ତାଲାବନ୍ଦ ବେଳେ ଝାରପଡା ଅଂଚଳର ଦୁଇଟି ଘରୁ ଚୋରି
ଭୁବନେଶ୍ୱର: ମହାମହାରୀ କରୋନାକୁ ନେଇ ସାରା ଦେଶରେ ୨୧ ଦିନିଆ ତାଲାବନ୍ଦ ପଡିଛି । ଏହାରି ଭିତରେ ରାଜଧାନୀ ଭୁବନେଶ୍ୱର ଦୁଇଟି ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଝାରପଡା ବୈରାଗୀ ନଗର ଅଂଚଳରେ ଏହି ଘଟଣା ଘଟିଛି । ଏହି ଅଂଚଳର ୨ଟି ଘରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ…