କୋଭିଡ-୧୯ ଲକଡାଉନ: ଅନଲାଇନ ପାଠପଢ଼ାକୁ ଗୁରୁତ୍ୱ ଦେଲେ ଓଡିଶା ସରକାର
ଭୁବନେଶ୍ୱର: କରୋନାଭାଇରସର ପ୍ରକୋପ କାରଣରୁ ଶିକ୍ଷାନୁଷ୍ଠାନ ଗୁଡିକୁ ବାଧ୍ୟ ହୋଇ ବନ୍ଦ କରାଯାଇଛି । ସେଥିପାଇଁ ଓଡିଶା ସରକାର ସ୍କୁଲ ଗୁଡିକରେ ଡିଜିଟାଲ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଯୋଜନା ଉପରେ କାମ କରୁଛନ୍ତି । ଯଦ୍ୱାରା ଭବିଷ୍ୟତରେ ପାଠପଢ଼ାରେ କୌଣସି ବାଧକ ଆସିନପାରୁ । ଏନେଇ ସ୍କୁଲ…