Latest Odisha News

BREAKING NEWS

ଆସନ୍ତାକାଲି ଠାରୁ ଭିମସାରରେ ପୁଲ୍ ଟେଷ୍ଟ ଆରମ୍ଭ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର)ରେ ଆସନ୍ତା ରବିବାର ଦିନ ଠାରୁ କୋଭିଡ-୧୯ ରୋଗୀଙ୍କ ଚିହ୍ନଟ ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ପୁଲ୍ ଟେଷ୍ଟ ଆରମ୍ଭ ହେବ। ଏନେଇ ଶନିବାର ଦିନ ଭିମସାର…

ଜୁନ୍ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା: ମନ୍ତ୍ରୀ

ଭୁବନେଶ୍ୱର: ଜୁନ୍ ୧୭ରେ ସ୍କୁଲ, କଲେଜ ଖୋଲିବା ପରେ ଯେକୌଣସି ସମୟରେ ହୋଇପାରେ ପରୀକ୍ଷା । ଆଜି ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଜୁନ୍ ୧୭ ପରେ ବାକି ରହିଯାଇଥିବା ପରୀକ୍ଷା ହେବ । ଛୁଟି ସମୟରେ ପଢ଼ାପଢ଼ି କରିବାକୁ ପିଲାଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପିଜି…

ସହରାଞ୍ଚଳ ଗରିବଙ୍କ ଲାଗି ୧୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ-୧୯ ଲକଡାଉନ ଯୋଗୁଁ ସହରାଞ୍ଚଳ ଗରିବ ଲୋକଙ୍କ ଜୀବିକା ନିର୍ବାହ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ୧୦୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। 'ଅରବାନ୍ ୱେଜ୍ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ୍’ ନାମକ ଶ୍ରମ ଭିତ୍ତିକ ଯୋଜନାରେ ଏହି…

କରୋନା ସ୍ଥିତି ଅନୁଧ୍ୟାନ କରୁଥିବା ପ୍ରଶାସନିକ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ

ଯାଜପୁର: କରୋନା ସ୍ଥିତିର ଅନୁଧ୍ୟାନ କରିବାକୁ ଯାଇଥିବା ପ୍ରଶାସନିକ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ । ଯାଜପୁର କୁଆଖିଆ ଥାନା ଗୋପିନାଥପୁରରେ ଏଭଳି ଘଟଣା ଘଟିଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖିଛି ।ସୂଚନା ମୁତାବକ, ଆଜି ଯାଜପୁର ଜିଲ୍ଲାପାଳ ରଂଜନ ଦାସଙ୍କ…

ଓଡ଼ିଶାର ଏହିସବୁ ଜିଲ୍ଲାରେ ରହିଛି ବର୍ଷା ଆଶଙ୍କା, ଜାଣନ୍ତୁ

ଭୁବନେଶ୍ୱର: ରାଜଧାନୀସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ଶନିବାର ଦିନ ଓଡ଼ିଶାର ୬ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ କନ୍ଧମାଳ, ମୟୂରଭଞ୍ଜ, କୋରାପୁଟ, କଳାହାଣ୍ଡି, ରାୟଗଡ଼ା ଓ ନୂଆପଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି…

କରୋନା ମୁକାବିଲା: ଭୁବନେଶ୍ୱରରେ ମେଗା ନମୂନା ସଂଗ୍ରହ ଅଭିଯାନ

ଭୁବନେଶ୍ୱର: କରୋନା ରୋକିବାକୁ ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ବଡଧରଣର ଅଭିଯାନ ଆରମ୍ଭ ହୋଇଛି । ୭ ଦିନ ଭିତରେ ୫ ହଜାର ସ୍ୱାବ ପରୀକ୍ଷା କରିବାକୁ ସରକାର ଅଂଟା ଭିଡିଛନ୍ତି । ୧୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ନମୂନା ସଂଗ୍ରହ କରାଯାଉଛି । ପ୍ରତି ଟିମରେ ୩ ଜଣ ସଦସ୍ୟ ଅଛନ୍ତି । ଜଣେ…

