Latest Odisha News

BREAKING NEWS

ପଣା ସଂକ୍ରାନ୍ତି: ଖୋର୍ଦ୍ଧା ଜିଲ୍ଲାର ୭ ମନ୍ଦିରରେ ୧୪୪ ଧାରା ଜାରି

ଖୋର୍ଦ୍ଧା: ଓଡିଆ ପଞ୍ଜିକାର ପ୍ରଥମ ଦିନ ତଥା ପଣା ସଂକ୍ରାନ୍ତି ଅବସରରେ ମନ୍ଦିରରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଦିନ ୭ଟି ପ୍ରମୁଖ ମନ୍ଦିରରେ ଧାରା ୧୪୪ ଲାଗୁ କରାଯାଇଛି। ଯାହା ଫଳରେ କୋଭିଡ-୧୯କୁ ନେଇ ସାମାଜିକ ଦୂରତା ବଜାୟ ରହିପାରିବ। ନିଷେଧାଦେଶ…

ଜୟପୁରରେ କାର୍ଯ୍ୟକ୍ଷମ ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ

ଜୟପୁର: ଜୟପୁର ସହରରେ ସୋମବାର ଦିନ ଏକ କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଅଞ୍ଚଳରେ ଥିବା ପୁରୁଣା ସବ-ଡିଭିଜନାଲ ହସ୍ପିଟାଲକୁ କରୋନା ପୀଡିତ ରୋଗୀଙ୍କ ଚିକିତ୍ସା ପାଇଁ କୋଭିଡ-୧୯ ହସ୍ପିଟାଲରେ ପରିଣତ କରାଯାଇଛି। ଯେଉଁଥିରେ ୧୫୦ଟି ଶଯ୍ୟା ରହିଛି।…

ଅନ୍‌ଲାଇନ୍‌ରେ ମଦ ବିକ୍ରି କରିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ରେ ମଦ ବିକ୍ରି ଓ ହୋମ୍ ଡେଲିଭରୀ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେ ମଦ କମ୍ପାନୀ । ଲକ୍‌ଡାଉନ୍ ଯୋଗୁଁ ମଦ ଦୋକାନଗୁଡିକ ବନ୍ଦ ରହିଛି । ତେଣୁ ଏଥିପାଇଁ ଅନେକ କ୍ଷତି ସହୁଛନ୍ତି ମଦ ବ୍ୟବସାୟୀ । ଯେଉଁ ସ୍ଥାନରେ କରୋନା ବ୍ୟାପି ନାହିଁ ସେହି…

କରୋନା ଲକଡାଉନ: ଅଫିସକୁ ଫେରୁଛନ୍ତି କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ସରିବାର ଗୋଟିଏ ଦିନ ପୂର୍ବରୁ ତଥା ସୋମବାର ଦିନ କିଛି କେନ୍ଦ୍ର ମନ୍ତ୍ରୀ ଏବଂ ସରକାରୀ କର୍ମଚାରୀ ନିଜନିଜର ଅଫିସକୁ ଯିବା ଆରମ୍ଭ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କୋଭିଡ-୧୯ ଲକଡାଉନ ବେଳେ ଘରୁ କାର୍ଯ୍ୟ କରୁଥିବା…

ଭୁବନେଶ୍ୱରରେ କୋହଳ ହେବନି ଲକଡାଉନ୍ କଟକଣା: ଏସ୍‌ଆର୍‌ସି

ଭୁବନେଶ୍ୱର: ଭୁବନେଶ୍ୱରରେ କୋହଳ ହେବନି ଲକଡାଉନ୍ ନିୟମ । ସର୍ବାଧିକ କରୋନା ଆକ୍ରାନ୍ତ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ କୌଣସି ନିୟମ କୋହଳ କରାଯିବ ନାହିଁ । ରାଜଧାନୀ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଆସିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ…

ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପବିତ୍ର ପଣା ସଂକ୍ରାନ୍ତି । ଓଡ଼ିଆ ନବବର୍ଷ । ଏହି ଅବସରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ଟ୍ୱିଟ୍ କରି ପବିତ୍ର ଓଡ଼ିଆ ନବବର୍ଷ, ମହା ବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା…

ରୋଗ ପ୍ରତିରୋଧକ ଶକ୍ତି ବଢାଏ ପଖାଳ !

ଭୁବନେଶ୍ୱର: ବଢିଚୁରା ସାଙ୍ଗକୁ ମାଛ ଭଜା ହେଉ କି ଭର୍ତ୍ତା, ଗରମ ଦିନରେ ଦହି ପଖାଳର ମଜ୍ଜା ଏବେ ସମସ୍ତେ ନେବାରେ ଲାଗିଛନ୍ତି । ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ଗରମରେ ଓଡ଼ିଶାର ଘରେ ଘରେ ସକାଳୁ କଂସାଏ ପଖାଳ ଖୋଜାପଡ଼ିଥାଏ । ସାଧାରଣ ଦିନ ଅପେକ୍ଷା ଖରାଦିନରେ ପଖାଳର ମଜ୍ଜା ପ୍ରକୃତରେ ନିଆରା…

ଶ୍ରୀମନ୍ଦିରରେ ଶ୍ରୀହନୁମାନ ଦେବଙ୍କର ଜନ୍ମୋତ୍ସବ ପାଳିତ ହୋଇଥାଏ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ପଣା ସଂକ୍ରାନ୍ତି ବହୁ ଜାକମକରେ ପାଳିତ ହୁଏ । କରୋନା ଯୋଗୁ ଯାଗାଘରଗୁଡିକ ବନ୍ଦ ରହିଛି । ଏଠାରେ ପହିଲିମାନ ମାନେ ହନୁମାନଙ୍କୁ ଆରାଧାନ କରିବା ସହ କୁସ୍ତି ଲଢ଼ିଥାନ୍ତି । ପଣା, ଛତୁଆରେ ଶ୍ରୀକ୍ଷେତ୍ର ଭାସିଥାଏ କହିଲେ ଭୁଲ ହେବ ନାହିଁ । ଆଜିର ଦିନରେ ପୁରୀରେ…

ପୁଣି ଭୂକମ୍ପରେ ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ: ପୁଣି ଥରିଲା ଦିଲ୍ଲୀ । ଲଗାତର ଦ୍ୱିତୀୟ ଦିନରେ ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୭ ରେକର୍ଡ କରାଯାଇଛି । ସୋମବାର ଦ୍ୱିପହରରେ ଦିଲ୍ଲୀ ଏନ୍‌ସିଆର୍‌ରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଦିଲ୍ଲୀ ରହିଥିବା…

ଦିଲ୍ଲୀ ପୋଲିସକୁ ଉୁରୁଗୁଏ ମହିଳାଙ୍କ ଖୋଲା ଚ୍ୟାଲେଂଜ !

ନୂଆଦିଲ୍ଲୀ: ଶନିବାର ଜଣେ ଉୁରୁଗୁଏ ମହିଳା ଦିଲ୍ଲୀ ପୋଲିସକୁ କରିଥିଲେ ଖୋଲା ଚ୍ୟାଲେଂଜ । ମାସ୍କ ପିନ୍ଧିବା ନେଇ ପୋଲିସ ପରାମର୍ଶ ଦେଇଥିଲା । ହେଲେ ପୋଲିସର କଥା ଶୁଣିବା ବଦଳରେ ମହିଳା କରିଥିଲେ ଓଲଟା ଭାଷଣବାଜି । ଦିଲ୍ଲୀ ସରକାର ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି ।…