Latest Odisha News

BREAKING NEWS

ଭୋକରେ ରହିଛି ଭାରତ!!

ନୂଆଦିଲ୍ଲୀ: ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୦ରେ ଭାରତ ୧୦୭ଟି ଦେଶ ମଧ୍ୟରୁ ୯୪ତମ ସ୍ଥାନରେ ରହିଛି । ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ ଖରାପ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା, ପ୍ରଭାବଶାଳୀ ମନିଟରିଂର ଅଭାବ, ପୁଷ୍ଟିହୀନତାର ମୁକାବିଲା ପାଇଁ ନିରବଚ୍ଛିନ୍ନ ଆଭିମୁଖ୍ୟ…

ସ୍ମିଥଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ବାଙ୍ଗାଲୋର ସମ୍ମୁଖରେ ୧୭୮ ରନର ଟାର୍ଗେଟ

ଦୁବାଇ: ଆଇପିଏଲର ଶନିବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୧୭୮ ରନର ବିଜୟ ଲକ୍ଷ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମ୍ମୁଖରେ ରଖିଛି । ଅଧିନାୟକ ଷ୍ଟିଭେନ ସ୍ମିଥ( ୫୭ ରନ)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ୨୦ ଓଭରରେ ୬…

ଆଉ ଜଣେ କରୋନା ଯୋଦ୍ଧା ଜୀବନ ହାରିଲେ

ଭୁବନେଶ୍ୱର: ଆଉ ଜଣେ କୋଭିଡ ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଲିଙ୍ଗରାଜ ପୋଲିସ ଷ୍ଟେସନରେ  ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଥିବା ବ୍ରଜ କିଶୋର ଦଳାଇ କୋଭିଡ-୧୯ ରେ ପଜିଟିଭ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ…

ସମାଜ ନା ସରକାର କିଏ ଦାୟୀ ?

୨୦୧୬ ମସିହା ଅଗଷ୍ଟ ମାସରେ ଗୋଟିଏ ଘଟଣା ଚହଳ ପକେଇଥିଲା ସାରା ଦେଶରେ । ଦେଶ କ’ଣ ତା’ପରେ ତ ବିଦେଶରେ ବି ସେଇ ଲୋକଟିର ନାଁ ଶୁଣାଗଲା ଯେ କି ନିଜର ମୃତା ପତ୍ନୀଙ୍କ ଶବକୁ କାନ୍ଧରେ ଦୀର୍ଘ ୧୦ କି.ମି. ରାସ୍ତା କାନ୍ଧେଇ କାନ୍ଧେଇ ଆସିଥିଲେ । ଦାନ ମାଝିଙ୍କ ଘଟଣାର ଏବେ ନିକଟରେ ପୁଣି…

ଫେରାର ଦୁଷ୍କର୍ମକାରୀଙ୍କୁ ଫେସ୍‌ବୁକରୁ ଚିହ୍ନିଲା ପୀଡିତା !

ଉତ୍ତରପ୍ରଦେଶ: ଦୁନିଆରେ ମଣିଷ ବେଶରେ ଲୁଚି ରହିଥିବା ପଶୁଙ୍କୁ ଚିହ୍ନିପାରିନଥିଲା ଝିଅଟି । ହସ୍ପିଟାଲରେ ଭର୍ତ୍ତି ଥିବା ମାଆକୁ ଦେଖିବା ଲାଗି ଘରୁ ବାହାରିଥିଲା । ହେଲେ ଜଙ୍ଗଲି ରାସ୍ତାରେ ଭେଟିଥିଲା କିଛି ମାଂସଲୋଭି ସଇତାନଙ୍କୁ । ଆଉ ତା ପରେ ହରାଇଥିଲା ମଣିଷ ଉପରେ ବିଶ୍ୱାସ ଓ ନିଜ ମାନ…

