କରୋନା ସହ ଲଢେଇ: ଭଦ୍ରକରେ ଖୋଲିଲା କୋଭିଡ୍-୧୯ ହସ୍ପିଟାଲ୍
ଭଦ୍ରକ: କରୋନା ମହାମାରୀର ମୁକାବିଲା ଲାଗି ଭଦ୍ରକ ସହରରେ ଶନିବାର ଦିନ କୋଭିଡ୍-୧୯ ହସ୍ପିଟାଲର ଶୁଭାରମ୍ଭ ହୋଇଛି । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି ହସ୍ପିଟାଲଟି ଏକ ସଂପ୍ରସାରିତ ଅଂଶ ।
ଏହି କୋଭିଡ୍-୧୯ ହସ୍ପିଟାଲରେ ୧୨୦ଟି ଶଯ୍ୟା ରହିଛି । ହସ୍ପିଟାଲରେ ଭେଣ୍ଟିଲେଟର୍ ସହିତ…