Latest Odisha News

BREAKING NEWS

ନୟାଗଡରେ ଦୁଇ ଦିନିଆ ସଟଡାଉନକୁ ନେଇ ଦ୍ୱନ୍ଦ; ସ୍ପଷ୍ଟ କଲା ପ୍ରଶାସନ

ନୟାଗଡ: କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଆସନ୍ତା ସେପ୍ଟେମ୍ବର ୨୮ ଓ ୨୯ରେ ନୟାଗଡ ସହରରେ ଦୁଇ ଦିନିଆ ସଟଡାଉନ୍ ଲାଗୁ ହେବ ବୋଲି ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯାହାକୁ ଖାରଜ କରିଛନ୍ତି ନୟାଗଡ ପ୍ରଶାସନ । ଏସମ୍ପର୍କରେ ନୟାଗଡ ଜିଲ୍ଲାପାଳଙ୍କ ପକ୍ଷରୁ ଏକ ଟ୍ୱିଟ୍…

ସୁଶାନ୍ତଙ୍କ ଆତ୍ମାକୁ ଡକାଯାଉ, ସବୁ ସତ ଜଣାପଡ଼ିବ!

ମୁମ୍ବାଇ: ଏକ ଲାଇଭ ଟିଭି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତା ନସର ଅବଦୁଲ୍ଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଅଧିକାରୀମାନଙ୍କୁ କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମାକୁ ଡକାଇଲେ ଏହି ମାମଲାରେ ସବୁ ସତ ଜଣାପଡ଼ିବ। ଜାତୀୟ ଗଣମାଧ୍ୟମ 'ଆଜତକ'ରେ ଅବଦୁଲ୍ଲା ଦାବି…

ଦୀପିକାଙ୍କୁ ମାରାଥନ ଜେରା, NCB ଆଗରେ ମାନିଲେ ଡ୍ରଗ୍ସ ଚାଟ୍ କଥା

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ଜେରାଦାର ଜେରା ଚଳାଇଛି ଏନ୍‌ସିବି । ଗୋଟିଏ ପରେ ଗୋଟିଏ ଅଭିନେତ୍ରୀ ଏନ୍‌ସିବି ଆଗରେ ହାଜର ହେଉଛନ୍ତି । ଏହି ମାମଲାରେ ବଲିଉଡ ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନଙ୍କୁ ଚାଲିଛି ମାରଥାନା ଜେରା । ଏହି ସମୟରେ ଏନ୍‌ସିବି ଆଗରେ ଦୀପିକା ବଡ ସ୍ୱୀକାରୋକ୍ତି…

ଗପ: ଅବ୍ୟକ୍ତ

ସୁପ୍ରିୟା ପଣ୍ଡା                                          ଭାଇ କହିଲେ ମୋ ଫୋନ ନ ଲାଗିଲେ  ବ୍ୟସ୍ତ ହେବୁନି , ଏଠାରେ ଏମିତି ସବୁ ଅସୁବିଧା ହୁଏ। ମନର କୋହ କୁ  କଷ୍ଟେ ମଷ୍ଟେ ଚାପି  ରୁବି କହିଲା , ତୁମ ଫୋନ ନ ଲାଗିଲେ ମୁଁ କାହିଁକି ବ୍ୟସ୍ତ ହେବି ଯେ । ଓଲଟା ମୋ ପାଇଁ ଭଲ।…

କାଶୀ ବିଶ୍ୱନାଥ ମନ୍ଦିରରେ କଙ୍ଗନା !

ମୁମ୍ବାଇ: ସବୁ ଦିନେ ନିଜ ବୟାନ ବାଜିକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡର କୁଇନ୍ କଙ୍ଗନା ଏବେ ପୁଣି ଥରେ ଚର୍ଚ୍ଚାରେ । ତେବେ କୌଣସି ବୟାନ ବାଜିକୁ ନେଇ ନୁହେଁ ସୋସିଆଲ ମିଡିଆରେ କିଛି ଫଟୋକୁ ସେୟାର କରି କଙ୍ଗନା ପୁଣି ଥରେ ଏବେ ଚର୍ଚ୍ଚାକୁ ଆସିଛନ୍ତି । କାଶୀ ବିଶ୍ୱନାଥ ମନ୍ଦିରରେ…

