ବାଲେଶ୍ଵରରେ ବନ୍ୟା ପରିସ୍ଥିତି
ବାଲେଶ୍ଵର: ଉପରମୁଣ୍ଡରେ ପ୍ରବଳ ବର୍ଷା ହେତୁ ସୋମବାର ଦିନ ଜାଲକା ନଦୀର ଜଳସ୍ତର ବିପଦ ସଙ୍କେତଠାରୁ ଉପରେ ପ୍ରବାହିତ ହେଉଛି।
ଏହାପରେ ବାଲେଶ୍ଵର ଜିଲ୍ଲାରେ ଦୁଇଟି ବ୍ଲକରେ ଆତଙ୍କ ଖେଳିଯାଇଛି।
ନଦୀର ବିପଦ ସଂକେତ ସ୍ତର ୫.୫ ରହିଥିବା ବେଳେ ସକାଳ ୯ ଟା ସୁଦ୍ଧା ଏଠାରେ ଜଳସ୍ତର ୬.୨୩…