କରୋନା ମୁକାବିଲା: ପ୍ରଥମ ପର୍ଯ୍ୟାୟ ଜନଗଣନା ଓ ଏନ୍ପିଆର୍ ସ୍ଥଗିତ
ନୂଆଦିଲ୍ଲୀ: ସ୍ଥଗିତ ହେଲା ପ୍ରଥମ ପର୍ଯ୍ୟାୟ ଜନଗଣନା । କରୋନା ମୁକାବିଲା ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ଏଭଳି ବଡ ନିଷ୍ପତ୍ତି ନେଇଛିି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ପ୍ରଥମ ପର୍ଯ୍ୟାୟ ୨୦୨୧ ଜନଗଣନା ସ୍ଥିଗିତ ରହିବ । କେବଳ ସେତିକି ନୁହେଁ ଏନ୍ପିଆର ସଂଶୋଧନ କାର୍ଯ୍ୟ ମଧ୍ୟ ସ୍ଥିଗିତ…