Latest Odisha News

BREAKING NEWS

ଦଶମ ଶ୍ରେଣୀ ପିଲାଙ୍କ ଲାଗି ‘ଶିକ୍ଷା ଶିଖର’ କାର୍ଯ୍ୟକ୍ରମ

ଭୁବନେଶ୍ୱର:  ରାଜ୍ୟରେ କରୋନା ଲାଗି ମାର୍ଚ୍ଚରୁ ସ୍କୁଲରେ ପାଠପଢ଼ା ବନ୍ଦ ରହିଛି । ତେବେ ଏହି ସମୟରେ ଶିକ୍ଷା ସଂଯୋଗ ମାଧ୍ୟମରେ ସମସ୍ୟାର ସମାଧାନ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଅଭିନବ ପ୍ରୟାସ ଆଣିବା ଲାଗି ଆରମ୍ଭ ହୋଇଛି ଶିକ୍ଷା ଶିଖର କାର୍ଯ୍ୟକ୍ରମ । ଏହା କେବଳ…

ଛାତ୍ର ଜୀବନରୁ ରାଜନୀତି, ସାତ ଥର ବିଧାୟକ ପ୍ରଦୀପ ମହାରଥୀ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଜଣେ ଟାଣୁଆ ନେତା ପ୍ରଦୀପ ମହାରଥୀ । ୧୯୫୫ ମସିହା ଜୁଲାଇ ୪ ତାରିଖରେ ପୁରୀ ଜିଲ୍ଲା ପିପିଲିର ଖୋରାପଡ଼ାରେ ଜନ୍ମଗ୍ରହଣ କରିଥିଲେ । ବାପା ସ୍ୱର୍ଗତଃ ଗୋକୁଳାନନ୍ଦ ମହାନ୍ତିଙ୍କ ସୁପୁତ୍ର ପ୍ରଦୀପ ମହାରଥୀ ପୁରୀ ଏସସିଏସ୍ କଲେଜରେ ଛାତ୍ର  ଜୀବନରୁ ରାଜନୀତିରେ…

ପରଲୋକରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ

ଭୁବନେଶ୍ୱର: ପରଲୋକରେ ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ । ୬୬ ବର୍ଷ ବୟସରେ ଆଜି ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୪-୧୦-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୪ ରିଖ ରବିବାର କନ୍ୟା ୧୯ ଦିନ ଆଶ୍ୱିନ ମଳ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ଅଶ୍ୱିନୀ ଭୁକ୍ତ ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର   ଘାତ ବାର-: ମେଷ ରାଶିର    ଘାତ ଚନ୍ଦ୍ର-: ମେଷ ରାଶିର …

ଆୟାର, ପୃଥିବୀ ଶଙ୍କ ଚମତ୍କାର ବ୍ୟାଟିଂ: କୋଲକାତା ସମ୍ମୁଖରେ ୨୨୯ ରନର ବିଶାଳ ଲକ୍ଷ୍ୟ

ଶାରଜା: ଇଣ୍ଡିଆନ ପ୍ରିମିୟର ଲିଗର ଶନିବାର ଆୟୋଜିତ ଦ୍ୱିତୀୟ ମ୍ୟାଚରେ ପୃଥିବୀ ଶ(୬୬), ଶ୍ରେୟାଶ ଆୟାର(୮୮ ନଟଆଉଟ) ଓ ଋଷଭ ପନ୍ତ(୩୮)ଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ଦିଲ୍ଲୀ କ୍ୟାପିଟାଲ ୨୦ ଓଭରରେ ୪ ଉଇକେଟ ହରାଇ ୨୨୮ ରନ ସଂଗ୍ରହ କରିଛି । କୋଲକାତାକୁ ବିଜୟୀ ହେବା ନିର୍ଦ୍ଧାରିତ ଓଭରରେ…

