Latest Odisha News

BREAKING NEWS

ଓଡ଼ିଶାରୁ ସୁସ୍ଥ ହେଲେ ୬୨୯ କରୋନା ରୋଗୀ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୨୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। https://twitter.com/HFWOdisha/status/1334497832481349632?s=19 ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।…

କରୋନା ଟିକା ନେବେ ପୂର୍ବତନ ରାଷ୍ଟ୍ରପତି, ଟିଭିରେ ହେବ ଲାଇଭ୍ !

ଓ୍ୱାସିଂଟନ୍: ଲୋକଙ୍କ ପାଖରେ ପହଞ୍ଚିବ କରୋନା ଭ୍ୟାକସିନ୍ । ଏନେଇ ବିଭିନ୍ନ ଦେଶ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଲୋକଙ୍କ କରୋନା ଟିକା ନେବା ସମୟ ଆସିଗଲାଣି । ବ୍ରିଟେନରେ କିଛି ଦିନରେ ଟୀକାକରଣ କରାଯିବ । ଫାଇଜର ଭ୍ୟାକସିନ୍ ବ୍ୟବହାର କରିବା ପାଇଁ ବ୍ରିଟେନ ସରକାର ଅନୁମତି ଦେଇଛନ୍ତି ।…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସିଡିପିଓ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା କୋକସରା ସିଡିପିଓ ଜୟନ୍ତୀ ମହାନ୍ତି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ସୁନମଲ ସେଣ୍ଟରର ଅଙ୍ଗନବାଡ଼ି କର୍ମୀ ଆରତୀ ଦଣ୍ଡସେନାଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ସିଡିପିଓଙ୍କୁ ଧରିବା ପାଇଁ ଜାଲ…

ଭାରତରେ କେବେ ମିଳିବ କରୋନା ଭ୍ୟାକସିନ; ଉତ୍ତର ଦେଲେ ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଭାରତରେ କରୋନା ଟିକା ମିଳିବା ନେଇ ଖୁସି ଖବର ଦେଇଛନ୍ତି ଏମ୍ସ ଦିଲ୍ଲୀର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ। ସେ ସୂଚନା ଦେଇ କହିଛନ୍ତି ଯେ ଭାରତରେ କରୋନା ଟିକା ପରୀକ୍ଷା ଶେଷ ପର୍ଯ୍ୟାୟରେ ଅଛି। ଏହି ମାସ ଶେଷ କିମ୍ବା ଆସନ୍ତା ମାସ ଆରମ୍ଭରେ ସଫଳତା ମିଳିବାର ଆଶା ରହିଛି।…

କଙ୍ଗନାଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କଲେ ଜାଭେଦ ଅଖତାର

ମୁମ୍ବାଇ:ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କଲେ ଗୀତିକାର ଜାଭେଦ ଅଖତାର । ଟେଲିଭିଜନ ସାକ୍ଷାତକାରରେ କଙ୍ଗନା ମୋ ବିରୋଧରେ ତଥ୍ୟ ଓ ଭିତିହୀନ ଅଭିଯୋଗ ଆଣିଥିଲେ । ସୂଚନାଯୋଗ୍ୟ, କଙ୍ଗନା କହିଥିଲେ ଜାଭେଦ ଅଖତାର ମୋତେ ଘରକୁ ଡାକି ଋତିକ ରୋଶନଙ୍କୁ କ୍ଷମା…

ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ, ଜେରା କରୁଛି କ୍ରାଇମବ୍ରାଞ୍ଚ ସାଇବର ସେଲ

ଭୁବନେଶ୍ବର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ଭୁବନେଶ୍ବର ବାସଭବନରୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ବିଟ୍ କରି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ପ୍ରଦୀପଙ୍କୁ ପଚରାଉଚରା କରାଯାଉଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ…

