ଗଞ୍ଜାମରେ ବନ୍ଦ ହେଲା ମେରୁ ଯାତ୍ରା
ଗଞ୍ଜାମ: ସୋମବାର ଗଂଜାମରେ ହେବାକୁ ଥିବା ମେରୁ ଯାତ୍ରାକୁ ବନ୍ଦ କରାଯାଇଛି । ଏନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହି ଯାତ୍ରା ପାଇଁ କେହି ମଧ୍ୟ ଘରୁ ବାହାରିବେ ନାହିଁ ।
କରୋନା ମହାମାରୀ ମୁକାବିଲା ପାଇଁ ସାମାଜିକ ଦୂରତା ବଜାୟ ରଖିବା…