Latest Odisha News

BREAKING NEWS

ପୁଲରେ ସମୟ କାଟୁଛନ୍ତି ଅଭିନେତ୍ରୀ କିମ ଶର୍ମା, ଫୋଟୋ ହେଲା ଭାଇରାଲ

ନୂଆଦିଲ୍ଲୀ: ଅଭିନେତ୍ରୀ କିମ ଶର୍ମା ବର୍ତ୍ତମାନ ଗୋଆରେ ତାଙ୍କ ଜୀବନର ସମୟ ଅତିବାହିତ କରୁଛନ୍ତି । ଏହାର ଝଲକ ଯାହା ସେ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ୪୦ବର୍ଷ ବୟସ୍କା ଅଭିନେତ୍ରୀଙ୍କ ଏହି ଫୋଟୋ ଗୁଡାକ ଏବେ ଭାଇରାଲ ହେଉଛି । କିମ୍ ଶର୍ମା, ଯିଏ ପ୍ରକୃତରେ ପୁଲରେ ସମୟ…

କବିତା : ସର୍ବୋତ୍କୃଷ୍ଟ

 ଜ୍ଞାନ ରଞ୍ଜନ କର ପାହାଡ଼ ଅଗର ଫୁଲଟିଏ ମୁଁ,                        ଦୂରରୁ ସମସ୍ତଙ୍କୁ ଆକର୍ଷିତ କରେ, ହେଲେ ପାଖକୁ ଆସନ୍ତିନି କେହି। ନାଗସର୍ପର ସର୍ବୋତ୍କୃଷ୍ଟ ବିଷ ମୁଁ, ମୋତେ ଲୋକ ପୂଜା କରନ୍ତି, ଆଉ ଦଂଶନକୁ ଭୟ ବି। ପଙ୍କ ପୋଖରୀର ପଦ୍ମଟିଏ ମୁଁ, ମୁଁ ସଭିଙ୍କ…

ଗୋବରରେ ତିଆରି ହେଲା ଚିପ୍ସ, ଆସନ୍ତୁ ଜାଣିବା ଏହାର ଫାଇଦା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ କାମଧେନୁ ଆୟୋଗ ଗୋବରରେ ଚିପ୍ସ ତିଆରି କରିବାରେ ସଫଳ ହୋଇଛନ୍ତି । ଏହାର ଚେୟାରମ୍ୟାନ ବଲ୍ଲବଭାଇ କଠିରିଆ ମଙ୍ଗଳବାର ଏ ନେଇ ଗଣମାଧ୍ୟମକୁ ଜଣାଇଥିଲେ । ଚିପର ନାମ ଗୌସତ୍ୱ ରଖାଯାଇଛି । ମୋବାଇଲ ଫୋନରେ ଏହାକୁ ବ୍ୟବହାର କଲେ ଏହାର ରେଡିଏଶନ କବଳରୁ ରକ୍ଷା କରିଥାଏ ବୋଲି…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୭୯୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୭୯୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ ହୋଇଛନ୍ତି-…

ଜୈବିକ ଉତ୍ପାଦ ପାଇଁ ସ୍ୱତନ୍ତ୍ର ବଜାର ସୃଷ୍ଟି କରିବା ଦରକାର

ଭୁବନେଶ୍ୱର : ମାତ୍ରାଧିକ କୀଟନାଶକ ବ୍ୟବହାର ଉଭୟ ଆମ ସ୍ୱାସ୍ଥ୍ୟ ଏବଂ ପରିବେଶ ଉପରେ ବେଶ ପ୍ରଭାବ ପକାଉଛି । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଏକ ମାତ୍ର ଉପାୟ ହେଉଛି କୃଷକମାନଙ୍କୁ ଜୈବିକ ଚାଷର ପାରମ୍ପରିକ ପଦ୍ଧତିରେ ଚାଷ କରିବା ନିମନ୍ତେ ପ୍ରୋତ୍ସାହିତ କରିବା । ଜୈବିକ ଚାଷ ଓଡ଼ିଶାର…

ମନ୍ଦିରରେ ଚଢ଼ାଗଲା ୩୦୦୦କେଜି ସେଓ!!

