Latest Odisha News

ଆମେରିକାରେ କରୋନା ତାଣ୍ଡବ: ଅଢେଇ ଲକ୍ଷ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ୱାସିଂଟନ: ଆମେରିକାରେ କରୋନା ରଚୁଛି ମୃତ୍ୟୁର ତାଣ୍ଡବ । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଦେଇଥିବା ତତଥ୍ୟ ଅନୁଯାୟୀ ସଂକ୍ରମଣରେ ବିଶ୍ୱରେ ସର୍ବାଧିକ ମାମଲା ସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫,୦୬୬ ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୬୦୭୫ ର ପହଞ୍ଚିଛି । ଆମେରିକାର ନ୍ୟୁୟର୍କ ସହରରେ…

କରୋନା ମହାମାରୀ: ଭାରତରେ ୨ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଅଣାୟତ ହେଉଛି କରୋନା । ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଗୁରୁବାର ସନ୍ଧ୍ୟା ସୁଦ୍ଧା ଏହି ସଂଖ୍ୟା ୨୦୬୮ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩-୪-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା  ଅପ୍ରେଲ  ତା ୩ ରିଖ  ଶୁକ୍ରବାର ମୀନ ୨୧ ଦିନ ଚୈତ୍ର ମାସ  ଶୁକ୍ଳ ପକ୍ଷ  ଦଶମୀ   ତିଥି   ପୂଷ୍ଯା  ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-:  ବିଛା ଧନୁ ଓ ମୀନ  ରାଶିର     ଆଜି: କଳମ୍ବୀ ଶାଗ  ଖାଇବା…

କୋଭିଡ-୧୯; ଜାଣନ୍ତୁ କେଉଁ ରାଜ୍ୟରେ ବଳଦ ଓ ମଇଁଷି ପିନ୍ଧୁଛନ୍ତି ମାସ୍କ ?

ମଧ୍ୟପ୍ରଦେଶ: ଦିନକୁ ଦିନ ବଢିବାରେ ଲାଗିଛି କରୋନା ପ୍ରକୋପ । ଦେଶରେ ଜାରି ହୋଇଛି ୨୧ଦିନିଆ ଲକ୍‌-ଡାଉନ୍ । କରୋନାଠୁ ରକ୍ଷା ପାଇବା ପାଇଁ ଲୋକେ ମାସ୍କ ଓ ସାନିଟାଇଜର୍ ବ୍ୟବହାର କରିବା ସହ ଏକାନ୍ତବାସରେ ବି ରହୁଛନ୍ତି । ମଧ୍ୟପ୍ରଦେଶର ସିହୋର୍ ଜିଲ୍ଲାର ଚନ୍ଦେରୀ ଗାଁରେ କିଛି ନୂଆ…

୨୬୧ ରେଳ କୋଚ୍‌କୁ ସଂଗରୋଧ ପାଇଁ ପ୍ରସ୍ତୁତ କରୁଛି ପୂର୍ବତଟ ରେଳପଥ

ଭୁବନେଶ୍ୱର: କୋଭିଡ଼୍‌-୧୯ ସଂକ୍ରମଣ ବୃଦ୍ଧି ସହିତ ସାରା ଦେଶରେ ଅଧିକ ସଂଖ୍ୟକ ସଂଗରୋଧ ବ୍ୟବସ୍ଥାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ୨୬୧ଟି ଯାତ୍ରୀବାହୀ ରେଳ କୋଚ୍‌କୁ ସଂଗରୋଧ ବା କ୍ୱାରେନ୍‌ଟାଇନ୍ ସୁବିଧା ପ୍ରଦାନ ପାଇଁ ରୂପାନ୍ତର କରାଯାଉଛି । ଏହି କୋଚ୍ ଗୁଡ଼ିକରେ…

କରୋନା ଆତଙ୍କ: ଚୀନର ଏହି ସହରରେ କୁକୁର, ବିଲେଇ ଖାଇବା ହେଲା ବ୍ୟାନ୍ !

