ଘରେ ତିଆରି କରି ମାସ୍କ ପିନ୍ଧନ୍ତୁ: କେନ୍ଦ୍ର ସରକାର
ନୂଆଦିଲ୍ଲୀ: ପଦାକୁ ବାହାରୁ ଥିବା ସୁସ୍ଥ ବ୍ୟକ୍ତିମାନେ ଘରେ ତିଆରି କରି ମାସ୍କ ପିନ୍ଧନ୍ତୁ । ଏନେଇ ଆଜି କେନ୍ଦ୍ର ସରକାର କହିଛନ୍ତି । ମହାମାରୀ କରୋନା ଭାଇରସର ମୁକାବିଲା ଓ ସାମାଜିକ ସୁରକ୍ଷା ନିମନ୍ତେ ବାହାରକୁ ବାହାରୁଥିବା ସୁସ୍ଥ ବ୍ୟକ୍ତିମାନେ ଘର ତିଆରି ଫେସ୍ ମାସ୍କ ପିନ୍ଧନ୍ତୁ ବୋଲି…