Latest Odisha News

BREAKING NEWS

ବରିଷ୍ଠ ଆଇନଜୀବୀ ରଜତ ରଥଙ୍କ ପରଲୋକ

କଟକ: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ରଜତ କୁମାର ରଥଙ୍କ ପରଲୋକ ହୋଇଯାଇଛି । ଛାତିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା । ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ଶେଷଶଯ୍ୟା…

ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା: ଜାଣନ୍ତୁ, ଆଜି ରାତିରେ କେଉଁସବୁ ଜିଲ୍ଲାକୁ ରହିଛି ସତର୍କ ସୂଚନା !

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ସତର୍କ ସୂଚନା ଅନୁଯାୟୀ ରବିବାର ରାତିରେ ଓଡ଼ିଶାର ଅନେକ ଜିଲ୍ଲାରେ ବଜ୍ରପାତ ସହିତ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି । ରବିବାର ରାତି ୮ଟା ୩୦ରୁ ରାତି ୧୧ଟା ୩୦ ପର୍ଯ୍ୟନ୍ତ ରାଜ୍ୟର ଅନେକ ଜିଲ୍ଲାରେ ଝଡ଼ବର୍ଷା ସହିତ ବଜ୍ରପାତ ହେବାର…

କରୋନା ମୁକାବିଲା; ସାଂସଦ ଉନ୍ନୟନ ପାଣ୍ଠିରୁ ଅର୍ଥ ସହାୟତା ଲାଗି ରାଜ୍ୟସଭା ସାଂସଦମାନଙ୍କୁ ଉପରାଷ୍ଟ୍ରପତିଙ୍କ ନିବେଦନ

ନୂଆଦିଲ୍ଲୀ: ରାଜ୍ୟକୁ ଫେରୁଥିବା ବା ବାଟରେ ଅଟକିଥିବା ଦାଦନ ଶ୍ରମିକମାନଙ୍କୁ ଖାଦ୍ୟ ଓ ଆବାସ ଯୋଗାଇବା ଲାଗି ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ଜନସାଧାରଣଙ୍କୁ ଉପରାଷ୍ଟ୍ରପତି ନିବେଦନ କରିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ସମସ୍ତ ରାଜ୍ୟସଭା ସାଂସଦଙ୍କୁ…

ସମ୍ ହସ୍ପିଟାଲର ନିର୍ମାଣାଧୀନ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ ବୁଲି ଦେଖିଲେ ୫ଟି ସଚିବ

ଭୁବନେଶ୍ୱର: ସମ୍ ହସ୍ପିଟାଲ ଦ୍ୱାରା ନିର୍ମିତ ହେଉଥିବା ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କରୋନା ହସ୍ପିଟାଲ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବା ପାଇଁ ରବିବାର ଅପରାହ୍ନରେ ପହଞ୍ଚିଥିଲେ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ । ତାଙ୍କ ସହ ସୋଆ ବିଶ୍ୱବିଦ୍ୟାଳୟ ଓ ସମ୍ ହସ୍ପିଟାଲର…

ଭାରତରେ କରୋନାଭାଇରସ; ଆରୋଗ୍ୟ ହେଲେ ୮୬ ଜଣ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୯୭୯ ଛୁଇଁଥିବା ବେଳେ ପ୍ରାୟ ୮୬ ଜଣ ବ୍ୟକ୍ତି ଆରୋଗ୍ୟ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ମିଳିଛି । ସୂଚନାନୁଯାୟୀ ଏଯାବତ୍ କରୋନାଭାଇରସ ସଂକ୍ରମଣରେ ଭାରତରେ ୨୫ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେଥିମଧ୍ୟରୁ…

କୋଭିଡ କଣ୍ଟ୍ରୋଲ ରୁମ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କୋଭିଡ କଣ୍ଟ୍ରୋଲ ରୁମ ପରିଦର୍ଶନ କରିଛନ୍ତି । ସେ କହିଛନ୍ତି, ଓଡିଶାର ପାଖାପାଖି ୧ ଲକ୍ଷ ଲୋକ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି । ବାଲେଶ୍ୱର, କେନ୍ଦ୍ରାପଡା, ଗଞ୍ଜାମ, ଭଦ୍ରକ ଓ ଯାଜପୁର ଜିଲ୍ଲାର ଅଧିକ ଲୋକ ବାହାର…

ଲକ୍‌-ଡାଉନ୍‌ରେ ପୁଅର ଜନ୍ମଦିନ ପାଳିଲେ ହ୍ରିତିକ୍ ରୋଶନ୍‌ !

