କରୋନା ମୁକାବିଲା: ୩୦ ଜିଲ୍ଲା ପାଇଁ ୩୦ ନୋଡାଲ ଅଫିସର ନିଯୁକ୍ତି
ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଅଂଟା ଭିଡିଛନ୍ତି । କରୋନା ଲାଗି ଯେପରି କୃଷି କାର୍ଯ୍ୟ ବାଧାପ୍ରାପ୍ତ ନହେବ ସେଥିପାଇଁ ବଡ ପଦକ୍ଷେପ ନେଇଛନ୍ତି ସରକାର । ୩୦ ଜିଲ୍ଲାରେ ୩୦ ନୋଡାଲ ଅଫିସର ନିଯୁକ୍ତି…