ପଶ୍ଚିମ ଓଡିଶାରେ କୋଭିଡ ହସପିଟାଲ ସ୍ଥିତି ପରଖିଲେ ସଚିବ

ଭୁବନେଶ୍ୱର: କରୋନା ମୁକାଲିବା ପାଇଁ ସାରା ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିିଟାଲ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ପଶ୍ଟିମ ଓଡିଶାରେ କୋଭିଡ ହସ୍ପିିଟାଲର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍ ।ବଲାଙ୍ଗୀର, ବରଗଡ,…

ଆଉ ନାହିଁ ଚିନ୍ତା, ଏବେ ଲକ୍‌-ଡାଉନରେ ହେବ ବିବାହ !

ଭୁବନେଶ୍ୱର: କରୋନା ଲକ୍‌-ଡାଉନ୍ ପରେ ଅନେକ ଲୋକ ନିର୍ଦ୍ଧାରିତ ବିବାହ ତାରିଖକୁ ନେଇ ଚିନ୍ତାରେ ପଡିଛନ୍ତି । ହେଲେ ଆଉ ବ୍ୟସ୍ତ ହୁଅନ୍ତୁନି ସରକାରୀ ନିୟମ ଅଧିନରେ ବି ଏବେ ହୋଇପାରିବ ବାହାଘର । କରୋନାଭାଇରସ, ସାମାଜିକ ଦୂରତ୍ୱ ଓ ସାମୁହିକ ଉତ୍ସବ ଭଳି ତିନୋଟି ଶବ୍ଦକୁ ନେଇ ବିଚଳିତ ବିବାହ…

କୋଭିଡ-୧୯ ଲକଡାଉନ; ଏହି ୩ ଜିଲ୍ଲାରେ ରୋଗୀଙ୍କୁ ମିଳିବ ଓଲା ଓ ଉବେର ସେବା

ଭୁବନେଶ୍ୱର: ଲକଡାଉନ୍ ସମୟରେ ଭୁବନେଶ୍ୱର, କଟକ ଏବଂ ରାଉରକେଲାରେ ନିର୍ଦ୍ଦିଷ୍ଟ ଡାକ୍ତରଖାନାକୁ ଯିବା ଆସିବା ତଥା ରୋଗୀ ଏବଂ ଆଟେଣ୍ଡାଣ୍ଟଙ୍କୁ ସେବା ଯୋଗାଇବା ପାଇଁ ଓଡ଼ିଶା ସରକାର ଓଲା ଏବଂ ଉବେର କମ୍ପାନୀକୁ ଅନୁମତି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ପରିବହନ ପ୍ରାଧିକରଣ…

ଲକ୍‌-ଡାଉନ୍ ଭାଙ୍ଗି ଧାର୍ମିକ ଉତ୍ସବରେ ସାମିଲ ଶତାଧିକ ଲୋକ !

କର୍ଣ୍ଣ।ଟକ: ଲକ୍‌-ଡାଉନ୍ ଭାଙ୍ଗି ଧାର୍ମିକ ଉତ୍ସବରେ ସାମିଲ ହେଲେ ଶତାଧିକ ଲୋକ । କର୍ଣ୍ଣ।ଟକ ରାଜ୍ୟର କରୋନା ହଟସ୍ପଟ୍ କଲବୁର୍ଗିରେ ଚାଲିଥିଲା ରଥଟଣା ଉତ୍ସବ । ସରକାରୀ ନିୟମକୁ ବେଖାତିର ଓ ସାମାଜିକ ଦୂରତ୍ୱକୁ ଭୁଲି ଏକତ୍ରିତ ହେଲେ ଶତାଧିକ ଶ୍ରଦ୍ଧାଳୁ । A village in Chittapur of…