ମୁମ୍ବାଇ: କରୋନା ମହାମାରୀ ଅନେକ ଫିଲ୍ମର ସୁଟିଂ ଓ ରିଲିଜ ଡେଟ୍‌କୁ ସ୍ଥଗିତ ରଖିଛି । ଆକ୍ଟର ଓ ସେଲିବ୍ରିଟି ମାନେ ସଙ୍ଗରୋଧ ଅବସ୍ଥାରେ ରହିଛନ୍ତି । ହେଲେ ଲକ୍‌-ଡାଉନ୍ ଭଳି ସ୍ଥିତି ହ୍ରିତିକ ରୋଶନଙ୍କର ପୁଅର ଜନ୍ମଦିନ ପାଳନକୁ ଅଟକାଇପାରିନି । #Hrithik shares a glimpse into…

କରୋନାଭାଇରସ ସଂକ୍ରମଣରେ ୧୦୮ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ

ଲଣ୍ଡନ: କରୋନାଭାଇରସ (କୋଭିଡ-୧୯) ସଂକ୍ରମଣରେ ଜଣେ ୧୦୮ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଛି । ତାଙ୍କର କରୋନା ରିପୋର୍ଟ ପଜିଟିଭ ବାହାରିବା କିଛି ଘଣ୍ଟା ପରେ ସମ୍ପୃକ୍ତ ମହିଳାଙ୍କର ଦେହାନ୍ତ ହୋଇଛି । ପିଟିଆଇ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଦୁଇଟି ବିଶ୍ୱଯୁଦ୍ଧ ଏବଂ ୧୯୧୮ ସ୍ପେନୀୟ…

ସ୍ପାଇସଜେଟ ପାଇଲଟଙ୍କର କରୋନା ଟେଷ୍ଟ ପଜିଟିଭ

ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚରେ କୌଣସି ଆନ୍ତର୍ଜାତୀୟ ବିମାନ ଉଡ଼ାଇ ନ ଥିବା ସ୍ପାଇସଜେଟ୍ ପାଇଲଟଙ୍କର କରୋନାଭାଇରସ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଥିବା ନେଇ ରବିବାର ଦିନ ପ୍ରକାଶ କରିଛି ଏୟାରଲାଇନ୍ସ । “ଆମର ଜଣେ ସହକର୍ମୀଙ୍କର କୋଭିଡ-୧୯ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି ।…

ଘର ବାହୁଡା ମଜୁରିଆଙ୍କ ମୁଣ୍ଡରେ ସିଲ୍‌ ‘ମୋ ଠାରୁ ଦୂରେଇ ରୁହ’

ଭୋପାଲ: କରୋନା ଲାଗି ଚାରିଆଡେ ୨୧ ଦିନିଆ ତାଲା ବନ୍ଦ ଜାରି ରହିଛି । ଏହାରି ଭିତରେ ଭୋକ ଉପବାସରେ ଥିବା ଦିନ ମଜୁରିଆ ନିଜ ନିଜ ଭିଟା ମାଟିକୁ ଫେରୁଛନ୍ତି । ଶହ ଶହ ସଂଖ୍ୟାରେ ଦିନ ମଜୁରିଆ ଏକାଠି ହୋଇ ଘରକୁ ଫେରୁଥିବା ବେଳେ ସଂକ୍ରମଣ ଆଶଙ୍କା ନେଇ ତାଙ୍କ ପ୍ରତି ପୋଲିସ କଡା ଆଭିମୁଖ୍ୟ ଗ୍ରହଣ…