ୍ଲୀ: ସେ ହେଉଛନ୍ତି କରୋନା ଯୁଦ୍ଧର ସେନାପତି । ଦେଶର ବହୁଚର୍ଚ୍ଚିତ ଆଇଏଏସ୍ ଅଫିସର । ଯାହାଙ୍କୁ ଦେଶ ୪୦ରୁ ଅଧିକ ଦିନ ଧରି ଟିଭି ସ୍କ୍ରିନ୍‌ରେ ଅପରାହ୍ନ ୪ଟାରେ ପ୍ରତିଦିନ ଶୁଣିଆସୁଛି । ଖାସ କରୋନାଭାଇରସ୍ ସମ୍ବନ୍ଧୀୟ ସୂଚନା ପାଇଁ । ସେ ହେଉଛନ୍ତି କେନ୍ଦ୍ର ସରକାରଙ୍କ ମିଷ୍ଟଭାଷୀ…

ଲକଡାଉନରେ ଭାରତ: ଛତିଶଗଡ଼ରେ ଫସି ରହିଛନ୍ତି ଓଡ଼ିଆ ଶ୍ରମିକ

ପଦ୍ମପୁର:ସଂପ୍ରତି ମହାମାରୀ କରୋନା ଯୋଗୁଁ ଲକଡାଉନ୍ ସାରା ଦେଶରେ ଚାଲିଛି । ଦେଶର ପ୍ରତ୍ୟେକ ରାଜ୍ୟରେ ଓଡ଼ିଆ ଲୋକ ଫସି ରହିଛନ୍ତି । ଓଡିଶା ସରକାର ସେମାନଙ୍କୁ ବାହାର ରାଜ୍ୟରେ କମିଶନର ରଖି ତାଙ୍କର ଖାଦ୍ୟ ପେୟ ର ବନ୍ଦୋବସ୍ତ କରିଛନ୍ତି । କିନ୍ତୁ ତାହା ସଂପ୍ରତି ଫେଲ ମାରିଛି ଛତିଶଗଡ ର…

କରୋନା ନୁହେଁ କ୍ୟାନସରରେ ମୃତ୍ୟୁବରଣ କରିଛନ୍ତି ୪୪ ନମ୍ବର ଆକ୍ରାନ୍ତ : ବାଗ୍‌ଚୀ

ଭୁବନେଶ୍ୱର : ରାଜ୍ୟର ୪୪ ନମ୍ବର କରୋନା ପଜିଟିଭ ଆକ୍ରାନ୍ତଙ୍କର କରୋନା ନୁହେଁ କ୍ୟାନସରରେ ମୃତ୍ୟୁ ହୋଇଛି । ତେଣୁ ମୃତ୍ୟୁ ସଂଖ୍ୟା ୧ରେ ସୀମିତ ଥିବା କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି । ପୂର୍ବରୁ ତାଙ୍କର ସ୍ୱାବ ନମୁନା ରିପୋର୍ଟ ନେଗେଟିଭ…

ମୟୂରଭଞ୍ଜରେ ଓଡ଼ିଶା ଡିଜିପି; ଅନୁଧ୍ୟାନ କଲେ ଲକଡାଉନ ସ୍ଥିତି

ବାରିପଦା: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ କରୋନା/ଲକଡାଉନ ସଂକ୍ରାନ୍ତୀୟ ଅନୁଧ୍ୟାନ କରିବା ପାଇଁ ଆଜି ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଛନ୍ତି । ତାଙ୍କ ସହ ଏ.ଡି.ଜି. ସୌମେନ୍ଦ୍ର କୁମାର ପ୍ରୟଦର୍ଶୀ ମଧ୍ୟ ଆସିଛନ୍ତି । ସିଧାସଳଖ ସେ ଜିଲ୍ଲାର ପଶ୍ଚିମବଙ୍ଗ ସୀମା ଚକଶୁଳିଆପଦାକୁ ଯାଇ…

ଓଡିଶା -ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଅଂଚଳ ସ୍ଥିତି ପରଖିଲେ ପୋଲିସ ଡିଜି

