Latest Odisha News

BREAKING NEWS

ହଳଦୀଗୁଣ୍ଡରୁ ଭରପୁର ରୋଗ ପ୍ରତିରୋଧକ ଶକ୍ତି ପାଆନ୍ତୁ; କରୋନା ମହାମାରୀ ସହ ଲଢନ୍ତୁ…

ଭୁବନେଶ୍ୱର: ଭାରତୀୟ ଚିକିତ୍ସାଶାସ୍ତ୍ର ଏବଂ ଆୟୁର୍ବେଦରେ ହଳଦୀକୁ ବେଶ୍ ଗୁରତ୍ୱ ଦିଆଯାଇଛି । ସାଧାରଣତଃ ରୋଷେଇରେ ହିଁ ଆମେ ଅଧିକ ଭାବେ ହଳଦୀକୁ ବ୍ୟବହାର କରିଥାଉ । ସମସ୍ତ ଭାରତୀୟ ତରକାରୀରେ ହଳଦୀକୁ ବ୍ୟବହାର କରିଥାଆନ୍ତି । ତେଣୁ ହଳଦୀକୁ ଏକ ପ୍ରଧାନ ମସଲା ଭାବେ ଭାରତୀୟ ଗୁରୁତ୍ୱ ମଧ୍ୟ…

ଘରୁ ବାହାରିଲେ ଗୁଳି: କେସିଆର୍‌

ତେଲେଙ୍ଗାନା: ଘରୁ ବାହାରିଲେ ଗୁଳି । କଟକଣା ନମାନିଲେ ସୁଟ୍ ଆଟ୍ ସାଇଟ୍ । ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ସରକାର । ଲକ ଡାଉନ ନିୟମ ଉଲ୍ଲଂଘନ କଲେ ଆଉ ତ୍ରାହି ନାହିଁ । ଯେଉଁ ବ୍ୟକ୍ତି ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ଦେଖିଲା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି…

କୋଭିଡ-୧୯: ସ୍ୱତନ୍ତ୍ର ବିମାନ ଯୋଗେ ଇରାନରୁ ଫେରିଲେ ୨୭୭ ଭାରତୀୟ

ନୂଆଦିଲ୍ଲୀ: ଇରାନରେ ଫସିରହିଥିବା ୨୭୭ଜଣ ଭାରତୀୟ ଏକ ବିଶେଷ ବିମାନ ଯୋଗେ ଯୋଧପୁରରେ ପହଞ୍ଚିଛନ୍ତି । ଏହି ଯାତ୍ରୀଙ୍କୁ ସୈନ୍ୟ ଶିବିରରେ କ୍ୱାରେଣ୍ଟାଇନରେ ରଖାଯିବ । ଡାକ୍ତରଙ୍କ ବିଶେଷ ଟିମ୍ ବିମାନ ବନ୍ଦରରେ ଯାତ୍ରୀଙ୍କ ସ୍କ୍ରିନିଂ କରିଛନ୍ତି । ଇରାନ କରୋନା ପ୍ରଭାବିକ ଦେଶ ଗୁଡିକ…

କରୋନାଭାଇରସ : ଓଡିଆରେ ଓଡିଶାବାସୀଙ୍କୁ ସଚେତନ କଲେ ସଲମାନ

ଭୁବନେଶ୍ୱର: ବଲିଉଡ ଅଭିନେତା ସଲମାନ ଖାନ ବୁଧବାର ଦିନ ଓଡିଆରେ ଓଡିଶାବାସୀଙ୍କୁ କରୋନା ସେଚତନତା ବାର୍ତ୍ତା ଦେଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିୟମକୁ କଡାକଡି ଭାବେ ପାଳନ କରିବାକୁ ସେ ଏକ ଭିଡିଓରେ କହିଛନ୍ତି । ସେ ଭିଡିଓରେ କହିଛନ୍ତି, “ମୋର ଓଡିଆ ଭାଇ ଓ…

ଋଷରେ ୭.୫ ତୀବ୍ରତାର ଭୂମିକମ୍ପ ଝଟକା; ସୁନାମୀ ୱାର୍ଣ୍ଣିଂ ଟଳିଲା

ମସ୍କୋ: ୟୁଏସ ଜିଓଲୋଜିକାଲ ସର୍ଭେ ମୁତାବକ, ବୁଧବାର ଦିନ ଋଷର ପୂର୍ବୋତ୍ତର କୁରିଲ ଦ୍ୱୀପରେ ୭.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପରେ କୌଣସି ଜନଜୀବନ କ୍ଷତି ହୋଇଥିବା ସୂଚନା ମିଳି ନାହିଁ । #Tsunami Watch Cancelled for Hawaii! Data shows no…