ସରକାରଙ୍କ ତରଫରୁ ଦିଆଯାଇଥିବା ଖାଦ୍ୟ ଖାଇଲେନି ଚାଷୀ ନେତା, ସିଂଘୁ ବୋର୍ଡରରୁ ଆସିଲା ଲଞ୍ଚ

ନୂଆଦିଲ୍ଲୀ: କୃଷକ ଓ ସରକାରଙ୍କ ମଧ୍ୟରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ଆଲୋଚନା । ଦୀର୍ଘ ସମୟ ହେବ ମାରାଥନ ବୈଠକ କରାଯାଉଛି । ବୈଠକ ବେଳେ ଲଞ୍ଚ ବ୍ରେକ୍ ହୋଇଥିଲା । ଏହି ସମୟରେ ସରକାରଙ୍କ ପକ୍ଷରୁ କୃଷକ ନେତାଙ୍କୁ ଭୋଜନ ଖାଇବାକୁ ଦିଆଯାଇଥିଲା । ହେଲେ ଚାଷୀନେତା ସରକାରଙ୍କ ଭୋଜନକୁ…

ଶାହରୁଖଙ୍କ ଫିଲ୍ମରେ ଡେବ୍ୟୁ କରିଥିଲେ , ଏବେ ୱେବ୍ ସିରିଜ୍ ସାହା

ମୁମ୍ବାଇ: ବଲିଉଡରେ ପରିଶ୍ରମ ଓ ଭାଗ୍ୟ ଏକାସହ ତାଳ ଦେଇ ଚାଲିଥାନ୍ତି । ଏମିତି ଅନେକ ଉଦାହରଣ ରହିଛି, ଯେଉଁଠି ଜଣେ କଳାକାରକୁ ବଡ ଫିଲ୍ମରେ ବ୍ରେକ୍ ମିଳିଥିଲେ ବି ସେମାନେ ନିଜକୁ ପ୍ରତିଷ୍ଠିତ କରାଇପାରିନଥିଲେ । ଅନ୍ୟପକ୍ଷେ ତାଙ୍କ ବନ୍ଧୁ, ସାଙ୍ଗ କି ପରିବାର ଲୋକ ସେହି ସୋପାନରେ…

୮୦ ପ୍ରତିଶତ ଯାତ୍ରୀ କ୍ଷମତା ସହ ଉଡିପାରିବ ଘରୋଇ ବିମାନ

ନୂଆଦିଲ୍ଲୀ: ଏଣିକି ୮୦ ପ୍ରତିଶତ ଯାତ୍ରୀ କ୍ଷମତା ସହ ଉଡିବ ଘରୋଇ ବିମାନ । ଏନେଇ ଆଜି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ । ମନ୍ତ୍ରୀ କହିଛନ୍ତି, ଘରୋଇ ଉଡାଣ ସଂଚାଳନ ସଂଖ୍ୟା କୋଭିଡ୍ ପୂର୍ବ ସ୍ତର ଅନୁସାରେ ୭୦ ପ୍ରତିଶତରୁ ୮୦ ପ୍ରତିଶତକୁ ବୃଦ୍ଧି…

ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ମହଙ୍ଗା ପଡିଲା ମେସିଙ୍କୁ

ବାର୍ସିଲୋନା:ମହାନ ଫୁଟବଲ ଖେଳାଳି ଆର୍ଜେଂଟିନାର ଡିଏଗୋ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଲିଓନେଲ ମେସି ଓ ତାଙ୍କ କ୍ଲବ ବାର୍ସିଲୋନାଙ୍କୁ ମହଙ୍ଗା ପଡିଛି । ଓସାସୁନା ବିପକ୍ଷ ମ୍ୟାଚରେ ବାର୍ସିଲୋନା ୪-୦ ଗୋଲରେ ବିଜୟୀ ହାସଲ କରିଥିଲା । ମେସି ଗୋଲ ସ୍କୋର କରିବା ପରେ ଦଳୀୟ ଜର୍ସି ଉପରେ…