ରାସ୍ତାରେ ହେଲା ଟଙ୍କା ବର୍ଷା; ନିଜ କାମ ଛାଡି ଟଙ୍କା ଉଠାଇବାରେ ଲାଗିପଡିଲେ ଲୋକେ
ସାଣ୍ଟା କେଟ୍ରିନା: ରାସ୍ତା ଉପରେ ହେଲା ଟଙ୍କା ବର୍ଷା । ବିଡାବିଡା ଟଙ୍କା ରାସ୍ତାରେ ପଡିଥିଲା । ଯିଏ ପାରିଲା ଗୋଟାଇବାରେ ଲାଗିଲା । ଏଭଳି ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ବ୍ରାଜିଲର ସାଣ୍ଟା କେଟ୍ରିନା ଅଞ୍ଚଳରେ।
ସୂଚନାନୁସାରେ, ଏଠାରେ ପ୍ରାୟ ୨୪ ରୁ ଅଧିକ ବ୍ୟାଙ୍କ ଲୁଟେରା ମିଶି…