ସତର୍କ ରୁହନ୍ତୁ, ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦର୍ଶାଇଛନ୍ତି ଭାରତର ପାଣିପାଗ ବିଭାଗ (ଆଇଏମ୍ଡି) । ଶନିବାର ଓଡିଶାର ନଅଟି ଉପକୂଳବର୍ତ୍ତୀ ଜିଲ୍ଲା ପାଇଁ ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରାଯାଇଛି । ବୁଲେଟିନ୍‌ରେ…

ନିୟମ ଉଲ୍ଲଘଂନ କରିବାରୁ ଫ୍ଲିପ୍‌କାର୍ଟ ଏବଂ ଆମାଜନ୍‌କୁ ସରକାରଙ୍କ ନୋଟିସ୍‌

ନୂଆଦିଲ୍ଲୀ: ‘କଣ୍ଟ୍ରି ଅଫ୍‌ ଅରିଜିନ୍‌’  ଟ୍ୟାଗ୍ ମାମଲାରେ ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟକୁ ସରକାରଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ କେତେକ ଇ-ବାଣିଜ୍ୟ କମ୍ପାନୀ ଦ୍ୱାରା ' କଣ୍ଟ୍ରି ଅଫ୍‌ ଅରିଜିନ୍‌  ' ନିୟମକୁ ଅଣଦେଖା କରାଯାଉଛି। ସେମାନଙ୍କ…

ବିଜେପି ନେତାଙ୍କୁ ଗୁଳି ମାରି ହତ୍ୟା

ଫିରୋଜାବାଦ: ଶନିବାର ଦିନ ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ ଗୁଳିମାରି ହତ୍ୟା କରିଦିଆଯାଇଛି । ବାଇକ ଚାଳକଙ୍କ ଦ୍ୱାରା ଚଳାଯାଇଥିବା ଗୁଳିରେ ନେତାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖିଛି। ଶୁକ୍ରବାର ସନ୍ଧ୍ୟାରେ…

ରଜନୀକାନ୍ତ ଭରିଲେ ୧୩ଲକ୍ଷ ଟଙ୍କା; ପଢ଼ନ୍ତୁ କାହିଁକି

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କୁ ଶୁକ୍ରବାର ଦିନ ୧୩ ଲକ୍ଷ ଟଙ୍କା ଟିକସ ଦେବାକୁ ପଡିଛି । ଚେନ୍ନାଇରେ ସ୍ଥିତ ତାଙ୍କ ବିବାହ ହଲର ବକେୟା ଟିକସ ବାବଦକୁ ଗ୍ରେଟର ଚେନ୍ନାଇ କର୍ପୋରେସନକୁ ରଜନୀକାନ୍ତ ଦେଇଛନ୍ତି ୬.୩୯ ଲକ୍ଷ ଟଙ୍କା । ତାଙ୍କ ରାଘବେନ୍ଦ୍ର ମଣ୍ଡପଙ୍କ ପାଇଁ ପ୍ରଥମ…

ଲୋ କଟ୍‌ ବ୍ଲେଜର୍‌ ପିନ୍ଧି ଟ୍ରୋଲ୍‌ ହେଲେ ଫିନ୍‌ଲାଣ୍ଡ୍‌ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଫିନ୍‌ଲ୍ୟାଣ୍ଡ୍‌ର ପ୍ରଧାନମନ୍ତ୍ରୀ ସାନା ମାରିନ୍‌ ଏକ ଫ୍ୟାଶନ୍‌ ମାଗାଜିନ୍‌ ପାଇଁ ଫଟୋଗ୍ରାଫି କରିବା ପରେ ସୋସିଆଲ ମିଡିଆରେ ତାଙ୍କ ବୃତ୍ତିଗତ ଆଚରଣକୁ ନେଇ ଏକ ବିତର୍କ ଆରମ୍ଭ ହୋଇଛି। ତାଙ୍କୁ ପ୍ରଥମେ ଏଥିପାଇଁ ସମାଲୋଚନା କରାଯାଇଥିଲା ଏବଂ ପରେ ସମର୍ଥକମାନେ ତାଙ୍କ ସପକ୍ଷରେ…