କବିତା: ତୁମେ ଆଉ ମୁଁ
✍️ ବିମଳା ଶଂକର ଦାଶ
ତୁମେ ସପତ ରଙ୍ଗର ଫଗୁଣ
ମୁଁ ପାଗଳ ଭ୍ରମର
ତୁମେ ସକାଳ ସବୁଜ ପତର
ମୁଁ କଅଁଳ କାକର ।।
ତୁମେ ମୁକୁତା ଶାମୁକା ଗର୍ଭର
ମୁଁ ଗଭୀର ସାଗର
ତୁମେ ମୁକ୍ତ ଗଗନର ବିହଙ୍ଗ
ମୁଁ ଶୀତଳ ସମୀର ।।
ତୁମେ ନାୟିକା ରୂପ ରାଇଜର
ମୁଁ ପ୍ରେମ ସୌଦାଗର
ତୁମେ ନର୍ତ୍ତକୀ ମନ…