କୋଭିଡ-୧୯ ଲକଡାଉନ: ଅସ୍ଥାୟୀ ଭାବେ ସେବା ବନ୍ଦ କଲା ଫ୍ଲିପକାର୍ଟ

ନୂଆଦିଲ୍ଲୀ: କରୋନାଭାଇରସକୁ ନେଇ ସାରା ଦେଶରେ ସମ୍ପୁର୍ଣ୍ଣ ଲକଡାଉନ ଘୋଷଣା ହୋଇଛି । ସେଥିପାଇଁ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ନିଜର ସେବାକୁ ଅସ୍ଥାୟୀ ରୂପେ ବନ୍ଦ କରିଛି । ଫ୍ଲିପକାର୍ଟ ୱେବସାଇଟକୁ ଖୋଲିବା ମାତ୍ରେ ଏକ ବ୍ୟାନର ରହିଛି, ଯେଉଁଠି ଏହି ମେସେଜ ଦିଆଯାଇଛି । ବ୍ୟାନରରେ…

ଜାଣନ୍ତୁ, କର୍ଫ୍ୟୁ ଓ ଲକଡାଉନ ମଧ୍ୟରେ କ’ଣ ରହିଛି ଫରକ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର କୋକୂଆ ଭୟ । ସାରା ବିଶ୍ୱକୁ ଧୀରେ ଧୀରେ ଗ୍ରାସିବାରେ ଲାଗିଛି ଏହି ମାରାତ୍ମକ ଭୂତାଣୁ । ଏଥିରେ ସାରା ବିଶ୍ୱରେ ପାଖାପାଖି ସାଢ଼େ ୪ ଲକ୍ଷ ଲୋକ ଆକ୍ରାନ୍ତ ହୋଇ ସାରିଲେଣି । ୧୭ ହଜାରକୁ ଉର୍ଦ୍ଧ୍ବ ଲୋକ ଏଥିରେ ପ୍ରାଣ ହରାଇଲେଣି । ଇତି ମଧ୍ୟରେ ଭାରତ…

କୋଭିଡ-୧୯ ଲକଡାଉନ ନିୟମ ଭାଙ୍ଗି ୩୪ ଗିରଫ, ୧୨ଟି ଗାଡି ଜବତ

ହଣ୍ଡୱାରା: କରୋନାକୁ ନେଇ ଆଜି ଠାରୁ ସାରା ଦେଶରେ ସମ୍ପୁର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ଏହା ସତ୍ୱେ ଲୋକମାନେ ନିୟମ ଭାଙ୍ଗୁଛନ୍ତି । ଲକଡାଉନ ନିୟମ ଉଲ୍ଲଙ୍ଘନ କରିଥିବାରୁ ଜାମ୍ମୁ ଓ କାଶ୍ମୀରରେ ପାଖାପାଖି ୩୪ଜଣ ଗିରଫ ହୋଇଛନ୍ତି ଏବଂ ୧୨ଟି ଗାଡି ଜବତ କରାଯାଇଥିବା ଏନଆଇ ସୂତ୍ରରୁ…

ତାମିଲନାଡୁରେ କରୋନା ନେଲା ପ୍ରଥମ ମୁଣ୍ଡ: ଭାରତରେ ମୃତ୍ୟୁ ସଂଖ୍ୟା ୧୧ କୁ ବୃଦ୍ଧି

ମଦୁରାଇ: ଦିନକୁ ଦିନ ଅଣାୟତ୍ତ ହେଉଛି ମାରାତ୍ମକ କରୋନା ଭାଇରସ । ଏହାର ପ୍ରଭାବରେ ତାମିଲନାଡୁରେ ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଏକ ଡାକ୍ତରଖାନାରେ ବୁଧବାର ସକାଳେ କରୋନାଭାଇରସରେ ସଂକ୍ରମିତ ଏହି ୫୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପ୍ରାଣ ହାନି ଘଟିଛି । କରୋନା ସଂକ୍ରମଣରେ…

ଇଟାଲୀରେ କରୋନା ତାଣ୍ଡବ: ଗୋଟିଏ ଦିନରେ ନେଲା ୭୪୩ ଜୀବନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର କୋକୂଆ ଭୟ। ଧୀରେ ଧୀରେ ଆୟତ୍ତ ବହାରକୁ ଚାଲି ଯାଉଛି ଏହି ମାରାତ୍ମକ ଭୂତାଣୁ । ଚୀନ ପରେ ଏବେ ଏହା ଇଟାଲୀରେ ରଚୁଛି ମୃତ୍ୟୁର ତାଣ୍ଡବ । ଗୋରିଏ ଦିନରେ ନେଲା ୭୪୩ ଜୀବନ । ସୋମବାର ଦିନ ଇଟାଲୀରେ କରୋନାଭାଇରସ ପ୍ରଭାବରେ ୭୪୩ ଜଣଙ୍କ ମୃତ୍ୟୁ ହୋଇଥିବା…