ପଢ଼ିଲେ ବଢ଼ିବେ

ଆମ ରାଜ୍ୟରେ ଯୋଜନା ଉପରେ କେତେ ଯେ ଯୋଜନା କହିଲେ ଆଉ ସରିବ ନାହିଁ । ଏତେ ଯୋଜନା ଥାଇ ମଧ୍ୟ ଏବେ ବି କେତେକ ଜାଗାରେ ଅପହଞ୍ଚ । ଆଜି ବି ବହୁତ ଲୋକ ଜାଣିପାରୁନାହାଁନ୍ତି ଯେ ଏମିିତି ତାଙ୍କର ହିତ ପାଇଁ ଏତେ ସବୁ ଯୋଜନା ଅଛି । ବିଶେଷ କରି ମହିଳାମାନେ ଏସବୁ ବିଷୟରେ ଏବେ ବି ଅଜ୍ଞ ଅଛନ୍ତି ।…

ଏନ୍‌ସିବିରେ ହାଜର ହେଲେ ସାରା ଅଲ୍ଲି ଖାନ୍‌

ମୁମ୍ବାଇ: ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡକୁ ପଡିଛି ଶନିଦଶା । ଗୋଟିଏ ପରେ ଗୋଟିଏ ଅଭିନେତ୍ରୀକୁ ଜେରା କରୁଛି ଏନ୍‌ସିବି । ଦୀପିକା, ଶ୍ରଦ୍ଧାଙ୍କ ପରେ ଏବେ ଏନ୍‌ସିବି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ସାରା ଅଲ୍ଲି ଖାନ୍ । ଡ୍ରଗ୍ସ ଲିଙ୍କ ନେଇ ତାଙ୍କ ନାଁ ସାମ୍ନାକୁ ଆସିବା ପରେ ସାରାଙ୍କୁ…

ଓଟିଭି ଏମ୍‌ଡିଙ୍କ ବିରୋଧରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଫେରାଦ

ଭୁବନେଶ୍ୱର: ଓଟିଭି ଏମ୍‌ଡିଙ୍କ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ସାରୁଆ ଗ୍ରାମବାସୀ । ବିଭିନ୍ନ ଆଳ ଦେଖାଇ ଓଟିଭି କର୍ମଚାରୀ ଗାଁ ଲୋକଙ୍କୁ ଠକି ଥିବା ସେମାନେ ଅଭିଯୋଗ କରିଛନ୍ତି । କିଛି ବର୍ଷ ତଳେ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଓଟିଭି କର୍ମଚାରୀ କାରୀ, ସାରୁଅ, ଜୟମଙ୍ଗଳ…

କୋଭିଡ କଟକଣାକୁ ଫୁ’: ଜମିଲା କୁକୁଡା ଲଢ଼େଇ, ସାମିଲ ହେଲେ ଶହ ଶହ ଲୋକ

ବାଲେଶ୍ୱର: କୋଭିଡ କଟକଣାକୁ ଫୁ’ କରି ଉଡାଇ ଦେଲେ ଲୋକେ । ଭୁଲିଗଲେ କରୋନା ଗାଇଡଲାଇନ୍ । ରୁଣ୍ଡ ହେଲେ ଶହ ଶହ ଲୋକ । ଏକାଠି ହୋଇ ଦେଖିଲେ କୁକୁଡା ଲଢ଼େଇ । ନା ଥିଲା ସାମାଜିକ ଦୂରତା, ନା ଥିଲା କାହାରିବି ମୁହଁରେ ମାସ୍କ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ ।…

ଭାଉଜ ଓ ଝିଆରୀକୁ ହାଣିଲା ଦିଅର

ଆଠଗଡ: ବାଇକରେ ନେବା ବେଳେ ଆକ୍ରମଣ । ଭାଉଜ ଓ ଝିଆରୀକୁ ହାଣିଲା ସମ୍ପର୍କିୟ ଦିଅର । ଶାଶୁ ଘରେ ଛାଡି ଦେବାକୁ କହି ମା’-ଝିଅକୁ ବାଇକ୍‌ରେ ନେଉଥିବା ସମ୍ପର୍କିୟ ଦିଅର ଅଧବାଟରେ ତାଙ୍କ ଉପରେ ଆକ୍ରମଣ କରିଛି । ଏପରି ଘଟଣା ଘଟିଛି ଆଠଗଡ ଘଂଟିଖାଲ ଦ୍ୱାରାବତୀପୁର ନିକଟରେ । ଗୁରୁତର ଅବସ୍ଥାରେ…