କାମ ପାଇଁ ଖୁବଶୀଘ୍ର ଇଟାଲୀ ଫେରୁଛନ୍ତି ଓଡ଼ିଶାର ପ୍ରଥମ କୋଭିଡ ଆକ୍ରାନ୍ତ
ଭୁବନେଶ୍ୱର: ଓଡିଶାରେ ପ୍ରଥମ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରଥମ ବ୍ୟକ୍ତି ଦେବାଶିଷ ଶ୍ରୀଚନ୍ଦନ ଆସନ୍ତା ମାସ ଆରମ୍ଭରେ ନିଜ କାର୍ଯ୍ୟରେ ଯୋଗଦେବା ପାଇଁ ଇଟାଲୀ ଫେରୁଥିବା ସୂଚନା ମିଳିଛି।
ଭୁବନେଶ୍ୱରର ମୂଳ ବାସିନ୍ଦା ଦେବାଶିଷ ଇଟାଲିରୁ ଫେରିଥିଲେ । ଏହାପରେ ମାର୍ଚ୍ଚ ୧୫ ତାରିଖରେ…