ଭଦ୍ରକରେ ୮ଟି ପଜିଟିଭ କେସ: ରାଜ୍ୟର ଅନ୍ୟତମ କରୋନା ହଟସ୍ପଟ୍ !
ଭୁବନେଶ୍ୱର: ଭୁବନେଶ୍ୱର ପରେ ଭଦ୍ରକ ରାଜ୍ୟର ଅନ୍ୟତମ କରୋନା ହଟସ୍ପଟ୍ ଭାବେ ସାବ୍ୟସ୍ତ ହୋଇଛି । ଭୁବନେଶ୍ୱରର ୪୬ଟି ପଜିଟିଭ ଆକ୍ରାନ୍ତଙ୍କ ପରେ ଭଦ୍ରକରେ ୮ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।
ଭଦ୍ରକରେ ରବିବାର ଦିନ ଘୋଷିତ ହୋଇଥିବା ୫ଟି କେସ୍ ମଧ୍ୟରୁ ଜିଲ୍ଲାର ବାସୁଦେବପୁରରେ ୩ଟି…