Latest Odisha News

BREAKING NEWS

ଲକଡାଉନ୍‌ ନୂଆ ଗାଇଡଲାଇନ୍: କ’ଣ ରହିବ ଖୋଲା କ’ଣ ରହିବ ବନ୍ଦ, ଜାଣନ୍ତୁ

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡ ଲାଇନ୍ ଜାରି କରାଯାଇଛି । ତେବେ କେନ୍ଦ୍ରର ଏହି ନୂଆ ଗାଇଡ ଲାଇନ୍‌ରେ କାହା ଉପରେ ରହିଛି କଟକଣା ଆଉ କାହା ଉପରୁ କୋହଳ କରାଯାଇଛି କଟକଣା ସେ ନେଇ ଆସନ୍ତୁ ଜାଣିବା । କ’ଣ ବନ୍ଦ ରହିବ -ବସ୍‌,…

ଲକଡାଉନ୍ ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ୍ ଜାରି

ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶରେ ଲକଡାଉନ୍ ଅବଧିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ୩ ତାରିଖ ଯାଏଁ ବୃଦ୍ଧି କରିବା ପରେ ଆଜି ଆସିଛି ନୂଆ ଗାଇଡଲାଇନ୍ । ବାହାରକୁ ବାହାରିଲେ ମାସ୍କ ପିନ୍ଧିତା ବାଧ୍ୟତା ମୂଳକ କରାଯାଇଛି । ସେହିପରି ସର୍ବସାଧାରଣରେ ଛେପ ପକାଇବା ବାରଣ କରାଯାଇଛି ।…

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ମାନି ମାସିକ ଫି ହ୍ରାସ କଲା ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌

ଭୁବନେଶ୍ୱର: ଲକ୍‌ଡାଉନକୁ ଦୃଷ୍ଟିରେ ରଖି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପ୍ରଥମ ତିନିମାସର ଫି ହ୍ରାସ କରିଛି । ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି ଯେ, ଅଭିଭାବକମାନେ ଏନେଇ ଆବେଦନ କରି ଏହି ସ୍କୁଲ୍ ଫି ପାଇପାରିବେ । ଯଦି ଏହି ଲକ୍‌ଡାଉନର ଅବଧି ଆଗକୁ ଆହୁରି…

କରୋନା ମୁକାବିଲା: ସାନିଟାଇଜ ହେଲା ସ୍ୱର୍ଗଦ୍ୱାର

ପୁରୀ: ପୁରୀ ସ୍ୱର୍ଗଦ୍ୱାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାନିଟାଇଜ ଓ ପାଣି ସ୍ପ୍ରେ କରାଯାଇଛି । ବୁଧବାର ସକାଳୁ ୨ ରୁ ଅଧିକ ଅଗ୍ନିଶମ ବାହିନୀ ଗାଡି ସହାୟତାରେ ସ୍ୱର୍ଗଦ୍ୱାରରେ ପାଣି ସ୍ପ୍ରେ କରାଯିବା ପାଇଁ ନିୟୋଜିତ ହୋଇଛି । ସ୍ୱର୍ଗଦ୍ୱାର ଭିତର ଓ ଏହାର ଚତୁର୍ପାଶ୍ୱ ସହ ଏହାସହ…

କରୋନା ଅପଡେଟ୍‌; କାହିଁକି ଚର୍ଚ୍ଚାରେ ଆସାମ୍ ଟ୍ରାଫିକ ପୋଲିସ୍ ?

ଆସାମ: ସୋସିଆଲ୍ ମିଡିଆରେ ଭାଇରାଲ୍ ଆସାମ୍ ଟ୍ରାଫିକ ପୋଲିସଙ୍କ ଭିଡିଓ । ଲକ୍‌-ଡାଉନ୍ ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ପାରମ୍ପରିକ ରୋଙ୍ଗାଲି ବିହୁ ଉତ୍ସବ ପାଳନ କରିବାରେ ନଜର ଆସିଥିଲେ ଆସାମ ଟ୍ରାଫିକ୍ ପୋଲିସ । #WATCH Assam: Traffic Police personnel in Guwahati…

ଲକ୍‌ଡାଉନ୍ ପ୍ରଭାବ: ଶ୍ରଦ୍ଧାଳୁଙ୍କ ବିନା ଉପସ୍ଥିତିରେ ପାଳିତ ହେବ ଚନ୍ଦନ ଯାତ୍ରା !

ପୁରୀ: କରୋନା ମହାମାରୀ ସଂକ୍ରମଣ ରୋକିବା ଲାଗି ଏବେ ଓଡ଼ିଶା ସମେତ ସାରା ଭାରରେ ଚାଲିଛି ଲକ୍‌ଡ଼ାଉନ୍ । ଲକ୍‌ଡ଼ାଉନ୍ ପ୍ରଭାବରେ ପୁରୀରେ କିପରି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଳିତ ହେବ ଏବେ ସେନେଇ ବିଭିନ୍ନ ମହଲରେ ଚିନ୍ତା ଉପୁଜିଛି । ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଅକ୍ଷୟ ତୃତୀୟାରେ…

ନିରାଡମ୍ବର ଭାବେ ପାଳିତ ହେବ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ

ଭୁବନେଶ୍ୱର: ଓଡ଼ିଆର ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ ଏପ୍ରିଲ ୧୭ରେ ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳନ କରାଯିବ। ସମଗ୍ର ମାନବ ସମାଜ କରୋନା ଭଳି ମହାମାରୀକୁ ମୁକାବିଲା କରୁଛି, ଏହାକୁ ଦୃଷ୍ଟିରେ ରଖି ପ୍ରବାଦ…

ଆମେରିକାର ମୃତ୍ୟୁର ତାଣ୍ଡବ: ୨୪ ଘଣ୍ଟାରେ କରୋନା ନେଲା ୨ ହଜାରରୁ ଅଧିକ ମୁଣ୍ଡ

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ପ୍ରଭାବ ସର୍ବାଧିକ ଆମେରିକାରେ ହିଁ ରହିଛି । ଗତ ୨୪ ଘଣ୍ଟାରେ ଏଠାରେ ରେକର୍ଡ ସଂଖ୍ୟକ ମୃତ୍ୟୁ ଘଟୁଛି। ଗତ ୨୪ ଘଣ୍ଟାରେ ୨ ହଜାର ୨୨୮ ଜଣଙ୍କ…

ବାଲୁକା କଳାର ଅନନ୍ୟ ପ୍ରତିଭା ସୁଦର୍ଶନ ପଟ୍ଟନାୟକଙ୍କର ଆଜି ଜନ୍ମଦିନ, ଜାଣନ୍ତୁ ତାଙ୍କ ବିଷୟରେ କିଛି କଥା

ଭୁବନେଶ୍ୱର: ବାଲୁକା କଳା କଥା ଶୁଣିଲେ ପ୍ରଥମେ ମନକୁ ଆସେ ଓଡ଼ିଶାର ସୁଦର୍ଶନ ପଟ୍ଟନାୟକଙ୍କ କଥା । ଅଦିତ୍ୟିୟ କଳାର ସମ୍ଭାର ଥାଏ ତାଙ୍କ ହାତରେ । ପୁରୀ ବେଳାଭୂମି ହେଉ କିମ୍ବା ଅନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବ, ସବୁଆଡେ ତାଙ୍କରି କଳା ଓ ତାଙ୍କରି ଛାପ । ତାଙ୍କ ସ୍ପର୍ଶରେ ପ୍ରାଣ ହୀନ…

କରୋନା ମହାମାରୀ ପ୍ରଭାବ; ବିଜ୍ଞାପନ ଦର ହ୍ରାସ କଲା ଫେସ୍‌ବୁକ୍ !

ସାନ୍ ଫ୍ରାନ୍ସିସ୍କୋ: ସମସ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସ୍ପଷ୍ଟ ଦେଖିବାକୁ ମିଳିଛି କରୋନା ମହାମାରୀ ପ୍ରଭାବ । ଶେଷରେ ବିଜ୍ଞାପନ ଦର ହ୍ରାସ କଲା ବିଶ୍ୱର ଅଗ୍ରଣୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍ । #Facebook has reportedly cut its advertisement rates by nearly…