ସେଲ ରାଉରକେଲା ଇସ୍ପାତ କାରଖାନାକୁ ଗ୍ରୀନଟେକ ପୁରସ୍କାର

ରାଉରକେଲା: ସେଲ ରାଉରକେଲା ଇସ୍ପାତ କାରଖାନା ଶିକ୍ଷାର ପ୍ରୋତ୍ସାହନରେ ଉଲ୍ଲେଖନୀୟ ସଫଳତା ପାଇଁ ଗ୍ରୀନଟେକ୍ ଫାଉଣ୍ଡେସନ୍ ତରଫରୁ ସମ୍ମାନଜନକ ସିଏସଆର ପୁରସ୍କାର ଲାଭ କରିଛି। ଗତ ଅକ୍ଟୋବର ୧ ତାରିଖରେ ଅନଲାଇନରେ ଆୟୋଜିତ ହୋଇଥିବା 'ସପ୍ତମ ବାର୍ଷିକ ସିଏସ୍ଆର୍ ଭାରତ ସମ୍ମିଳନୀ- ୨୦୨୦'ରେ…

ଭାରତର ଟି-୯୦ ଭୀଷ୍ମ ଟ୍ୟାଙ୍କ ଆଗରେ ଚୀନର ହାଲୁକା ଯୁଦ୍ଧ ଟ୍ୟାଙ୍କଗୁଡ଼ିକ ତିଷ୍ଠି ପାରିବେ ନାହିଁ: ଟ୍ୟାଙ୍କ କମାଣ୍ଡର

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଲଦାଖରେ ସମ୍ମୁଖ ଯୁଦ୍ଧ ହୁଏ ଓ ସେଥିରେ ଟ୍ୟାଙ୍କର ବ୍ୟବହାର ହୁଏ, ତେବେ ଭାରତର ଟି-୯୦ ଭୀଷ୍ମ ଟ୍ୟାଙ୍କ ଆଗରେ ଚୀନର ହାଲୁକା ଯୁଦ୍ଧ ଟ୍ୟାଙ୍କଗୁଡ଼ିକ ତିଷ୍ଠି ପାରିବେ ନାହିଁ ବୋଲି ଭାରତୀୟ ସେନାର ଟ୍ୟାଙ୍କ କମାଣ୍ଡର ଦୃଢ଼ତା ସହକାରେ କହିଛନ୍ତି । ଏପରିକି…

ବାହାଘରର ୫୮ ବର୍ଷ ପରେ ନାତୁଣୀ ଉଠାଇଲା ଫଟୋ, ଝଡ ସୃଷ୍ଟି କରୁଛି ସୋସିଆଲ ସାଇଟରେ

ଝୁଡିକି: କେରଳର ଝୁଡିକ ଅଂଚଳର ଏକ ବୟସ୍କ ଦମ୍ପତିଙ୍କ ଫଟୋ ଏବେ ସୋସିଆଲ ସାଇଟରେ ବେଶ୍ ପସନ୍ଦ କରାଯାଉଛି । ଚିନ୍ନାମା ଓ କୋଚୁକୁଟି ୫୮ ବର୍ଷ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତେବେ ସେମାନଙ୍କ ନିକଟରେ ବିବାହ ସମୟର କୌଣସି ଫଟୋ ନ ଥିଲା । ଏହା ଦେଖି ନାତୁଣୀ ସେମାନଙ୍କୁ ବର, କନ୍ୟା…

ଓଡିଶାରୁ ସୁସ୍ଥ ହେଲେ ଆଉ ୪୦୬୬ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୦୬୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୪୦୬୬ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬୪୮, କଟକରୁ ୫୨୧, ଅନୁଗୁଳରୁ ୨୨୫, ଯାଜପୁରରୁ ୧୮୧, ସୁନ୍ଦରଗଡରୁ…

କୋଲକାତା ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମେ ବ୍ୟାଟିଂ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଶନିବାର ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି କୋଲକାତା ନାଇଟ ରାଇଡର୍ସ ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତି ନେଇଛି । ଅଧିନାୟକ ଦୀନେଶ କାର୍ତିକ ପ୍ରଥମେ ବ୍ୟାଟିଂ କରିବା ପାଇଁ ଦିଲ୍ଲୀକୁ ଆମନ୍ତ୍ରଣ କରିଛନ୍ତି । ଉଭୟ ଦଳ…