କରୋନା ପାଇଁ ସଞ୍ଜିବନୀ ସାବ୍ୟସ୍ତ ହେଉଛି ହାଇଡ୍ରୋକ୍ସିକ୍ଲୋରୋକୁଇନ୍ : ଆମେରିକା ପରେ ବ୍ରାଜିଲ ମାଗିଲା ଔଷଧ
ନୂଆଦିଲ୍ଲୀ:ଭାରତ ପ୍ରସ୍ତୁତ ହାଇଡ୍ରକ୍ସି କ୍ଲୋରୋକୁଇନ ଡିମାଣ୍ଡ ବଢ଼ିବାରେ ଲାଗିଛି । ଆମେରିକା ପରେ ବ୍ରାଜିଲ ଭାରତକୁ ଏହି ଔଷଧ ମାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲଶୋନାରୋ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପଠାଇବା ପାଇଁ ନିବେଦନ…