ମନେ ପଡନ୍ତି କିଶୋର କୁମାର….
ମୁମ୍ବାଇ: ପ୍ରଖ୍ୟାତ ଗାୟକ କିଶୋର କୁମାରଙ୍କ ଜନ୍ମ ୪ ଅଗଷ୍ଟ ୧୯୨୯ରେ ହୋଇଥିଲା ଏବଂ ମୃତ୍ୟୁ ୧୩ ଅକ୍ଟୋବର ୧୯୮୭ରେ ହୋଇଥିଲା। ମାତ୍ର ୫୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା। କିଶୋର କୁମାରଙ୍କ ମୂଳ ନାମ ଥିଲା ଆଭାସ କୁମାର ଗାଙ୍ଗୁଲୀ। ବଡ଼ ଭାଇ ଅଶୋକ କୁମାର ଓ ଅନୂପ କୁମାର…