Latest Odisha News

BREAKING NEWS

ମୋବାଇଲ ଡାଟା ଖର୍ଚ୍ଚ କମ କରିବା ପାଇଁ ପଦକ୍ଷେପ ନେଲେ ପ୍ରମୁଖ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁଁ ଜାରି ହୋଇଥିବା ୨୧ ଦିନିଆ ଲକ୍ ଡାଉନ ସମୟରେ ଲୋକମାନେ ମୋବାଇଲରେ ଅଧିକ ଭିଡିଓ ଦେଖୁଥିବାରୁ ଡାଟା ବ୍ୟବହାର ହଠାତ୍ ବୃଦ୍ଧି ପାଇଛି । ଏଥିନେଇ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ପକ୍ଷରୁ ନେଟୱାର୍କ ଉପରେ ଅତ୍ୟଧିକ ଚାପ ପଡୁଥିବା ପ୍ରକାଶ…

କୋଭିଡ଼ ୧୯: ଭାରତର ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା

ନୂଆଦିଲ୍ଲୀ: ସାରା ବିଶ୍ୱକୁ କବଳିତ କରି ଚାଲିଥିବା ମାରାତ୍ମକ କରୋନା ଭାଇରସର ମୁକାବିଲା ପାଇଁ ଭାରତର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧ୍ୟକ୍ଷ ଟ୍ରେଡୋସ ଭାରତକୁ ବହୁ ପ୍ରଶଂସା କରି କହିଛନ୍ତି ଯେ, କରୋନା ଭାରତରେ…

ମହଙ୍ଗା ପଡିଲା ଲୋକଙ୍କୁ ସାମାଜିକ ଦୂରତ୍ୱ ନେଇ ସଚେତନ କରିବା, ଝାଡଖଣ୍ଡରେ ଦୋକାନୀକୁ ପିଟି ପିଟି ହତ୍ୟା ଅଭିଯୋଗ

ଝାଡଖଣ୍ଡ: ଝାଡଖଣ୍ଡର ପାଲାମୁ ଉଦୟପୁରରେ ଏକ ଅଭାବନୀୟ ଘଟଣା । କରୋନା ଡରରେ ସାମାଜିକ ଦୂରତ୍ୱ ରଖିବା ନେଇ ଗାଁ ଲୋକଙ୍କୁ ବୁଝାଇବାରୁ ଜଣେ ଦୋକାନୀକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହତ୍ୟାର ଶିକାର ହୋଇଥିବା କାଶୀ ନାମକ ଏହି ବ୍ୟକ୍ତି ଗାଁରେ ଏକ ଗ୍ରୋସରୀ ଦୋକାନ କରିଥିଲେ…

କୋଭିଡ-୧୯: ୪୫ ଦିନ ପାଇଁ ସ୍ଥାନାନ୍ତରିତ ହେଲା ୟୁନିଟ-୧ ହାଟ

ଭୁବନେଶ୍ୱର: କରୋନା ପାଇଁ ସ୍ଥାନାନ୍ତରିତ ହେଲା ଭୁବନେଶ୍ୱର ସ୍ଥିତ ୟୁନିଟ -୧ ହାଟ। ହାଟରେ ଗହଳି ହେଉଥିବାରୁ ବିଏମସିର ପଦକ୍ଷେପ । ସାମାଜିକ ଦୂରତା ରକ୍ଷା କରିବା ଲାଗି ଆଗାମୀ ୪୫ ଦିନ ପାଇଁ ଭୁବନେଶ୍ୱର ସ୍ଥିତ ୟୁନିଟ -୧ ହାଟକୁ ସ୍ଥାନାନ୍ତରିତ କରାଯାଇଛି । ହାଟର ପରିବା ବ୍ୟବସାୟୀ…