ବେଜିଂ: ଚୀନର ଅଧିକାଂଶ ସହରରେ ବିଭିନ୍ନ ଜୀବଜନ୍ତୁଙ୍କ ମାଂସ ବିକ୍ରି ହେଉଥିବାର ପ୍ରାୟ ସମସ୍ତେ ଜାଣନ୍ତି । ଗତ ଡିସେମ୍ବର ଓ ଜାନୁଆରୀ ମାସ ଆରମ୍ଭରେ କରୋନା ସଂକ୍ରମଣ ଯୋଗୁଁ ଏହା ମହାମାରୀ ରୂପେ ଚୀନରୁ ସାରା ବିଶ୍ୱକୁ ବ୍ୟାପୀ ଯାଇଥିଲା । ତେବେ ସେନଝେନ ପ୍ରଥମ ଚୀନା ସହର ଭାବେ କୁକୁର ଓ…

କୋଭିଡ୧୯ ଟେଷ୍ଟିଂ କିଟ୍ ପାଇଁ ଭୋପାଳର ଏକ କମ୍ପାନିକୁ ଆଇସିଏମଆର ଅନୁମତି

ଭୋପାଳ: ମହାରାଷ୍ଟ୍ରର ମାଇଁ ଲ୍ୟାବ୍ ପରେ ଭାରତର ଦ୍ୱିତୀୟ କମ୍ପାନି ଭାବେ ଭୋପାଳର ଥ୍ରୀବି ବ୍ଲାକବାୟୋ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭିଡ୧୯ ଟେଷ୍ଟିଂ କିଟ୍‌କୁ ଆଇସିଏମଆର ସ୍ୱୀକୃତି ମିଳିଥିବା ଜଣାପଡିଛି । କିଲପେଷ୍ଟ ଇଣ୍ଡିଆ ଲିମିଟେଡର ସହଯୋଗୀ କମ୍ପାନୀ ଥ୍ରୀବି ବ୍ଲାକବାୟୋ ବାୟୋଟେକ୍‌କୁ…

କରୋନା ସହାୟତା; ସମସ୍ତଙ୍କୁ ପଛରେ ପକାଇଲେ କିଙ୍ଗ ଖାନ୍ ଶାହରୁଖ !

ମୁମ୍ବାଇ: କରୋନା ବିରୋଧୀ ଲଢେଇରେ ଏକାଧିକ କ୍ରମରେ ସହାୟତା ଦେବେ ବଲିଉଡ୍ ସୁପରଷ୍ଟାର୍‌ ଶାହରୁଖ ଖାନ୍ । ଗୋଟିଏ କି ଦୁଇଟି ନୁହେଁ ସାତସାତଟି ସଂସ୍ଥାଙ୍କୁ କରୋନା ବିରୋଧି ଲଢେଇରେ ସେ ସହଯୋଗ କରିବେ । In these times it’s imp to make everyone around u working tirelessly…

ବ୍ରହ୍ମପୁର, ବୁର୍ଲା ଓ ରାଉରକେଲାରେ କୋଭିଡ୧୯ ପରୀକ୍ଷା ଅନୁମତି ପାଇଁ ଆଇସିଏମଆର୍‌କୁ ଓଡିଶାର ଅନୁରୋଧ

ଭୁବନେଶ୍ୱର: ରାଜ୍ୟରେ ସନ୍ଦିଗ୍ଧ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରୁ ବ୍ରହ୍ମପୁର, ବୁର୍ଲା ଓ ରାଉରକେଲାରେ କୋଭିଡ୧୯ ପରୀକ୍ଷା ଅନୁମତି ଦେବାକୁ ଆଇସିଏମଆର ନୂଆଦିଲ୍ଲୀକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଏହି କ୍ରମରେ…

କୋଭିଡ୍‌-୧୯: ୪୯ ଥର କଲ୍ କଲାପରେ ଯାଇ ଫୋନ୍ ରିସିଭ୍ କଲେ କରୋନା ରୋଗୀ !

ଭୁବନେଶ୍ୱର: ଜନସାଧାରଣଙ୍କ ମଧ୍ୟରେ କରୋନା ଭୟ ଦୂର କରିବାକୁ ଯାଇ ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି, ଯଦି କରୋନା ଭୂତାଣୁ ନେଇ କିଛି ଲକ୍ଷଣ ପ୍ରକାଶ ପାଏ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ଜଣାଇବା ଉଚିତ । ସାମାଜିକ କଟକଣା, ନିଜକୁ…