୧୫ ଦିନ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଗଚ୍ଛିତ ରଖିବାକୁ ୩ ସେନାଙ୍କୁ ସରକାରଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ସୀମାରେ ଚୀନ ସହ ଉତେଜନା ପୂର୍ଣ୍ଣ ପରିସ୍ଥିତି ସମୟରେ ଭାରତ ସରକାର ରବିବାର କଡା ପଦକ୍ଷେପ ଗ୍ରହଣ କରିଛି । ୩ ସେନାଙ୍କୁ ୧୫ ଦିନ ପାଇଁ ଯୁଦ୍ଧ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲଦାଖର ପୂର୍ବାଂଚଳରେ ଚୀନ ଉତେଜନା ସୃଷ୍ଟି…