Latest Odisha News

BREAKING NEWS

ଦେଢବର୍ଷ ପରେ ଶୌଚାଳୟରୁ ଉଦ୍ଧାର ହେଲେ ମହିଳା !

ହରିୟାଣା: ଜଣେ ୩୫ ବର୍ଷୀୟା ମହିଳାଙ୍କୁ ଶୌଚାଳୟରେ ରହିବାକୁ ବାଧ୍ୟ କରାଯାଇଥିଲା । ଦିନେ କି ଦୁଇଦିନ ନୁହେଁ ବରଂ ଦୀର୍ଘ ଦେଢ ବର୍ଷ ଧରି ସେ ଶୌଚାଳୟରେ ବନ୍ଦ ଥିଲେ । ତେବେ ଏପରି ଅମାନବୀୟ ଘଟଣା ଅନ୍ୟ କେହି ନୁହେଁ ବରଂ ଖୋଦ ସେହି ମହିଳାଙ୍କ ସ୍ୱାମୀ ହିଁ ଘଟାଇଥିଲେ । ପାନିପତ ଜିଲ୍ଲାର…

ଆନ୍ଧ୍ର ଓ ଓଡ଼ିଶା ପୋଲିସର ମିଳିତ ମାଓ ବିରୋଧୀ ଅପରେସନ ଆରମ୍ଭ

ଭୁବନେଶ୍ୱର: ଓଡିଶା ଓ ଆନ୍ଧ୍ର ପ୍ରଦେଶର ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ମଧ୍ୟରେ ଭିଡିଓ ସଂଯୋଗ ମାଧ୍ୟମରେ ଗୁରୁବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ସୂଚନା ଅନୁଯାୟୀ ଉକ୍ତ ବୈଠକରେ ଆନ୍ଧ୍ର-ଓଡିଶା ସୀମାରେ ବାମପନ୍ଥୀ ସନ୍ତ୍ରାସବାଦ ମୁକାବିଲା ପାଇଁ ମିଳିତ ଅପରେଶନ ଆରମ୍ଭ…

ସଫଳତା ପ୍ରାପ୍ତି ପାଇଁ କଲାମଙ୍କ ୫ ଟି ଗୁରୁ ମନ୍ତ୍ର ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ସାରା ବିଶ୍ୱରେ ମିସାଇଲ ମ୍ୟାନ ଭାବେ ଖ୍ୟାତି ଅର୍ଜନ କରିଥିବା ମହା ମାନବ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଆଜି ଜନ୍ମ ତିଥି । ୧୯୩୧ ମସିହା ଆଜିର ଦିନରେ ଜନ୍ମ ନେଇଥିଲେ ଏହି ମହା ପୁରୁଷ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା କଲାମଙ୍କର ପିଲାଙ୍କ ପ୍ରତି…

ବ୍ରହ୍ମପୁରରୁ ୭ ଫୁଟ ଲମ୍ବର ସାପ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁରର ରୋଲାଣ୍ଡ କଲେଜର ଲାଞ୍ଜିପାଲି-ଆଙ୍କୁଲି ରୋଡ ସମ୍ମୁଖରୁ ଏକ ୭ ଫୁଟ୍ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ ସାପଟିକୁ ଦେଖିବା ପରେ ସ୍ଥାନୀୟ ବାସିନ୍ଦା ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ସ୍ୱାଧୀନ କୁମାର ସାହୁଙ୍କୁ ଜଣାଇଥିଲେ । ପରେ ସେ ସାପଟିକୁ…

କରୋନା ସଂକ୍ରମିତ ଚିହ୍ନଟ ହେଲେ ପୋଲିସ ଦମ୍ପତି

ବ୍ରହ୍ମପୁର: ବ୍ରହ୍ମପୁର ଥାନା ଅନ୍ତର୍ଗତ ବଡ ବଜାର ପୋଲିସ ଷ୍ଟେସନର ଆଇଆଇସି ପ୍ରଶାନ୍ତ ଭୁପତି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ତାଙ୍କ ପତ୍ନୀ ତଥା ସଦର ଥାନା ଆଇଆଇସି ସନ୍ତୋଶିନୀ ଓରାମ୍ ମଧ୍ୟ କରୋନା ପଜିଟିଭ ବାହାରିଛି । ସୂଚନାନୁଯାୟୀ ଏହି ଦୁଇ କରୋନା ଯୋଦ୍ଧାଙ୍କର ଜଣେ…

ଗିରଫ ହେଲେ କୋଟିପତି ହିନ୍ଦୀ ଶିକ୍ଷକ

ଗଞ୍ଜାମ: ଭିଜିଲାନ୍ସ ଜାଲରେ କୋଟିପତି ହିନ୍ଦୀ ଶିକ୍ଷକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରଙ୍ଗେଇଲୁଣ୍ଡା ଝାଡଙ୍କୁଲି ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନ୍ଦ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ବୁଧବାର ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ବୈକୁଣ୍ଠନଗରରେ ରହୁଥିବା ହିନ୍ଦୀ…

ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି କେତେ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେତେ ରହିଛି ସମ୍ପତ୍ତି । ତାଙ୍କ ବ୍ୟାଙ୍କ ଆକାଉଂଟରେ କେତେ ରହିଛି ସେଭିଂ । ନିଜ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି ମୋଦି । ଅକ୍ଟୋବର ୧୨ ତାରିଖରୁ ଜୁନ୍ ୩୦ ଯାଏଁ ତାଙ୍କ ବ୍ୟାଙ୍କ ଆକାଉଂଟର ସବୁ ତଥ୍ୟ ଘୋଷଣା କରିଛନ୍ତି ।…

ଭଦ୍ରକରେ ନକଲି ତମାଖୁ ମାନୁଫାକଚରିଂ ୟୁନିଟ୍ ଠାବ

ଭଦ୍ରକ: ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅନ୍ତର୍ଗତ ବଡ ଶଙ୍କରପୁର ନିକଟ ଏକ ଘରୁ ଗୁରୁବାର ଦିନ ପୋଲିସ ପକ୍ଷରୁ ଏକ ନକଲି ତମାଖୁ ମାନୁଫାକଚରିଂ ୟୁନିଟ୍ ଠାବ କରାଯାଇଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପୁରୁଣା ବଜାର ପୋଲିସ ଆଜି ସକାଳେ ଉକ୍ତ ଘରେ ଚଢାଉ କରିବା ପରେ ସେଠାରୁ…

ଏବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ । ୭୪ ବର୍ଷରେ ପାଦ ଥାପିବେ ନବୀନ । କିନ୍ତୁ ଚଳିତବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ । କୋଭିଡ୍ ସକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳନ କରିବେ ନାହିଁ । ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦୈନିକ କରୋନା ପଜିଟିଭ୍ ଓ ଆକ୍ଟିଭ କେସରେ ଓଡ଼ିଶାର ଟପ୍ ୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ଧୀରେ ଧୀରେ କମୁଛି । ଏବେ ଦୈନିକ ୩ ହଜାରରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଖୋର୍ଦ୍ଧା ଓ କଟକରେ ପଜିଟିଭ୍ କେସ୍ ଦିନକୁ ଦିନ ଖସୁଥିବା ବେଳେ ଚିନ୍ତା ବଢ଼ାଇଛି ଅନୁଗୋଳ ଓ ମୟୂରଭଞ୍ଜ ଜିଲ୍ଲା । ସେହିପରି ସୁନ୍ଦରଗଡ଼ରେ ବି ବଢୁଛି ନୂଆ…