ଶ୍ରଦ୍ଧା କପୁରଙ୍କ ସମ୍ପର୍କରେ ଏହି ଖୁଲାସା କଲେ ମୃତ ସୁଶାନ୍ତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର
ମୁମ୍ବାଇ: ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ସାହା ବଲିଉଡ ଡ୍ରଗ୍ସ କାରବାରର ଆଉ ଏକ ପୃଷ୍ଠା ଖୋଲିଛନ୍ତି ।
ମଙ୍ଗଳବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ତାଙ୍କୁ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିଥିଲା, ଯେଉଁଥିରେ ବାହାରକୁ…