ଆମେରିକାରେ ସ୍ଥିତି ଗମ୍ଭୀର: ୧୦୦୦ ଟପିଲାଣି ମୃତ୍ୟୁ ସଂଖ୍ୟା

ୱାଶିଂଟନ: କରୋନାକୁ ନେଇ ସାରା ବିଶ୍ୱରେ ହାହାକାର । ସାରା ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ପଲଟିଛି ଚୀନରୁ ଜନ୍ମ ନେଇଥିବା ଏହି ମାରାତ୍ମକ ଭୂତାଣୁ । କରୋନା ଆଁରୁ ମଧ୍ୟ ବଞ୍ଚି ପାରିନାହିଁ ଶକ୍ତିଶାଳୀ ଆମେରିକା। ଧୀରେଧିରେ ଆମେରିକାରେ ସ୍ଥିତି ଗମ୍ଭିର ହେବାରର ଲାଗିଛି । ଏଠାରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୬-୩-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  ତା୨୬ ରିଖ ଗୁରୁବାର  ମୀନ ୧୩ଦିନ   ଚୈତ୍ର ମାସ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥି  ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର  ଘାତ ବାର-: ତୁଳା ଓ କୁମ୍ଭ ରାଶିର  ଘାତ ଚନ୍ଦ୍ର-: ମେଷ ରାଶିର ଆଜି: …

ଗୋଆରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ

ଗୋଆ: କୋଭିଡ ୧୯ ଭୂତାଣୁ ଦିନକୁ ଦିନ ତାର କାୟା ବିସ୍ତାର କରୁଛି । ଗୋଆରେ ପ୍ରଥମ ତିନି କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ସେହିପରି ମଣିପୁର ଓ ମିଜୋରମରେ ଗୋଟିଏ ଜଣେ ଲେଖାଏଁ କୋଭିଡ୧୯ଭୂତାଣୁ ସଂକ୍ରମିତ ରୋଗୀ ଚିହ୍ନଟ ହୋଇନ୍ତି । ୨୦ଟି ରାଜ୍ୟ…

କୋଭିଡ-୧୯: ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ରେ ସ୍ଥଗିତ

ଭୁବନେଶ୍ୱର: ସାରା ବିଶ୍ୱରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା । ଓଡ଼ିଶାରେ ଏଥିରେ ସଂକ୍ରମିତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୨ ରେ ସ୍ଥଗିତ ରହିଛି । ମଙ୍ଗଳବାର ଓଡ଼ିଶାରେ ୧୩୩ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ୧୨୯ଟି ନମୁନାର ରିପୋର୍ଟ ହସ୍ତଗତ ହୋଇଥିବା ବେଳେ ୪ଟି ନମୁନାର…

ଇଟାଲୀରେ କରୋନା ବିଭୀଷିକା: ୨୪ ଘଣ୍ଟାରେ ଗଲାଣି ୬୮୩ ଜୀବନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର କୋକୂଆ ଭୟ। ଧୀରେ ଧୀରେ ଆୟତ୍ତ ବହାରକୁ ଚାଲି ଯାଉଛି ଏହି ମାରାତ୍ମକ ଭୂତାଣୁ । ଚୀନ ପରେ ଏବେ ଏହା ଇଟାଲୀରେ ରଚୁଛି ମୃତ୍ୟୁର ତାଣ୍ଡବ । ଗୋରିଏ ଦିନରେ ନେଲା ୬୮୩ ଜୀବନ । ୨୪ ଘଣ୍ଟାରେ ଇଟାଲୀରେ କରୋନାଭାଇରସ ପ୍ରଭାବରେ ୬୮୩ ଜଣଙ୍କ ମୃତ୍ୟୁ ହୋଇଥିବା…

କୋଭିଡ-୧୯: ଭାରତରେ ୬୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଅଣାୟତ୍ତ ହେଉଛି ମାରାତ୍ମକ କରୋନା ଭାଇରସ । ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦୬ ରେ ପହଞ୍ଚିଛି। ଗତକାଲି କରୋନା ପ୍ରଭାବରେ ଅହମ୍ମଦାବାଦରେ ୨ ଜଣଙ୍କର ପ୍ରାଣ ଯାଇଥିଲା । ତେବେ ଏହି…