ଅହମ୍ମଦାବାଦ: ଅହମ୍ମଦାବାଦର ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିରରେ ଦେବତାଙ୍କୁ ଅର୍ପଣ କରିବା ପାଇଁ ପ୍ରାୟ ୩୦୦୦ କିଲୋଗ୍ରାମ ସେଓ ପ୍ରଦର୍ଶିତ ହୋଇଛି। ଲାଲ, ସବୁଜ ଏବଂ ସୁବର୍ଣ୍ଣ ସେଓ ଗୁଡିକ ଦେବତାମାନଙ୍କ ସମ୍ମୁଖରେ ଏବଂ ମୂର୍ତ୍ତିଗୁଡ଼ିକର ଆସନକୁ ଯାଉଥିବା ପାହାଚରେ ଛୋଟ ତ୍ରିଭୁଜାକର…

ଉତ୍ତରପ୍ରଦେଶରେ ପୁଣି ଗଣବଳତ୍କାର ଆଉ ତାପରେ ପରେ ଆତ୍ମହତ୍ୟା

ଚିତ୍ରକୁଟ: ହାଥ୍ରାସ ମାମଲା ପରେ ମଙ୍ଗଳବାର ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲାରୁ ଆସିଛି ଆଉ ଗୋଟିଏ ଗଣବଳତ୍କାର ଖବର । ଜଣେ ନାବାଳିକାକୁ ତିନି ଜଣ ପୁରୁଷ ଅପହରଣ କରି ଅନେକ ଘଣ୍ଟା ଧରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହା ପରେ ଝିଅଟି ହାତ ଓ ଗୋଡରେ ବନ୍ଧା ହୋଇ ଏକ ନର୍ସରୀରେ ଛାଡି…

ମିଶନ ୨୫୦୦୦!!

ଭୁବନେଶ୍ୱର: ମୋ ସ୍କୁଲ ଅଭିଯାନର ୧୭ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୫ଟି ଜିଲ୍ଲାରେ ୩,୧୪,୨୪,୫୬୮ ଟଙ୍କା ମୂଲ୍ୟ ବିନିମୟରେ ୨୩୬ଟି ସ୍କୁଲ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏକ ଭର୍ଚୁଆଲ୍ ମୋଡରେ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ…

ମୁକ୍ତିଲାଭ ଅପେକ୍ଷାରେ ଫିଲ୍ମ ‘ବଣ୍ଟି ଔର୍ ବବ୍‌ଲି ୨’

ମୁମ୍ବାଇ: ‘ବଣ୍ଟି ଔର୍‌ ବବ୍‌ଲି ୨’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ବରୁଣ ଶର୍ମା କହିଛନ୍ତି, ‘ବଣ୍ଟି ଔର୍‌ ବବ୍‌ଲି ୨’ ବଡ଼ ପରଦାରେ ଆସିବାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଲାଣି। 'ବଣ୍ଟି ଔର୍‌ ବବ୍‌ଲି ୨'ରେ ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ରାନୀ ମୁଖାର୍ଜୀ ତୃତୀୟ ଥର ପାଇଁ ଏକାଠି କାମ…

ଶୋଇଥିବା ବେଳେ ନାବାଳିକାଙ୍କ ଉପରେ ଫିଙ୍ଗିଲେ ଏସିଡ୍

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହାଥରସ୍ ମାମଲା ଲୋକଙ୍କ ମନରୁ ନଲିଭୁଣୁ ପୁଣି ଏକ ଚାଞ୍ଚଲ୍ୟକର ଅଘଟଣ ଘଟିଛି । ସୂଚନାନୁଯାୟୀ ଗୋନଡା ଜିଲ୍ଲାରେ ୩ ଜଣ ଦଳିତ ନାବାଳିକା ଭଉଣୀଙ୍କ ଉପରେ କେହି ଏସିଡ୍ ଫିଙ୍ଗିଥିବା ନେଇ ଅଭିଯୋଗ ହୋଇଛି । ସମ୍ପୃକ୍ତ ନାବାଳିକା ମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ…