Latest Odisha News

BREAKING NEWS

ପେଟ୍ରୋଲ ପମ୍ପ ବିସ୍ପୋରଣ ଘଟଣା: ସରକାର ଗ୍ରହଣ କରିଥିବା ପଦକ୍ଷେପର ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନ

ନୂଆଦିଲ୍ଲୀ: ଗତ ୭ତାରିଖ ଅପରାହ୍ନରେ ଭୁବନେଶ୍ୱର ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପ ବିସ୍ପୋରଣ ଘଟଣାରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଜାତୀୟ ମାନବାଧିକାର କମିଶନ ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟର ସଚିବ ଏବଂ ରାଜ୍ୟ ସରକାର ମୂଖ୍ୟ ଶାସନ ସଚିବଙ୍କୁ…

ଚିଲିକା ନିକଟରୁ ଉଦ୍ଧାର ହେଲା ଡଲଫିନର ମୃତ ଦେହ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଚିଲିକା କୂଳରେ ଥିବା ଏକ ରିସର୍ଟ ନିକଟରୁ ଏକ ଡଲଫିନ୍‌ର ଶବ ଉଦ୍ଧାର ହୋଇଛି । ସୂଚନାନୁସାରେ, କିଛି ସ୍ଥାନୀୟ ଲୋକ ୫ ଫୁଟ ଲମ୍ବ ବିଶିଷ୍ଟ ଏହି ଡଲଫିନ ଟି ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ। ସୂଚନା ପାଇବା ପରେ ଜଙ୍ଗଲ ବିଭାଗର ଅଧିକାରୀମାନେ ଡଲଫିନ…

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ: କଂଗ୍ରେସ ଘୋଷଣା କଲା ପ୍ରାର୍ଥୀଙ୍କ ନାମ

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ବାଲେଶ୍ୱର ସଦର ପାଇଁ ଦଳ ମମତା କୁଣ୍ଡୁଙ୍କୁ ଓ ତିର୍ତ୍ତୋଲ ପାଇଁ ବିଂମାଶୁ ଭୂଷଣ ମଲ୍ଲିକଙ୍କୁ ଟିକେଟ୍ ମିଳିଛି । ଦଳର ନୂଆ ମୁହଁ ଭାବେ ନିର୍ବାଚନକୁ ଓହ୍ଲାଇଥିବା…

ମାଡ଼ିଗଲା ଆମ୍ବୁଲାନ୍ସ; ଜଣେ ମୃତ

ବାଲିଅନ୍ତା: ରାଜଧାନୀ ଉପକଣ୍ଠସ୍ଥ ବାଲିଅନ୍ତାର ଭାର୍ଗଭି ବ୍ରିଜ ଉପରେ ଜଣେ ବ୍ୟକ୍ତିଙ୍କ ଉପରେ ଚଢି ଯିବାରୁ ଘଟଣାସ୍ଥଳରେ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ନରେନ୍ଦ୍ର ସାହୁ (୬୬) ବୋଲି ଜଣାପଡିଛି। ସୂଚନାନୁସାରେ, ବ୍ରିଜ ପାର ହେଉଥିବା ବେଳେ ଆମ୍ବୁଲାନ୍ସ…

ଭକ୍ତଙ୍କ ପାଇଁ ବନ୍ଦ ରହିବ ସମଲେଶ୍ବରୀ ମନ୍ଦିର

ସମ୍ବଲପୁର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅନ୍ୟ ଧାର୍ମିକ ଅନୁଷ୍ଠାନ ସହିତ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ମନ୍ଦିର ବନ୍ଦ ରହିବା ନେଇ ସୂଚନା ମିଳିଛି। ସୋମବାର ଦିନ ସମ୍ବଲପୁର ଜିଲ୍ଲାପାଳ ଏବଂ ମନ୍ଦିର ପ୍ରଶାସନ ମଧ୍ୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଚଳିତ ବର୍ଷ ଗଞ୍ଜାମରେ ପାଳନ ହେବ ନାହିଁ ଦୁର୍ଗାପୂଜା : ଜିଲ୍ଲାପାଳ

ଛତ୍ରପୁର: ଗଞ୍ଜାମରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି। ଲୋକଙ୍କ ସହଯୋଗ ଓ ଚେଷ୍ଟା ଯୋଗୁ ଏହା ହୋଇପାରିଛି। ଏଥିପାଇଁ ଗଞ୍ଜାମର ଜନସାଧାରଣଙ୍କୁ ସୋମବାର ଏକ ଭିଡିଓ ବାର୍ତ୍ତା ଜାରି କରି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଧନ୍ୟବାଦ ଦେଇଛନ୍ତି। ତେବେ ଆଗକୁ ଆହୁରି ସଜାଗ ରହିବାକୁ…

ଡି’ଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ: କୋଲକାତା ଆଗରେ ୧୯୫ ରନର ବିଜୟ ଲକ୍ଷ୍ୟ

ସାରଜା : ଚଳିତ ଆଇପିଏଲର ୨୮ତମ ମ୍ୟାଚରେ ଏବି ଡି’ଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ଓ ଅନ୍ୟମାନଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୯୫ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ଡି’ଭିଲିୟର୍ସ ବିସ୍ଫୋରକ ବ୍ୟାଟିଂ କରି ନିଜର…

ଗୁଗୁଲ ଭାଙ୍ଗିଦେବ କୋହଲିଙ୍କ ସଂସାର !

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା । ବ୍ୟାଣ୍ଡ୍ ବାଜା ବାରାତ୍‌, ପିକେ, ସୁଲତାନ, ସଂଜୁ, ସୁଇ ଢାଗାରେ ନିଜ ଅଭିନୟର ଯାଦୁ ଦେଖାଇ ଫ୍ୟାନମାନଙ୍କ ଅତି ପ୍ରିୟ ଅନୁଷ୍କା ଆଫଗାନ କ୍ରିକେଟର ରସିଦ ଖାନଙ୍କ ପତ୍ନୀ । ଏହା ଆମେ କହୁନୁ ଗୁଗୁଲ ବାବା କହୁଛନ୍ତି । ଆପଣ ଯଦି ଗୁଗୁଲରେ ରସିଦ ଖାନଙ୍କ…

କ୍ୟାଟ୍ରିନାଙ୍କ ସୁପର ହିରୋ ଫିଲ୍ମର ଶୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ

ମୁମ୍ବାଇ: ବଲିଉଡର ଗ୍ଲାମରସ ହିରୋଇନ କ୍ୟାଟ୍ରିନା କୈଫ ଖୁବ୍ ଶୀଘ୍ର ଏକ ସୁପର ହିରୋ ଫିଲ୍ମ କରିବାକୁ ଯାଉଛନ୍ତି । ଏଥିରେ ସୁପର ଓମ୍ୟାନ ଭୂମିକାରେ ସେ ଅଭିନୟ କରିବେ । ଖୁବ୍ ଶୀଘ୍ର ଏହାର ଶୁଟିଂ ଦୁବାଇରେ ଆରମ୍ଭ ହେବାକୁ ଯାଉଛି । ଅଲୀ ଆବାସ ଜାଫର ଏହି ଫିଲ୍ମଟିକୁ ତିଆରି କରୁଛନ୍ତି ।…

କୋଭିଡ କଟକଣା ମଧ୍ୟରେ ଗଡିବ ମା’ ବିରଜାଙ୍କ ରଥ

ଯାଜପୁର: କୋଭିଡ କଟକଣା ମଧ୍ୟରେ ମା' ବିରଜାଙ୍କ ରଥ ଗଡିବା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଏସମ୍ପର୍କରେ ଆଜି ଯାଜପୁର ଜିଲ୍ଲପାଳ ଏସପି ମନ୍ଦିର ପ୍ରଶାସକ ତଥା ଉପଜିଲ୍ଲାପାଳଙ୍କ ସହ ମନ୍ଦିର ସେବାୟତଙ୍କ ବୈଠକ ଏକ ଅନୁଷ୍ଠିତ ହୋଇଛି । ଆୟୋଜିତ ଏହି ବୈଠକରେ ହାଇକୋର୍ଟଙ୍କ…