ଅନ୍ଲାଇନ୍ ସପିଂ; ମଗେଇଥିଲେ ବିଲେଇ ଆସିଲା ବାଘ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଅନ୍ଲାଇନ୍ର ସପିଂର ଚାହିଦା ବୃଦ୍ଧି ପାଇଛି। ବିଶେଷ କରି ଲକ୍ଡାଉନ୍ରେ ଏହାର ବ୍ୟବହାର ଅଧିକ ବଢ଼ିଯାଇଛି। କରୋନା ଯୋଗୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଥିଲା।
ଏହି ସମୟରେ କିଣାକିଣି କରିବାର ସବୁଠୁ ଭଲ ଉପାୟ…