Latest Odisha News

BREAKING NEWS

ପ୍ରଶାସନିକ ସେବା ପ୍ରିଲିମର ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର : ଆସନ୍ତା ୪ ତାରିଖରେ ପ୍ରଶାସନିକ ସେବା ପରୀକ୍ଷାର ପ୍ରିଲିମନାରୀ ଅନଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରାଳୟ ପକ୍ଷରୁ ତିନି ତାରିଖରେ ପରୀକ୍ଷାର୍ଥୀଙ୍କ ପାଇଁ ପୂର୍ବତଟ ରେଳ ପରିସୀମା ଭିତରେ ସ୍ୱତନ୍ତ୍ର ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବ । ବ୍ରହ୍ମପୁର,…

କୋଭିଡ୍ ମୁକାବିଲା ନେଇ ଜାତିସଂଘର ଭୂମିକା ଉପରେ ପ୍ରଶ୍ନ ଉଠାଇଲେ ମୋଦି

ନୂଆଦିଲ୍ଲୀ: ଗତ ୮-୯ ମାସ ହେଲାଣି ସାରା ବିଶ୍ୱ କରୋନା ମହାମାରୀ ବିରୋଧରେ ଯୁଦ୍ଧ କରିଆସୁଛି । କିନ୍ତୁ ଏହି ସମୟରେ ମିଳିତ ଜାତିସଂଘ ମହାମାରୀ ମୁକାବିଲା ଦିଗରେ କେଉଁଠି ଅଛି । ଏ ନେଇ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚ୍ୟୁଆଲ ପ୍ଲାଟଫର୍ମରେ…

ଓଡିଶାରୁ ସୁସ୍ଥ ହେଲେ ସର୍ବାଧିକ ୪୭୬୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୪୭୬୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧାରୁ ୧୧୭୩, କଟକରୁ ୪୧୧, ମୟୂରଭଞ୍ଜରୁ ୨୧୬, ସୁନ୍ଦରଗଡରୁ ୧୬୭, ଯାଜପୁରରୁ ୧୪୨, ବରଗଡରୁ ୧୪୧, ବାଲେଶ୍ୱରରୁ…

୭ ଦିନିଆ ବନ୍ଦ ପାଇଁ ପ୍ରଶାସନକୁ ନାଗରିକ ଫୋରମର ଅନୁରୋଧ

ବାରିପଦା: ବାରିପଦାସ୍ଥିତ ନାଗରିକ ଫୋରମ୍ କୋଭିଡ ସଂକ୍ରମଣ ରୋକିବା ପାଇଁ ସହରରେ ସାତ ଦିନିଆ ସଟଡାଉନ କରିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିବା ସୂଚନା ମିଳିଛି। ସୂଚନାନୁସାରେ, ଯୁବ ସଙ୍ଗଠନ, ବ୍ୟବସାୟ ସଂସ୍ଥା, ଟ୍ରେଡ ୟୁନିୟନ ଏବଂ ଆଡଭୋକେଟ ୟୁନିଅନ ପକ୍ଷରୁ ଶନିବାର ଦିନ…

ବିଜେପି କେନ୍ଦ୍ରୀୟ ଟିମରେ ୪ ଓଡିଆ

ନୂଆଦିଲ୍ଲୀ : ବିଜେପି ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ଟିମ୍‌ରେ ଆଜି କେନ୍ଦ୍ରୀୟ ଟିମର ନୂତନ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି । ତେବେ ଏହି ଟିମରେ ସ୍ଥାନ ପାଇଛନ୍ତି ୪ ଜଣ ଓଡିଆ । ବୈଜୟନ୍ତ ପଣ୍ଡା ପୂର୍ବଭଳି ଏଥର ବି ରଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ରହିଥିବା ବେଳେ ମୟୂରଭଂଜ ସାଂସଦ…

ସୋମବାରରୁ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେବ ରେଡିଓ ପାଠଶାଳା

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ସୋମବାରଠାରୁ ରାଜ୍ୟରେ ଆରମ୍ଭ ହେବ ରେଡିଓ ପାଠଶାଳା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ରେଡିଓ ଯୋଗେ ପାଠପଢ଼ା ହେବ । ସୋମବାରରୁ ଶୁକ୍ରବାର ସକାଳ ୧୦ ଟାରୁ ପାଠପଢା ହେବ । ରାଜ୍ୟର…

ଗୋଟିଏ ଦିନରେ ଭୁବନେଶ୍ୱରରେ ୩୧୯ ଆକ୍ରାନ୍ତ; ସୁସ୍ଥ ୩୫୩

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୧୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ଆକ୍ରାନ୍ତଙ୍କ ମଧ୍ୟରେ ୬୨ ଜଣ କ୍ୱାରେଣ୍ଟାଇନ୍ ଏବଂ…

ଫିଲ୍ମ ସେଟରେ ଡ୍ରଗ୍ସ ନେଉଥିଲେ ସୁଶାନ୍ତ: ଶ୍ରଦ୍ଧା କପୁର

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ତାଙ୍କ ଭ୍ୟାନିଟି ଭ୍ୟାନ ଓ ଫିଲ୍ମର ସେଟରେ ଡ୍ରଗ୍ସ ସେବନ କରନ୍ତି ବୋଲି ଶନିବାର ଦିନ ଏନସିବିର ଜେରା ବେଳେ କହିଛନ୍ତି ‘ଛିଚୋରେ’ ଅଭିନେତ୍ରୀ ଶ୍ରଦ୍ଧା କପୁର। ଇଣ୍ଡିଆ ଟିଭି ରିପୋର୍ଟ ଅନୁଯାୟୀ, ୨୦୧୯ରେ ସୁଶାନ୍ତଙ୍କ ପାଉନା ଗେଷ୍ଟହାଉସରେ…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା; ଡ୍ରଗ୍ସ ଲିଙ୍କରେ ଆଉ ଜଣଙ୍କୁ ଗିରଫ କଲା ଏନସିବି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ ଲିଙ୍କ ମିଳିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଜୋରଦାର ଛାନଭିନ୍ନ ଚଳାଇଛି । ଏହି ଘଟଣାରେ ଧର୍ମା ପ୍ରଡକ୍ସନର ଏକଜୁକେଟିଭ ପ୍ରଡ୍ୟୁସର କ୍ଷିତିଜ ପ୍ରସାଦଙ୍କୁ ଗିରଫ କରିଛି ଏନସିବି । ଏହା ପୂର୍ବରୁ ଶୁକ୍ରବାର ଦିନ…

ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଲସୁବ୍ରମଣ୍ୟମଙ୍କ ଶେଷକୃତ୍ୟ ସମ୍ପନ୍ନ

ଚେନ୍ନାଇ: ପଞ୍ଚଭୂତରେ ଲୀନ ହୋଇଛି କିମ୍ବଦନ୍ତୀ ଗାୟକ ଏସପି ବାଲସୁବ୍ରମଣ୍ୟମଙ୍କର ପାର୍ଥିବ ଶରୀର। ଗତକାଲି ଚେନ୍ନାଇ ଠାରେ ତାଙ୍କର ଦେହାନ୍ତ ହୋଇଥିଲା। ପ୍ରାପ୍ତ ସୂଚନାନୁଯାୟୀ ତାମିଲନାଡୁର ତରୁଭାଲ୍ଲୁର ଜିଲ୍ଲା ସ୍ଥିତ ଥମରାଇପାକ୍କମରେ ଥିବା ଗୋଟିଏ ଫାର୍ମରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ…