Latest Odisha News

BREAKING NEWS

କୋଭିଡ କଟକଣାକୁ ଫୁ’, ଫୁଟବଲ ମ୍ୟାଚ୍‌ର ମଜା ନେଲେ ଶହ ଶହ ଲୋକ

ଲମତାପୁଟ: କୋଭିଡ କଟକଣାକୁ ଫୁ’ । ଖୁଲମଖୁଲା କୋଭିଡ ନିୟମ ଉଲ୍ଲଂଘନ । ଜମିଲା ଫୁଟବଲ ମ୍ୟାଚ୍ । ଏକାଠି ହୋଇ ମ୍ୟାଚ୍ ଦେଖିଲେ ଶହଶହ ଲୋକ । କରୋନା ସଙ୍କଟ ଭିତରେ ଏଭଳି ଏକ ଚିତ୍ର ଆସିଛି କୋରାପୁଟ ଜିଲ୍ଲା ଲମତାପୁଟରୁ । ମ୍ୟାଚର ମଜା ନେବା ପାଇଁ କେହି ସାମାଜିକ ଦୂରତା ନିୟମ ପାଳନ…

ଘର ଭିତରେ ପଶିଗଲା ଟ୍ରକ, ୩ ଗୁରୁତର

ବଡବିଲ: ରାତିରେ ଶୋଇଥିବା ବେଳେ ଘର ଉପରେ ମାଡ଼ିଗଲା ହାଇଓ୍ୱା । ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଅନ୍ତର୍ଗତ ଡର୍ବି ଛକରେ । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଏହି ଦୁର୍ଘଟଣା ଘଟିଛି ।…

ଆଜି ବିଶ୍ବ ସ୍ଥାପତ୍ୟ ଦିବସ। ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଦିନ

ପ୍ରତିବର୍ଷ ଅକ୍ଟୋବର ମାସ ପ୍ରଥମ ସୋମବାର ଦିନ ୟୁନିୟନ୍‌ ଇଣ୍ଟରନ୍ୟାସନାଲ୍‌ ଡେସ୍‌ ଆର୍କିଟେକ୍‌ସ ଆନୁକୂଲ୍ୟରେ ୨୦୦୫ ମସିହାରୁ ଏହି ଦିନ ପାଳିତ ହେଉଛି। ସ୍ଥପତି ଓ ସ୍ଥାପତ୍ୟ ସମ୍ପର୍କରେ ଚିନ୍ତା କରିବା ଏବଂ ଏହାର ବିକାଶ ଦିଗରେ ପ୍ରୟାସ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ବହୁ ପୁରାତନ…

ହସ୍ପିଟାଲରୁ ଡିସଚାର୍ଜ ହେଲେ ଟ୍ରମ୍ପ

ୱାଶିଂଟନ: କରୋନାରୁ ସୁସ୍ଥ ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଜି ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏନେଇ ସୂଚନା ମିଳିଛି । ସେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଗକୁ ନିର୍ବାଚନ…

ବିହାର ନିର୍ବାଚନ: ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରୁଛି ବିଜେପି । ଗତକାଲି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏନେଇ ବିଚାରବିମର୍ଶ ହୋଇଛି । ମେଣ୍ଟରେ ବିଜେପି ଭାଗରେ ପଡ଼ିଥିବା ୧୨୧ ଆସନ ପାଇଁ ମାନସମନ୍ଥନ ହୋଇଥିଲା । ୯୦ ଆସନରେ ପ୍ରାର୍ଥୀ ତାଲିକା…

୬ ମାସ ପରେ ସୁଟିଂ ସେଟରେ ସଲମାନ, ଆରମ୍ଭ ହେଲା ‘ରାଧେ’ର ସୁଟିଂ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଠପ୍ ହୋଇ ଯାଇଥିଲା ସାରା ବିଶ୍ୱ । ଏବେ ସ୍ୱାଭାବିକ ପରିସ୍ଥିତି ଫେରୁଛି । ପୁଣି ଥରେ ଆରମ୍ଭ ହୋଇଛି ଫିଲ୍ମ ସୁଟିଂ । ଅପକମିଂ ଫିଲ୍ମ ‘ରାଧେ’ର ସୁଟିଂ ଆରମ୍ଭ କରିଛନ୍ତି ସଲମାନ ଖାନ । ଏନେଇ ନିଜେ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ସଲମାନ୍ । ଫଟୋ ସେୟାର…

ପିପିଇ କିଟ୍ ଭିତରେ ଗଞ୍ଜେଇ ଚାଲାଣ, ଧରିଲା ପୋଲିସ

ଭୁବନେଶ୍ୱର: ଗଞ୍ଜେଇ ଚାଲାଣର ନୂଆ ଫର୍ମୁଲା । କରୋନା ମହାମାରୀର ଫାଇଦା ଉଠାଇ ଆମ୍ବୁଲାନ୍ସ ଭିତରେ ପିପିଇ କିଟ୍ ଘୋଡାଇ ଗଞ୍ଜେଇ ଚାଲାଣ ହେଉଛି । ପୋଲିସ ଆମ୍ବୁଲାନ୍ସ ସହ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ ରଖିଛି । ଘଟଣା ଘଟିଛି ଗଂଜମା ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢ଼ାମ୍ବରେ ।…

ଡକାୟତି ଘଟଣାର ପର୍ଦ୍ଦାଫାଶ, ପୋଲିସ କବ୍‌ଜାରେ ୨ ବ୍ୟାଙ୍କ ଲୁଟେରା

ଭୁବନେଶ୍ୱର: ଭୁବନେଶ୍ୱରର ମଂଚେଶ୍ୱର ବରୀମୁଣ୍ଡ ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି । କମିଶନରେଟ୍ ପୋଲିସ ଏଥିରେ ସମ୍ପୃକ୍ତ ଥିବା ୨ ଡକାୟତଙ୍କୁ ଗିରଫ କରିଛି । ଏଥିସହ ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ସେପଟେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ତାକୁ…

ବିିପଦ ସଂକେତ ଡେଇଁଲା ଜଳକା

ବାଲେଶ୍ୱର: ବିପଦ ସଂକେତ ଡେଇଁଲା ଜଳକା । ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀ ଠାରେ ବିପଦ ସଂକେତ ଟପିଛି ଜଳକା ନଦୀ । ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ଏବେ ୬.୨୩ ମିଟରରେ ଜଳ ପ୍ରଭାବିତ ହେଉଛି । ଲଘୁଚାପ ଜନିତ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ନଦୀର…

ଆଜି ପ୍ରକାଶ ପାଇବ ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍‌

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ । କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରଥମ ବର୍ଷର ନାମଲେଖା ପାଇଁ ଅପରାହ୍ନରେ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ । ଦ୍ୱିତୀୟ ମେଧା ତାଲିକାରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ୬ରୁ ୮…