ବାଲେଶ୍ୱର: ପୋଲିସ ଡିଜି ଅଭୟ ଆଜି ବାଲେଶ୍ୱର ସୀମାବର୍ତ୍ତୀ ଅଂଚଳରେ ପୋଲିସ ମୁତୟନ ନେଇ ସମୀକ୍ଷା କରିଥିଲେ । ସେ ଲକ୍ଷ୍‌ଣନାଥ ଆନ୍ତଃରାଜ୍ୟ ଚେକ୍ ପୋଷ୍ଟଠାରେ ପହଞ୍ଚି ପୋଲିସ କର୍ମଚାରୀ ମୁତୟନର ସମୀକ୍ଷା କରିଥିଲେ । କରୋନା ମହାମାରୀ ନ ଥମିବା ଯାଏଁ ପଶ୍ଚିମବଙ୍ଗରୁ ଯେମିତି କେହି ଓଡିଶା…

ଆସନ୍ତୁ ଜାଣିବା କିପରି ମିଜୋରମରେ ଠିକ୍ ଭାବେ ପାଳିତ ହେଉଚି ସୋସିଆଲ ଡିଷ୍ଟାନ୍ସିଙ୍ଗ ନିୟମ

ଆଇଜଲ: କରୋନା ଭାଇରସ ନେଇ ସରକାର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି । ଏଥିନେଇ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି । ତେବେ ସୋସିଆଲ ଡିଷ୍ଟାନ୍ସିଙ୍ଗ ନିୟମକୁ ଅନେକ ଟିକ୍ ଭାବେ ପାଳନ କରୁ ନାହାନ୍ତି । ମଙ୍ଗଳବାର ମିଜୋରମର ଏକ ଫଟୋ ସୋସିଆଲ ସାଇଟରେ ଭାଇରାଲ ହୋଇଛି । ଏଥିରେ ସ୍ଥାନୀୟ…

ଟି୨୦ ମ୍ୟାଚ ଆୟୋଜନ ପାଇଁ ଗାଭାସ୍କର ଦେଲେ ନୂଆ ଫର୍ମୂଲା

ନୂଆଦିଲ୍ଲୀ: କରୋନାଭାଇରସ୍  ଯୋଗୁ ଚଳିତ ବର୍ଷ ଅ ହେବାକୁଥିବା ଆଇସିସି ଟି୨୦ ବିଶ୍ୱକପ୍ ଆୟୋଜନକୁ ନେଇ ଆଶଙ୍କା ଦେଖା ଦେଇଛି। ବିଶ୍ୱକପ୍ କିପରି ଆୟୋଜନ ହୋଇପାରିବ, ତାକୁ ନେଇ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ନୂଆ ଫର୍ମୂଲା ବାହାର କରିଛନ୍ତି । ଗାଭାସ୍କର କହିଛନ୍ତି, ଦେଶରେ…

ଫେସବୁକର ୨୬ କୋଟି ୟୁଜର୍ସଙ୍କ ଡାଟା ଲିକ୍‌

ନୂଆଦିଲ୍ଲୀ: ଡାଟା ଲିକ୍ ଓ ଫେସବୁକ୍ ପରସ୍ପର ସହ ଅଙ୍ଗାଙ୍ଗୀଭାବେ ଜଡିତ ହୋଇଗଲେଣି । ପୂର୍ବରୁ ଏ ଭଳି ଘଟଣା ନେଇ ଏହାର ସିଇଓ ମାର୍କ ଜୁକରବର୍ଗ କ୍ଷମା ମାଗିସାରିଛନ୍ତି । ଏକ ରିପୋର୍ଟ ମୁତାବକ ୨୬ କୋଟି ୟୁଜର୍ସଙ୍କ ଡାଟା ଲିକ୍ ହୋଇଛି । ଏହି ଲିକ୍ ଡାଟା ୪୧,୬୦୦ ଟଙ୍କାରେ ଡାଟା ଡାର୍କ…

ଲଞ୍ଚ ହେଲା ଆଇସିଆଇସିଆଇ ବ୍ୟାଙ୍କ ଆଇପଲ୍ ଚାଟ୍; ଏବେ କଥା କହି କରିପାରିବେ ବ୍ୟାଙ୍କିଂ !

ନୂଆଦିଲ୍ଲୀ: ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଇସିଆଇସିଆଇ ବ୍ୟାଙ୍କ ଏକ ନୂତନ ସେବା ଆରମ୍ଭ କରିଛି।  ଏହି ସେବାର ନାମ ହେଉଛି ଆଇପଲ୍ |  ଏହା ମାଧ୍ୟମରେ ଗ୍ରାହକମାନେ ବିନା ହାତ ନଲଗାଇ କେବଳ କଥା କହି ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ସକ୍ଷମ ହେବେ।  ଏହା, ଏହି…