‘ମୁସ୍କୁରାଏଗା ଇଣ୍ଡିଆ’ ଗୀତକୁ ମୋଦିଙ୍କ ପ୍ରଶଂସା
ନୂଆଦିଲ୍ଲୀ: ବର୍ତ୍ତମାନ ପୁରା ଭାରତ କରୋନା ବିରୋଧରେ ଲଢେ଼ଇ କରୁଛି । ଏଥିରେ ବଲିଉଡ ମଧ୍ୟ ସରକାରଙ୍କ ସହ ଛିଡା ହୋଇଛି । ନିକଟରେ ବଲିଉଡ ଅଭିନେତା ଓ ଅଭିନେତ୍ରୀମାନେ ମିଶି ନିଜ ନିଜ ଘରେ ରହି ଏକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓ ସୁଟ ପାଇଁ କେହି ହେଲେ ବାହାରକୁ ବାହାରିନଥିଲେ । ଏହି…